Browsing Category

Uncategorized

ଉଲଗ୍ନ ଅବସ୍ଥାରେ ଚାଲିଚାଲି ଆସୁଥିବା ଦୁଇ ଜଣ ମହିଳାଙ୍କୁ ଉତ୍ତରୀୟରେ ଘୋଡାଇ ଦେଲେ ବିଧାୟିକା

ସୁନ୍ଦରଗଡ: ସୁନ୍ଦରଗଡରେ ଏବେ ଦେଖା ଦେଇଛି ଏକ ଲଜ୍ଜା ଜନକ ଘଟଣା । ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଚାଲି ଯାଉଥିଲେ ୨ ମହିଳା। କିନ୍ତୁ ଏହାରି ଉପରେ କାହାରି ପଡିଲାନି ନଜର । ସେହି ସମୟରେ ମାନବିକତା ଦେଖାଇଲେ ବିଜେପି ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ସହର…
Read More...

ଅଭିବ୍ୟକ୍ତି ଓ ଗଣମାଧ୍ୟମର ସ୍ୱାଧୀନତା ଏବଂ ନିଉଜକ୍ଲିକ୍ ସାମ୍ବାଦିକ ମାନଙ୍କ ଉପରେ ଚଢ଼ାଉ ତଥା ୟୁଏପିଏ ବଳରେ ଗିରଫଦାରୀ…

ଭୁବନେଶ୍ୱର: ଗତ ୩ ଅକ୍ଟୋବର ୨୦୨୩ ରେ, ଅନଲାଇନ୍ ପୋର୍ଟାଲ୍ "ନ୍ୟୁଜ୍ କ୍ଲିକ୍" ସହିତ ଜଡିତ ୩୦ରୁ ଉର୍ଦ୍ଧ୍ବ ବିଶିଷ୍ଟ ସାମ୍ବାଦିକ ତଥା ମାନବାଧିକାର କର୍ମୀଙ୍କ ଘର ଉପରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଦ୍ଵାରା ଚଢ଼ାଉ ବିରୋଧରେ ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ମାନଙ୍କ ପକ୍ଷରୁ…
Read More...

କୁରାଢ଼ୀରେ ଆକ୍ରମଣ ଜଣେ ଗୁରୁତର , ଅଭିଯୁକ୍ତ ଗିରଫ

କରଞ୍ଜିଆ /ବସନ୍ତ କୁମାର ସୋରେନ : ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଶାଳଚୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମରେ କୁରାଢ଼ୀ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ହୋଈଛନ୍ତି।ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସେହି ଗ୍ରାମର ବିରଞ୍ଚି ମହାନ୍ତ(୪୨) ବୋଲି ଜଣା ପଡ଼ିଛି। ଗୁରୁତର ଙ୍କୁ…
Read More...

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ  :ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ  ଆନୁକୂଲ୍ୟରେ ୨ୟ ବାର୍ଷିକ  ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଅକ୍ଟୋବର ୨ ତାରିଖରେ ପୂର୍ବ ମୟୂରଭଞ୍ଜ ଜିଲ୍ଲାର ୧୬ ଟି ଟିମ୍ ଏବଂ ଅକ୍ଟୋବର ୩ ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ୧୬…
Read More...

୯ ଦିନ ପରେ ବିସର୍ଜନ ହେଲେ ଗଜାନନ

ରବିନ୍ଦ୍ର କୁମାର ସାହୁ /ରାୟଗଡ଼ା:ରାୟଗଡ଼ା ଜିଲ୍ଲା ସଦର ଟ୍ରକ୍ ୟୁନିଅନ ଠାରେ ଆୟୋଜିତ ଗଣେଶ ପୂଜାର ବିସର୍ଜନ ନଅ ଦିନ ପରେ ବହୁ ଆଡମ୍ବର ରେ ଅନୁଷ୍ଟିତ ହୋଇଯାଇଛି। ଟ୍ରକ୍ ୟୁନୀୟନ୍ ସଭାପତି ଶ୍ରୀଯୁକ୍ତ ୱାଇ.କଣ୍ଡ।ବ।ବୁଙ୍କ ଉପସ୍ଥିତି ସହ ୟୁନିଅନର ସବୁ କର୍ମଚାରୀ, ଟ୍ରକ୍ ମାଲିକ, ଡ଼୍ରାଇଭର,…
Read More...

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ।

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା ଶିକ୍ଷାଧିକରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ପୌରହିତ୍ୟ ରେ ସ୍ଥାନୀୟ ବିଦ୍ୟାନିକେତନ ପାଞ୍ଚମାଇଲ ଖେଳ ପଡିଆରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ…
Read More...

୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ ଗଣିବେ ଜେରକ୍ସ ଦୋକାନୀ

ସମ୍ବଲପୁର: ଦୋକାନୀକୁ ମହଙ୍ଗା ପଡ଼ିଛି ୩ ଟଙ୍କା । ମାସେ ମଧ୍ୟରେ ପଇସା ନ ଦେଲେ ଗଣିବେ ଉଚ୍ଚ ହାରର ସୁଧ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯…
Read More...

ଦୁର୍ଘଟଣାରରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ‘ମା ସନ୍ତୋଷୀ କ୍ଲବ’ର ସଦସ୍ୟ

ଭୁବନେଶ୍ବର : ମହାନତା ଦେଖାଇଲେ ସହିଦନଗର ସ୍ଥିତ ମା' ସନ୍ତୋଷୀ ୟୁଥ କ୍ଲବର ସଦସ୍ୟ | ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସହ ଆହାତ ବ୍ଯକ୍ତିଙ୍କୁ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇଲେ| ସୂଚନା ଯୋଗ୍ୟ ଯେ  ଆଜି ମା' ସନ୍ତୋଷୀ ୟୁଥ କ୍ଲବର ଗଣେଶ ପୂଜା ଭଷାଣି ମହୋତ୍ସବ…
Read More...

ଗୁଜରାଟର ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ

ବୁରୋ : ବାରମ୍ବାର ସାମ୍ନାକୁ ଆସୁଛି ଟ୍ରେନରେ ଅଗ୍ନିକାଣ୍ଡର ଖବର । ଏସବୁ ପରେ ବି ଏମିତି ଅଘଟଣ ବାରମ୍ବାର ଘଟୁଛି । ପୁଣି ଏପରି ଘଟଣା ସାମ୍ନାକୁ ଆସିଛି ଗୁଜରାଟରୁ । ଭଲସାଡରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ…
Read More...

ଭାରତ ବନ୍ଦ କରିବାକୁ ଯାଉଛି ସିନ୍ଧୁ ନଦୀ ଜଳ ଚୁକ୍ତି

ପାକିସ୍ତାନ ପରିସ୍ଥିତି ଏବେ ଜଟିଳ ରହିଛି । ପଡୋଶୀ ଦେଶ ଏବେ ଖାଇବା ପାଇଁ ସଂଘର୍ଷ କରୁଛି ।ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ ତ ଲାଗି ରହିଛି କିନ୍ତୁ ଏବେ ପାଣି ପାଇଁ ବି ସଂଘର୍ଷ କରିବ ପାକିସ୍ତାନ । ଭାରତ ବନ୍ଦ କରିବାକୁ ଯାଉଛି ସିନ୍ଧୁ ନଦୀ…
Read More...