ଭୁବନ/ କଳ୍ପତରୁ ଜେନା: ଗାଈ ସହିତ ଧକ୍କା , ମାଆପୁଅ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦାରୁ ଭୁବନରେ । ମା ପୁଅ ଏକ ବାଇକ ଯୋଗେ ଆସୁଥିବା ସମୟରେ ବାଉଁଶକଣ ନିକଟରେ ଏକ ଗାଇ ସହିତ ଧକ୍କା ହୋଇଥିଲା । ତେବେ ବାଇକରେ ବସିଥିବା ମହିଳା ଗୁରୁତର ହୋଇ ଭୁବନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ମହିଳା ଜଣକ ସୁକିନ୍ଦା ଗ୍ରାମର ଦୁର୍ଗାବତୀ ଦେବୀ ବୋଲି ଜଣାପଡିଛି । ପୁଅ ସୁସ୍ଥ ଥିବା ଜଣାପଡିଛି ।