Browsing Category
ଖେଳ
ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା
ଲୋମଟାଙ୍କୁରା ମୁକାବିଲା ଏବଂ ଉତ୍କଣ୍ଠାପୂର୍ଣ୍ଣ ପରିସ୍ଥିତିରେ ଭାରତୀୟ ଦଳ ଚଳିତ ବିଶ୍ବକପ୍ରେ ପଞ୍ଚମ ବିଜୟ ହାସଲ କରିଛି। ସେମିଫାଇନାଲ୍ ପ୍ରବେଶ ପାଇଁ ଗୋଟିଏ ପାଦ ବଢ଼ାଇ ଦେଇଛି। ରବିବାର ଧର୍ମଶାଳାରେ ଅନୁଷ୍ଠିତ ମୁକାବିଲାରେ ଭାରତ ୪ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୧୯…
Read More...
Read More...
ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ
ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଆରମ୍ଭ ହୋଇ ଯାଇଛି ଏସିଆନ ପାରା ଗେମ୍ସ । ଏସିଆନ ଗେମ୍ସ ଭଳି ଏହି ଇଭେଣ୍ଟରେ ମଧ୍ୟ କମାଲ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଖେଳାଳୀ । ସେଠାରେ ଚାଲିଥିବା ୪ର୍ଥ ଏସିଆନ୍ ପାରା ଗେମ୍ସ ୨୦୨୩ରେ ପୁରୁଷ ହାଇ ଜମ୍ପ ଟି-୪୭ରେ କମାଲ କରିଛି ଭାରତ । ଏହି ଇଭେଣ୍ଟରେ…
Read More...
Read More...
ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ
ଧର୍ମଶାଳା: ସରିଛି ମହା ମୁକାବିଲାର ପ୍ରଥମ ଇନିଂସ । ଧର୍ମଶାଳାଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା…
Read More...
Read More...
ଚୀନରେ ଏସିଆନ୍ ପାରା ଗେମ୍ସ ଆରମ୍ଭ
ଏସିଆନ୍ ପାରା ଗେମ୍ସ ଆଜିଠୁ ଚୀନରେ ଆରମ୍ଭ ହେବ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଉଛନ୍ତି । ୧୯୬ ଜଣ ପୁରୁଷ ୧୧୩ ମହିଳା ଆଥଲେଟ ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରୁ ୭ ଜଣ ଭାଗ ନେଉଛନ୍ତି । ସେମାନେ ହେଲେ ପ୍ରମୋଦ ଭଗତ,…
Read More...
Read More...
ଶତକ ହାସଲ ପରେ ୱାର୍ଣ୍ଣରଙ୍କ ‘ପୁଷ୍ପା’ ଷ୍ଟାଇଲ
ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍ ଡେଭିଡ ୱାର୍ଣ୍ଣରଙ୍କ ଦକ୍ଷିଣୀ ଭାରତୀୟ ଚଳଚ୍ଚିତ୍ର ପ୍ରତି ଭଲ ପାଇବା କାହାରିକୁ ଅଛପା ନାହିଁ | ତାଙ୍କୁ ଅନେକ ସମୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଗୀତରେ ନାଚୁଥିବା ଦେଖିବାକୁ ମିଳିଥାଏ | ୱାର୍ଣ୍ଣର ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଜଣେ ବଡ଼ ପ୍ରଶଂସକ |…
Read More...
Read More...
ନ୍ୟାସନାଲ କ୍ରିକେଟ୍ ଏକାଡେମିକୁ ଯିବେ ପାଣ୍ଡ୍ୟା
ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ପାଣ୍ଡ୍ୟା ଗୁରୁତର ଆହତ ହେବା ପରେ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍…
Read More...
Read More...
ଡ୍ରେସିଂ ରୁମରେ ଖୋଲିଗଲା ଇଶାନ-ହାର୍ଦ୍ଦିକଙ୍କ ପୋଲ
ମୁମ୍ବାଇ: ବିସିସିଆଇ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ଡ୍ରେସିଂ ରୁମରେ ଅନ୍ୟ ଖେଳାଳିଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାରତ ବାଂଲାଦେଶକୁ ପରାସ୍ତ କରି ଟୁର୍ନାମେଣ୍ଟରେ ଚତୁର୍ଥ ବିଜୟ ପଞ୍ଜିକରଣ କରିବା ପରେ…
Read More...
Read More...
ଏସିଆନ ପାରା ଗେମ୍ସ : ୭ ଓଡ଼ିଆ ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି। ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେଇଥିବା ଏସିଆନ ପାରା…
Read More...
Read More...
ଶୁବମନଙ୍କ ଅର୍ଦ୍ଧଶତକ ଦେଖି ଝୁମି ଉଠିଲେ ସାରା
ଗତ କାଲି ଭାରତ ଏବଂ ବାଂଲାଦେଶ ମଧ୍ୟରେ ବିଶ୍ୱକପ ୨୦୨୩ ମ୍ୟାଚ ଦେଥିବାକୁ ମିଳିଥିଲା । ଏହି ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି । ମ୍ୟାଚ ଦେଖିବା ପାଇଁ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଷ୍ଟାଡିୟମରେ ପହଞ୍ଚିଥିଲେ । ମ୍ୟାଚ ଦେଖିବା ପାଇଁ ସଚିନ ତେନ୍ଦୁଲକରଙ୍କ ଝିଅ…
Read More...
Read More...
ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚମ୍ପିୟନ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କାଉନସିଲ୍ ଦ୍ଵାରା ପ୍ରଯୋଜିତ ଆନ୍ତ ମହାବିଦ୍ୟାଳୟ ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି I ଏଲ୍. ଏନ୍.ସାହୁ ମହାବିଦ୍ୟାଳୟ,ଜଗତପୁର ପରିସରରେ ଅନୁଷ୍ଠିତ ଏହି ଭଲିବଲ୍…
Read More...
Read More...