Browsing Category
ପର୍ଯ୍ୟଟନ
ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧି
କଟକ ବାଲିଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବଢିଲା କଟକ ବାଲିଯାତ୍ରାର ଅବଧି । ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି । ବାଲିଯାତ୍ରାର ଅବଧି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହାଦ୍ୱାରା ବାଲିଯାତ୍ରା ଆଜି…
Read More...
Read More...
ଇସ୍କନ ମନ୍ଦିରରୁ ଅଜଗର ଉଦ୍ଧାର
ନବନିର୍ମିତ ଇସ୍କନ ମନ୍ଦିରରୁ, ଏକ ବିରାଟ ଅଜଗର ଉଦ୍ଧାର । ଯାହାର ଲମ୍ବ ୬ ଫୁଟ ହୋଇଥିବା ବେଳେ, ଓଜନ ୧୦ କିଲୋଗ୍ରାମର ରହିଛି। ସୂଚନା ଅନୁଶାରେ, ଉତ୍ତରପ୍ରଦେଶର ଇଟାୱା ସହରରରେ ନୂଆ କରି ହୋଇଥିବା ଇସ୍କନ ମନ୍ଦିର ଷ୍ଟୋର ରୁମରୁ, ଏହି ସାପକୁ ଉଦ୍ଧାର କରାଯାଇଛି। ମନ୍ଦିରର ପରିଚାଳକ ବରାହ ଦାସ…
Read More...
Read More...
ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ
ପୁରୀ-: ଆଉ କିଛି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ପୁରୀରେ ଚାଲିଛି ଜୋରସୋରରେ ପ୍ରସ୍ତୁତି ଆଉ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କରାଯାଉଛି । ତେବେ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ । ମନ୍ଦିରର ପଶ୍ଚିମ ପଟ ମେଘନାଦ ପାଚେରୀକୁ…
Read More...
Read More...
ଛଅ ମାସ ବନ୍ଦ ରହିବା ପରେ ଖୋଲିଲା ବଦ୍ରିନାଥ ଧାମ
ନୂଆଦିଲ୍ଲୀ-: ଦୀର୍ଘ ୬ ମାସ ପରେ ଭକ୍ତମାନଙ୍କ ପାଇଁ ଖୋଲିଛି ବଦ୍ରିନାଥ ଧାମର ଦ୍ୱାର । ଏଥିପାଇଁ ଖୁବ ସୁନ୍ଦର ଭାବେ ବଦ୍ରିନାଥ ଧାମକୁ ଫୁଲରେ ସଜା ଯାଇଥିଲା । ମନ୍ଦିର ଉପରେ ଆକାଶ ମାର୍ଗରୁ ଫୁଲ ବର୍ଷା ମଧ୍ୟ କରାଯାଇଥିଲା । ସାରାଦେଶରୁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ଭିଡ…
Read More...
Read More...
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ ଦ୍ବାର
ନୂଆଦିଲ୍ଲୀ : ଖୋଲିଲା ବାବା କେଦାରନାଥଙ୍କ କପାଟ । ଆଜି ସକାଳ ପ୍ରାୟ ୭ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବାଙ୍କ ଦ୍ବାର । ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଧାମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିବର୍ଷ…
Read More...
Read More...
ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଉଦ୍ୟାନ
ରାଜନଗର; ଆଜିଠାରୁ ବନ୍ଦ ଭିତରକନିକା । ଏବେ ପର୍ଯ୍ୟଟକ ମାନଙ୍କ ବନ୍ଦ ରହିବ ଭିତରକନିକା ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଉଦ୍ୟାନ । ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତରକନିକା ଯିବାକୁ ବାରଣ କରାଯାଇଛି ।…
Read More...
Read More...
ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ : ଏପ୍ରିଲ ୩୦ରୁ କରିପାରିବେ ଚାରିଧାମ ଯାତ୍ରା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ । ଏପ୍ରିଲ ୩୦ରୁ ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା । ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ଅନଲାଇନରେ ଆଧାର ସହାୟତାରେ ପଞ୍ଜୀକରଣ ହେଉଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଜିଷ୍ଟେସନ ବାଧ୍ୟତାମୂଳକ କରିଛି…
Read More...
Read More...
ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ
ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ । ଆଜି ସକାଳ ୪ଟାରୁ ବିଧିବିଧାନ ସହିତ ପୂଜା ହେବା ପରେ ୮.୩୦ ମିନିଟରେ କପାଟ ବନ୍ଦ ହୋଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି । କେଦାରନାଥ ପୀଠକୁ ଆଜି ପ୍ରାୟ ୧୦…
Read More...
Read More...
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଉପସ୍ଥିତିରେ ଖୋଲାଗଲା ଶ୍ରୀ ମନ୍ଦିରର ଚାରି ଦ୍ଵାର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ଆଜି ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା…
Read More...
Read More...
ବଲାଙ୍ଗିରବାସୀଙ୍କ ପାଇଁ ଖୁସି ଖବର; ବଲାଙ୍ଗିରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ ବସ୍
ବଲାଙ୍ଗିର/ ରାଧାକ୍ରିଷ୍ଣ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ ବସ ସେବା । ଆଜି ସନ୍ଧ୍ୟା ରେ ସ୍ଥାନୀୟ ନୂତନ ବସ ଟର୍ମିନାଲ ଠାରେ ଏହି ସେବା ଆରମ୍ଭ ହେଇଛି । ସବୁଜ ପତାକା ଦେଖାଇ ଏହି ସେବାର ଆରମ୍ଭ କରା ଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ…
Read More...
Read More...