ଭୁବନେଶ୍ୱର: ହସ୍ପିଟାଲ ରେ ପୂର୍ବତନ କ୍ରିକେଟର ତଥା ସାଂସଦ ରଞ୍ଜୀବ ବିଶ୍ୱାଳ । ଅସୁସ୍ଥ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ପୂର୍ବତନ କ୍ରିକେଟର ତଥା ସାଂସଦ ରଞ୍ଜୀବ ବିଶ୍ୱାଳ । ତେବେ ତାଙ୍କ ଅବସ୍ଥା ଗୁରୁତର ନଥିବା ନିକଟତର ମହଲ ରୁ ଜଣାପଡିଛି । ରଞ୍ଜୀବ ଙ୍କ କାନ୍ଧ ପାଖରେ ଏକ ମାଂସ ବଢୁଥିଲା । ତେଣୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଏହାକୁ କାଢ଼ିବା ପାଇଁ ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।