Browsing Category

ବିଶ୍ୱ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ସୂଚନା

ଢାକା: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଜୀବନ ଯାଇଛି । ଆକ୍ରମଣ ପରେ ହିନ୍ଦୁ ବ୍ୟବସାୟୀ ଖୋକୋନ ଦାସଙ୍କ ଜୀବନ୍ତ ଜାଳି ଦିଆଯାଇଛି । ଆଜି ଢାକାର ନ୍ୟାସନାଲ ବର୍ଣ୍ଣ ଇନଷ୍ଟିଚ୍ୟୁଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି…
Read More...

ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଲା ଆମେରିକା

ନୂଆଦିଲ୍ଲୀ: ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଲା ଆମେରିକା। ଦେଶ ବାହାରକୁ ପଳାୟନ କଲାବେଳେ ଆମେରିକା ଦ୍ୱାରା ଅଟକ ରଖାଯାଇଛି। ରାଜଧାନୀ କାରାକାସ ଉପରେ ଏୟାର ଷ୍ଟ୍ରାଇକ୍ ପରେ ପରେ ଅଟକ ରଖାଯାଇଥିବା ସୂଚନା ମିଳିଛି। ଡ୍ରଗ୍ସ ଚାଲାଣକୁ ନେଇ ଭେନେଜୁଏଲା ଉପରେ କ୍ଷୁବ୍ଧ…
Read More...

ଆଫଗାନିସ୍ତାନରେ ଭୟଙ୍କର ବନ୍ୟା, ଭାସିଗଲା ଘର ଦ୍ଵାର, ଅନେକ ଲୋକ ନିଖୋଜ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦାଉ ସାଜୁଛି ଭୟଙ୍କର ବନ୍ଯା। ଯେତେବେଳେ କିଛି ସ୍ଥାନରେ ନୂଆ ବର୍ଷ ପାଳନ କରାଯାଉଛି ବର୍ତ୍ତମାନ ଆଫଗାନିସ୍ତାନରେ ବନ୍ଯା ତାର କରାଳ ରୁପ ଦେଖାଉଛି। ଆଫଗାନିସ୍ତାନ ପୁଣିଥରେ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ…
Read More...

ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ପାକିସ୍ତାନର ଏହି ନେତା

ନୂଆଦିଲ୍ଲୀ: ବଲୁଚ୍ ନେତା ମୀର ୟାର ବଲୁଚ୍ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖି ଭାରତ ସରକାର ଏବଂ ଭାରତୀୟ ଜନତାଙ୍କୁ ୨୦୨୬ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହି ଚିଠିରେ ସେ ଭାରତ ସହିତ ଭାରତର ଐତିହାସିକ ସମ୍ପର୍କ, ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ,…
Read More...

ସ୍ବିଜରଲାଣ୍ଡରେ ନୂଆ ବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ; ୪୦ ମୃତ

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ଏକ ବାର୍ ରେ ନବବର୍ଷ ଉତ୍ସବ ପାଳନ ସମୟରେ ବିସ୍ଫୋରଣ ଘଟି ୪୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ କୌଣସି ଆକ୍ରମଣ କିମ୍ବା ଆତଙ୍କବାଦୀ ଆକ୍ରମଣକୁ ଖାରଜ କରିଛି। ସ୍ଥାନୀୟ ସମୟ ଅନୁସାରେ ରାତି ୧:୩୦ ରେ ନବବର୍ଷ ଉତ୍ସବ…
Read More...

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।

ରାଜ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଚାଉଳ ବିବାଦ ଏବେ ସମାଧାନ ହେବାକୁ ଯାଉଛି କାହିଁକି ନା ରାଜ୍ୟରେ ଥିବା ବଳକା ଚାଉଳକୁ କେନ୍ଦ୍ର ସରକାର ନେବାପାଇଁ ଦେଇଛନ୍ତି ଗ୍ରୀନ୍ ସିଗ୍‌ନାଲ । ଏହି ଧାରାରେ ଓଡ଼ିଶାରୁ ମୋଟ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ଏ ନେଇ ଖାଦ୍ୟ ଯୋଗାଣ ଓ…
Read More...

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

ଇଂରାଜୀ ନବବର୍ଷ ୨୦୨୬ କୁ ସ୍ୱାଗତ କରିବା ପାଇଁ ଏବେ ସମଗ୍ର ଦେଶ ପ୍ରସ୍ତୁତ ହେଉଥିବାବେଳେ । ଭାରତ - ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଆମରିକାର ପ୍ରମୁଖ ଥିଙ୍କ୍ ଟ୍ୟାଙ୍କ୍ କାଉନ୍‌ସିଲ ଅନ୍ ଫରେନ୍ ରିଲେସନ୍ସର ନୂଆ ରିପୋର୍ଟ ଅନୁଯାୟୀ , ୨୦୨୬ରେ…
Read More...

ଚେନାବ ନଦୀରେ ବଡ ପ୍ରକଳ୍ପ କରିବ ଭାରତ , ପାଣି ପାଇଁ ଡହଳବିକଳ ହେବ ପାକିସ୍ତାନ

ପାଣି ପାଇଁ ପାକିସ୍ତାନରେ ଡହଳବିକଳ ହେବେ ପାକିସ୍ତାନ ବାସୀ । ପାକ୍‌ରେ ଉପୁଜିବ ମରୁଡି ପରିସ୍ଥିତି । ପାଣି ପାଇବେନି ପାକ୍ ନାଗରିକ । ଆତଙ୍କବାଦୀ କାର‌୍ୟ୍ୟକଳାପରୁ ଓହରୁ ନଥିବାରୁ ପାକ୍ ଉପରେ ଭାରତ ନେବାକୁ ଯାଉଛି ବଡ ଆକ୍ସନ୍ । ଶତ୍ରୁ ଦେଶକୁ ପାଣି ବନ୍ଦ କରିବାକୁ ଭାରତ ସରକାର ଆରମ୍ଭ…
Read More...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ଇଣ୍ଡୋନେସିଆ…
Read More...

ସତ ମାନିଲେ ପାକ୍‌ ରାଷ୍ଟ୍ରପତି, ବଙ୍କରରେ ଲୁଚିବାକୁ ବାଧ୍ୟ କରିଥିଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କ ରଚିଥିଲା ଭାରତର ଅପରେସନ ସିନ୍ଦୂର। ଦେଶ ରକ୍ଷା କରିବେ କଣ ନିଜ ଜୀବନ ବଞ୍ଚାଇବାକୁ ବଙ୍କରରେ ଲୁଚି ଥିଲା ପାକିସ୍ତାନୀ ସେନା । ଆଜି ଏହା ସ୍ୱୀକାର କରିଛନ୍ତି ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜରଦାରୀ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ…
Read More...