୧୪ ରାଉଣ୍ଡରେ ଚାଲିଛି ଭୋଟ ଗଣତି : ୯୦୬ଭୋଟରେ ବିଜେପି ଆଗୁଆ
Counting is going on in the 14th round: BJP is ahead with 906 votes
ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟ ଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୪ ରାଉଣ୍ଡ ପହଞ୍ଚିଛି । ୧୪ ରାଉଣ୍ଡରେ ସମୁଦାୟରେ ବିଜେଡି -୫୫୩୭୦ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି -୬୩୦୩୧ ଖଣ୍ଡ ଭୋଟ , କଂଗ୍ରେସ -୨୭୫୧ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ ରାଜୁ ରାଜୁ -୭୧୫୭ଖଣ୍ଡ ଭୋଟ ପାଇଛନ୍ତି ।
ତେବେ ୧୪ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୩ହଜାର ୭ ସହ ୯୩ ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର୍ୟ୍ୟବଂଶୀ ସୂରଜ ୪ ହଜାର ୬ଶହ ୯୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାଥୀ ହରେକୃଷ୍ଣ ୧ ଶହ ୪୯ ଖଣ୍ଡ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ୨ ଶହ ୫୫ ଖଣ୍ଡ ଭୋଟ ପାଇଥିବା ସୂଚନା ରହିଛି । ବର୍ତ୍ତମାନ ୧୪ ରାଡଣ୍ଡରେ ୧୪ ରାଉଣ୍ଡ ରେ ୯୦୬ଭୋଟ ରେ ବିଜେପି ଆଗୁଆ ରହିଛି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।