(ସୌମ୍ୟ ରଂଜନ ସେଠୀ) : ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଚିଠି, ବ୍ରହ୍ମପୁର ରୁ ସୁରଟ କୁ ଦୈ÷ନିକ ଦ୍ୁଇଟି ଟ୍ରେନ ଚଳାଚଳ ପାଇଁ ଦାବି କରିଛନ୍ତି ମୂଖ୍ୟମନ୍ତ୍ରୀ,.. ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସୁରାଟ ରେ ବହୁ ଓଡିଆ କାମ କରୁଛନ୍ତି, ବିଶେଷ କରି ଗଞ୍ଜାମ ଜିଲ୍ଲା ର ବହୁ ଲୋକ ସେଠାରେ ଥିବା ସୂତା କଳ, ଡାଇମଣ୍ଡ କଟିଂ ଭଳି କାମରେ ନିୟୋଜିତ ଅଛନ୍ତି,ଦକ୍ଷିଣ ଓଡିଶାର ପ୍ରାୟ ୭ ଲକ୍ଷରୁ ଅଧିକ ଲୋକ ସୁରାଟ ରେ ରହୁଥିବା ବେଳେ, ସେମାନ ଙ୍କ ଯାତାୟତ ପାଇଁ ବରହମପୁର ରୁ ସୁରାଟ ମଧ୍ୟରେ ଟ୍ରେନ ଚଳାଚଳ ର ଆବଶ୍ୟକ ରହିଛି । ତେଣୁ ସେମାନଙ୍କ ସୁବିଧା ପାଇଁ ଦୈନିକ ଦୁଇଟି ଟ୍ରେନ ଚଳାଚଳ ନିମନ୍ତେ ରେଳମନ୍ତୀ ଙ୍କ ପାଖରେ ଦାବ ରଖି ଚିଠି ଲେଖିଛନ୍ତିି ମୂଖ୍ୟମନ୍ତ୍ରୀ.. ।