Browsing Category

ବିଶ୍ୱ

ତୀବ୍ର ବେଗରେ ବଢୁଛି ହିଂସା

ତୀବ୍ର ହେଉଛି ହିଂସା । ପୁଣି ଅଶାନ୍ତ ହେଲାଣି ବାଂଲାଦେଶ। ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ, ଏବେ ଏହି ହିଂସାର ନିଆଁ ଆହୁରି ତେଜିଛି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଆନ୍ଦୋଳନ ଏବଂ ପ୍ରତିବାଦର ସ୍ବର । ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି  ଆୱାମୀ ଲିଗ ସମର୍ଥକ ଏବଂ  …
Read More...

ଟ୍ରମ୍ପଙ୍କ ଧମକ, ରୁଷ ସହ ବ୍ୟବସାୟ କଲେ ମିଳିବ କଠୋର ଦଣ୍ଡ

ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ରୁଷ ସହିତ ବାଣିଜ୍ୟ କରୁଥିବା ଯେକୌଣସି ଦେଶ ଏଣିକି ଅତ୍ୟନ୍ତ କଠୋର ପ୍ରତିବନ୍ଧକର ସମ୍ମୁଖୀନ ହେବ। ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଶାସନ ଏବଂ ରିପବ୍ଲିକାନ ସାଂସଦମାନେ ମସ୍କୋକୁ ଟାର୍ଗେଟ କରି କଠୋର ଆଇନ…
Read More...

ଭାରତ ଉପରେ ଥିବା ଟାରିଫକୁ ୫୦% କମ କରିବ ଆମେରିକା!

ଆମେରିକାରୁ ଟାରିଫକୁ ନେଇ ଆସିଲା ବଡ ଖବର । ଭାରତ ଉପରେ ଥିବା ଟାରିଫକୁ ୫୦% କମ କରିପାରନ୍ତି ଟ୍ରମ୍ପ ସରକାର । ହ୍ୱାଇଟହାଉସରୁ ମିଳିଥିବା ସୂଚନା ମୁତାବକ, ୱାଶିଂଟନ ଏବଂ ନୂଆଦିଲ୍ଲୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା…
Read More...

ଦିଲ୍ଲୀ ବିସ୍ଫୋରଣ ପରେ କୋଲକାତାରେ ହାଇଆଲର୍ଟ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତକାଲି ହୋଇଥିବା କାର ବିସ୍ଫୋରଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ବିସ୍ଫୋରଣ ପରେ ସାରା ଦେଶରେ ଥିବା ବିଭିନ୍ନ ମନ୍ଦିର ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ତେବେ ବିସ୍ଫୋରଣ ପରେ କୋଲକାତାରେ…
Read More...

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳ

ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳ । ତେବେ ଖରାପ ପାଣିପାଗ ଯୋଗୁ ଏହି ମିଶନ ସ୍ଥଗିତ ହୋଇଥିବା ଜଣାପଡିଛି । ଏନେଇ ବ୍ଲୁ ଅରିଜିନ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ କେବେ ଏହାର ପରବର୍ତ୍ତୀ ଉତକ୍ଷେପଣ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ତେବେ ମଙ୍ଗଳ ଗ୍ରହକୁ…
Read More...

ଟି-୨୦ ବିଶ୍ୱକପ ୨୦୨୬, ଭାରତରେ ଖେଳାଯିବ ସେମିଫାଇନାଲ ଓ ଫାଇନାଲ

ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ୨୦୨୬ ଟି-୨୦ ବିଶ୍ୱକପ ଆୟୋଜନ କରିବେ ଭାରତ ଓ ଶ୍ରୀଲଙ୍କା । ଏବେ ବିଶ୍ୱକପ ସେମି ଫାଇନାଲ, ଫାଇନାଲ ଏବଂ ଉଦଘାଟନୀ ମ୍ୟାଚକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ତେବେ ଅହମ୍ମଦାବାଦରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ । ଏହାସହ…
Read More...

ଥାଇଲାଣ୍ଡ ତାରୁତାଓ ଦ୍ୱୀପରେ ବୁଡିଲା ବୋଟ, ୭ ମୃତ, ଶତାଧିକ ନିଖୋଜ

ଥାଇଲାଣ୍ଡର ତାରୁତାଓ ଦ୍ୱୀପରେ ବୁଡିଲା ବୋଟ । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ରହିଛନ୍ତି । ବୋଟରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ବୋଟଟି ମିଆଁମାରରୁ ମାଲେସିଆ ଯାଉଥିବା ବେଳେ ଘଟିଛି ଅଘଟଣ । ଜାହାଜଟି ମାଲେସିଆର ଲାଙ୍ଗକାୱି ଦ୍ୱୀପର ଉତ୍ତରରେ ଥାଇଲ୍ୟାଣ୍ଡର ତାରୁତାଓ ଦ୍ୱୀପରେ…
Read More...

ଫିଲିପାଇନ୍ସରେ ମାଡ ହେବ ଆଉ ଏକ ସୁପର ଟାଇଫୁନ

ଫିଲିପାଇନ୍ସକୁ ଆଉ ଏକ ବାତ୍ୟା ଭୟ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତର ପ୍ରକ୍ରିୟା । ଦେଶର ପୂର୍ବ ଓ ଉତ୍ତର ଭାଗରୁ ଏକ ଲକ୍ଷ୍ୟରୁ ଅଧିକ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର । ତେବେ ଏହି ଭୟଙ୍କର ବାତ୍ୟାର ନାଁ ରହିଛି ଫୁଙ୍ଗ ୱଙ୍ଗ । ତେବେ ଫିଲିପାଇନ୍ସରେ ଏହି ବାତ୍ୟା ଏବର୍ଷର…
Read More...

ହଂକଂ ସିକ୍ସ ୨୦୨୫ରେ ପାକିସ୍ତାନକୁ ପରାସ୍ତ କଲା ଭାରତ

ହଂକଂ ସିକ୍ସ ୨୦୨୫ରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଛି। ବର୍ଷା ପ୍ରଭାବିତ ପୁଲ୍ ସି ମ୍ୟାଚ୍‌ରେ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଡକୱର୍ଥ-ଲୁଇସ୍ ପଦ୍ଧତି ଅନୁଯାୟୀ ପାକିସ୍ତାନକୁ ୨ ରନ୍‌ର ସୀମିତ ବ୍ୟବଧାନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ…
Read More...

ଆଜି ଆକାଶରେ ଦିଶିବ ସୁପରମୁନ, ଖାଲି ଆଖିରେ ଦେଖାଯିବ ମହାଜାଗତିକ ଦୃଶ୍ୟ

ଆଜି ଆକାଶରେ ଏକ ଅନନ୍ୟ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିବ। ଏଥର, ନଭେମ୍ବର ୫ ରାତିରେ ଆକାଶରେ ଏକ ସୁପରମୁନ୍ ଦେଖାଯିବ। ଯାହା ଚଳିତ ବର୍ଷର ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ହେବ। ଏହି ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତମ ହେବ। ତେଣୁ ଏହାର ଆଲୋକ ଏବଂ ଉଜ୍ଜ୍ୱଳତା ବିଶେଷ…
Read More...