ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ମଧ୍ୟପ୍ରଦେଶ  ଛତିଶଗଡ ଓ ରାଜସ୍ଥାନ  ପାଇଁ  ଅନୁଷ୍ଠିତ  ବିଧାନସଭା ନିର୍ବାଚନ ରେ  ବିଜେପିର  ବିଜୟ ହୋଇଛି । ଯାହାକୁ ନେଇ   ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟ୍ଟନାୟକ   ଆଜି  ସକାଳ ଟେଲିଫୋନ  ଯୋଗେ  କଥା  ହୋଇ  ପ୍ରଧାନମନ୍ତ୍ରୀ  ଶ୍ରୀ  ନରେନ୍ଦ୍ର  ମୋଦି ଙ୍କୁ   ଅଭିନନ୍ଦନ  ଜଣାଇଛନ୍ତି   ।