Browsing Category
ଖେଳ
ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ
କଟକ: ଆଜି ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) କଟକରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ୩୪ତମ ରାଷ୍ଟୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଯାପିତ ହୋଇଯାଇଛି। ଉଦଯାପନି କାର୍ଯ୍ୟକ୍ରମରେ କିଟ୍ ଡିମଡ୍ ବିଶ୍ବବିଦ୍ୟାଳୟ ଭୁବନେଶ୍ଵରର ଡିନ୍ ଡ.ସଞ୍ଜୟ କୁମାର ପଣ୍ଡା…
Read More...
Read More...
ଶୀଘ୍ର ଟିମ୍ ଇଣ୍ଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ! ଚାଲିଛି ନେଟ୍ ପ୍ରାକ୍ଟିସ
ମୁମ୍ବାଇ: ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି, କାରଣ ସେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଆକାରରେ ଭାରତର ବିଜୟରେ ସର୍ବାଧିକ ଯୋଗଦାନ ଦେଇପାରିବେ। ଖେଳୁଥିବା ପ୍ଲେଇଙ୍ଗ ୧୧ରେ ତାଙ୍କର ଉପସ୍ଥିତି ସହିତ ଦଳର ସନ୍ତୁଳନ ବହୁତ ଭଲ ହୋଇଯାଏ । ଏହି ବିଶ୍ୱକପ୍ର…
Read More...
Read More...
ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା
ମୁମ୍ବାଇ: ନିକଟରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ପାକିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନର ବିଜୟ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିଲା। ସେହିଭଳି ଏକ ଭିଡିଓରେ ଦାବି କରାଯାଇଛି ଯେ ପାକିସ୍ତାନ ଉପରେ ବିଜୟ ପରେ ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କୁ ଭାରତୀୟ ଶିଳ୍ପପତି…
Read More...
Read More...
ସେମିଫାଇନାଲରୁ ୪ ଟିମ୍ ବାହାର, ବିଶ୍ୱକପ ଦୌଡ଼ରେ ଏବେ ୬ ଟିମ୍
ବିଶ୍ୱକପ ୨୦୨୩ ବର୍ତ୍ତମାନ ଧୀରେ ଧୀରେ ସେମିଫାଇନାଲ ଆଡକୁ ଗତି କରୁଛି। କିଛି ଦଳ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ପାଇଁ ନିଜର ସ୍ଥିତିକୁ ମଜବୁତ କରୁଥିବାବେଳେ କେତେକ ଦଳ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି ଏବଂ ସେମିଫାଇନାଲରେ ପ୍ରବେଶ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ…
Read More...
Read More...
ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ
ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ କୁ ହରାଇ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଚଳିତ ବିଶ୍ୱକପରେ ଭାରତୀୟ ଟିମ ଡ୍ରେସିଂ ରୁମରେଏକ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହି ଟ୍ରେଣ୍ଡ ଅନୁସାରେ ମ୍ୟାଚ୍ ପରେ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ଶ୍ରେଷ୍ଠ ଫିଲଡର ମେଡାଲ…
Read More...
Read More...
ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ
ଭୁବନେଶ୍ୱର: ଜାତୀୟ କ୍ରୀଡାରେ ସଫଳତା ପାଇଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ । ଏହି ସଫଳତା ପାଇଁ ୨୩ ଲକ୍ଷ ଟଙ୍କା ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରତି ଯୋଗିତାରେ ୪ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ପ୍ରଣତୀ। ଜାତୀୟ କ୍ରୀଡ଼ାରେ…
Read More...
Read More...
ଟିମ ଇଣ୍ଡିଆକୁ ଝଟକା , ଶ୍ରୀଲଙ୍କା ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଚଳିତ ବିଶ୍ୱକପରେ ଭାରତୀୟ ଟିମ ଭଲ ପ୍ରଦର୍ଶନ କରୁଛି । ଭାରତ ଏକ ମାତ୍ର ଟିମ ଯିଏ ଏବେ ଯାଏଁ କୌଣସି ମ୍ୟାଚ ହାରିନାହିଁ । ଭାରତ ଏବେ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଆସନ୍ତାକାଲି ଖେଳିଯିବାକୁ ରହିଥିବା ବେଳେ ହାର୍ଦ୍ଦିକ ଏହି ମ୍ୟାଚରୁ ବାଦ୍…
Read More...
Read More...
ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ 19ବର୍ଷରୁ କମ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା
ଭବାନୀପାଟଣା : ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ 19ବର୍ଷରୁ କମ ବୟସର ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି I ସଂଘର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଅଛି।ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ…
Read More...
Read More...
ପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ
ଚୀନ୍ର ହାଙ୍ଗ୍ଝୌରେ ଚାଲିଥିବା ‘ଏସିଆନ୍ ପାରା ଗେମ୍ସ୍ ୨୦୨୩ରେ ଆଜି ଭାରତର ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧,…
Read More...
Read More...
ବାବର ଆଜାମଙ୍କ ସହ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଶାହିନ୍ ଶାହା ଆଫ୍ରିଦି ;କହିଲେ ବିଶ୍ୱକପ ଆମର
ମୁମ୍ବାଇ: ଶାହିନ୍ ଶାହା ଆଫ୍ରିଦି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବିଶ୍ୱକପ ଜିତିବାର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ବାସ୍ତବରେ ପାକିସ୍ତାନ କ୍ରିକେଟ୍ ଦଳ ଏହି ବିଶ୍ୱକପ୍ରେ ଏପର୍ୟ୍ୟନ୍ତ ବହୁତ ଖରାପ ପ୍ରଦର୍ଶନ କରିଛି। ସେମାନେ ନେଦରଲ୍ୟାଣ୍ଡ…
Read More...
Read More...