Browsing Category
Uncategorized
ଏଥର କାରରେ ଏକୁଟିଆ ଥିଲେ ବି ପିନ୍ଧିବାକୁ ପଡିବ ମାସ୍କ
(ରିପୋଟର୍ସ ଟୁଡେ/ ନୂଆଦିଲ୍ଲୀ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ହାଇକୋର୍ଟ ଏହି ସମୟରେ ଏକ ବଡ଼ ରାୟ ଦେଇଛନ୍ତି। ଏଣିକି କାରରେ ଏକୁଟିଆ ବସିଥିଲେ ବି ମାସ୍କ ପିନ୍ଧିବା ଅନିର୍ବାର୍ୟ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କାରକୁ ‘ପବ୍ଲିକ ପ୍ଲେସ’ କହିବା ସହିତ…
Read More...
Read More...
ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଧାରଣା
(ରଜନୀକାନ୍ତ ପାତ୍ର / ହିଞିଳି) ; ଗଂଜାମ ଜିଲ୍ଲା ଆସ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଧାରଣା ରେ ବସିଛନ୍ତି। ଧାରଣା ରେ ବସିଥିବା ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ବେଣାପାଟ ଗାଁ ବିଦ୍ୟାଳୟ ର ବୋଲି ଜଣାପଡିଛି ! ୯ ମାସ ହେବ ସେମାନଙ୍କ…
Read More...
Read More...
କଟକ ଗ୍ରାମ୍ୟ ବ୍ୟାଙ୍କ ରେ ଅଗ୍ନିକାଣ୍ଡ !
(ଜଗନ୍ନାଥ ମହାନ୍ତି / କଟକ) ; କଟକ ସହରର ମହାନଦୀ ବିହାର ଠାରେ ଥିବା ଗ୍ରାମ୍ୟ ବ୍ୟାଙ୍କ ରେ ଅଗ୍ନିକାଣ୍ଡ ! ଗତ କାଲି ବିଳମ୍ବିତ ରାତିରେ ଅଫିସ କାର୍ଯ୍ୟାଳୟ ବନ୍ଦ ରହିଥିଲା ବେଳେ ଏସିରୁ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ! ବିଳମ୍ବିତ ରାତିରେ ନିଆଁ ଲାଗିବାର କିଛି ଲୋକ…
Read More...
Read More...
ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ
(ଦିଲ୍ଲୀ ): ନିକଟରେ ସ୍ୱିଜରଲାଣ୍ଡର ଆଇକ୍ୟୁ ଏୟାର ଅନୁଷ୍ଠାନ ଦ୍ୱାରା ଜାରି କରାଯାଇଥିବା ଏୟାର କ୍ୟୁଟିଲଇଡ୍ ଇଣ୍ଡେକ୍ସ ରିପୋର୍ଟ-୨୦୨୦ ଅନୁଯାୟୀ ବିଶ୍ୱର ୨୨ଟି ସହର ୩୦ଟି ପ୍ରଦୂଷିତ ସହରରେ ଭାରତର ନାମ ରହିଛି । ଚୀନର ଜିନଜିଙ୍ଗ ସହର ହେଲରେ ଅଛି, ଯେତେବେଳେ ଗାଜିଆବାଦ ବିଶ୍ୱର ଦ୍ୱିତୀୟ…
Read More...
Read More...
ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ୟ୍ୟାଳୟ
(ଋିପୋଟର୍ସ ଟୁଡେ): ମିଶନ ଶକ୍ତି ଆଣିଲା ନୂତନ ବିକଳ୍ପ ଏଣିକି ପ୍ରତେକ ବ୍ଲକରେ ଖୋଲିବ ମିଶନ ଶକ୍ତିର କାର୍ଯ୍ୟାଳୟ ଗୃହ । ନିର୍ମାଣ ପାଇଁ ଖର୍ଚ୍ଚ ହେବ ୫୦ ଲକ୍ଷ ଟଙ୍କା । ଯାହା ଦ୍ୱାରା ରାଜ୍ୟର ମହିଳାମାନଙ୍କ ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି…
Read More...
Read More...
ପ୍ରଚଳିତ ବନାଗ୍ନି ପ୍ରତିହତ କରିବାକୁ ନିଆଯାଉଛି ବ୍ୟାପକ ପଦକ୍ଷେପ
ଭୁବନେଶ୍ୱର/ ରାଜେଶ ସାହୁ: ପ୍ରଚଳିତ ବନାଗ୍ନିକୁ ପ୍ରତିହତ ଓ ପ୍ରଶମିତ କରିବା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଓଡ୍ରାଫ୍ ବଳଙ୍କୁ ରାଜ୍ୟସାରା ବନାଗ୍ନି ପ୍ରଶମନ ନିମନ୍ତେ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ…
Read More...
Read More...
ଗୋଟିଏ ଦିନରେ ଦୁଇ ଥର ମହାପ୍ରଭୁଙ୍କ ମହାସ୍ନାନ
ପୁରୀ: ଗୋଟିଏ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁଇ ଦୁଇ ଥର ମହାସ୍ନାନ । ଏହାକୁ ନେଇ ନୀତିକାନ୍ତିରେ ବିଳମ୍ବ । ଶ୍ରୀମନ୍ଦିରରେ ଗୋଟିଏ ଦିନରେ ଦୁଇ ଦୁଇଟି ବିଭ୍ରାଟ । ସକାଳୁ ଶ୍ରୀମନ୍ଦିର ଭିତର କାଠ ନିକଟରେ ଦେଖିବାକୁ ମିଳିଥିଲା ରକ୍ତ ଛିଟା । ଏହାକୁ ନେଇ ରୀତିନୀତି ଅନୁଯାୟୀ ହୋଇଥିଲା…
Read More...
Read More...
ନାସାର ମଙ୍ଗଳ ଅଭିଯାନରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଭାରତୀୟ ବୈଜ୍ଞାନିକ
ନୂଆଦିଲ୍ଲୀ: ନାସାର ରୋଭର ପର୍ସିଭିରନ୍ସ ସଫଳତାର ସହ ମଙ୍ଗଳପୃଷ୍ଟ ଛୁଇଁବା ପରେ ନାସା ରଚିଛି ଇତିହାସ । ଏହି ସଫଳତା ଉପରେ ରହିଥିଲା ସାରା ବିଶ୍ୱର ନଜର । ତେବେ ଏହି ସଫଳତା ଭାରତୀୟଙ୍କ ପାଇଁ ଆଣିଛି ଗୌରବ । କାରଣ ନାସାର ମଙ୍ଗଳ ମିଶନ୍ରେ ଜଣେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ…
Read More...
Read More...
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ୧୦ ବଖରା ଘର ପୋଡି ପାଉଁଶ
(ବାଲେଶ୍ୱର): ବିଦ୍ୟୂତ ସର୍ଟ ସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୧୦ ବଖରା ଘର । ଏଭଳି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସରସଂଖ ଗାଁରେ। ବୁଧବାର ମଧ୍ୟାହ୍ନରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିଲା । ଗାଁ ଲୋକେ ନିଆଁ ଲିଭାଇବାକୁ…
Read More...
Read More...
ବଜେଟ-୨୦୨୧ରେ ପ୍ରତିରକ୍ଷା ବଜେଟକୁ ଗୁରୁତ୍ୱ
ନୂଆଦିଲ୍ଲୀ : ପ୍ରତିରକ୍ଷା ବଜେଟକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ସୀମାରେ ଚୀନ ସହ ସବୁୁବେଳେ ବିବାଦ ଲାଗିରହିଥିବା ବେଳେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଆଜି ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ରକୁ…
Read More...
Read More...