ପୁଣି ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି Videoରାଜନୀତି By Reporters Today Bureau On Mar 25, 2019 Share (ସରୋଜ ରାଉତ ) ରିପୋର୍ଟରସ୍ ଟୁଡେ: ପୁଣି ସିଇଓଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ପେଟ୍ରୋଲ ପମ୍ପରେ ବିଜେପିର ଉଜ୍ଜଳା ଯୋଜନାର ବ୍ୟାନର ଲାଗିଥିବା ଓ ବିଏସଏନଏଲ କଲର ଟ୍ୟୁନରେ ବିଜେପିର ନାରା ଶୁଣିବାକୁ ମିଳୁଛି, ଯାହା ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବୋଲି ବିଜେଡି ମୁଖପାତ୍ର ଅଭିଯୋଗ କରିଛନ୍ତି । bbsrceoOdishareporterstoday Share FacebookTwitterGoogle+ReddItWhatsAppPinterestEmail