Browsing Category

ଖେଳ

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

ମୁମ୍ବାଇ : ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା | ବିଶ୍ୱକପରେ ଅନେକ ଖେଳାଳି ନିଜ ନିଜର ସ୍ୱତନ୍ତ୍ର ରେକର୍ଡ ଜାହିର କରିଚାଲିଛନ୍ତି । କିନ୍ତୁ ହିଟମ୍ୟାନଙ୍କ ହିଟ ଫର୍ମରେ ରହିଛି ସ୍ୱତନ୍ତ୍ର ରେକର୍ଡ । ତାଙ୍କ ବଷ୍ଫୋରକ ଛକାର ବର୍ଷା ପୁରା ଷ୍ଟାଡିୟମକୁ କରିଦିଏ ଉଷ୍ମ ।…
Read More...

‘ଅରୁଣ ଜେଟଲୀ ଷ୍ଟାଡିୟମ’ରେ ବାଂଲାଦେଶ ଓ ଶ୍ରୀଲଙ୍କା ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀର ‘ଅରୁଣ ଜେଟଲୀ ଷ୍ଟାଡିୟମ’ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଛି ଟକ୍କର । କିକ୍ରେଟ ବିଶ୍ୱକପ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ତେବେ ବ୍ୟାଟିଙ୍ଗ ଯାରି ରଖିଛି ଶ୍ରୀଲଙ୍କା ଦଳ । ତେବେ ସୂଚନା…
Read More...

ନିଜକୁ ଜନ୍ମ ଦିନର ଭେଟି : ୪୯ତମ ଦିନିକିଆ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ କୋହଲି

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ  ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଗତକାଲି ଇଡେନ ଗାର୍ଡେନରେ  ବିରାଟଙ୍କ ‘ବିରାଟ’ ଇନିଂସ ଦେଖିବାକୁ ମିଳିଛି। ଦିନିକିଆରେ ଶତକ ହାସଲ କରିବାରେ…
Read More...

ଦକ୍ଷିଣ ଆଫ୍ରିକା ୨୪୩ ରନ୍‌‌ରେ ପରାସ୍ତ କଲା ଭାରତ

ଇଡେନ୍‌ରେ ଟେବୁଲ୍‌ ଟପ୍ପରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ ଥିଲା। ଫାଇନାଲ୍ ପୂର୍ବରୁ ଏହା ଡ୍ରେସ୍ ରିହରସାଲ୍‌ ସଦୃଶ ରହିବ ବୋଲି ଅନେକ କ୍ରିକେଟ୍ ବିଶାରଦ କହୁଥିଲେ। କିନ୍ତୁ ଭାରତର ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକାର ଚର୍ଚ୍ଚିତ ବ୍ୟାଟିଂ ଫିକା ପଡ଼ିଗଲା। ବିରାଟ କୋହଲିଙ୍କ…
Read More...

ବିଶ୍ୱକପ ପାଇଁ ହାର୍ଦ୍ଦିକଙ୍କ ବଦଳରେ ପ୍ରସିଦ୍ଧ କୃଷ୍ଣା କାହିଁକି ପାଇଲେ ସୁଯୋଗ?

ମୁମ୍ବାଇ: ବିଶ୍ୱକପ ମଝିରେ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବାଂଲାଦେଶ ମ୍ୟାଚ୍ ସମୟରେ ଗୋଡରେ ଆଘାତ ଲାଗିଥିବାରୁ ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ତିନୋଟି ମ୍ୟାଚ୍ ଖେଳିବାରେ ସକ୍ଷମ ହୋଇନଥିଲେ। ବର୍ତ୍ତମାନ ତାଙ୍କୁ ବିଶ୍ୱକପ ଦଳରୁ ବାଦ…
Read More...

ବିଶାଳ ଟାର୍ଗେଟ ପଥରେ ନ୍ୟୁଜିଲାଣ୍ଡ

ବେଙ୍ଗାଲୁରୁ : ବିଶ୍ୱକପ୍‌ ୨୦୨୩ । ଜୋରଦାର ହେଉଛି ସେମି ଲଢେଇ । ଆଜି ବେଙ୍ଗାଲୁରୁର ‘ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌’ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଲଢେଇ | ‘ଟସ୍‌’ ଜିଣି ପାକିସ୍ତାନ ଟିମ୍‌ର ଅଧିନାୟକ ବାବର୍‌ ଆଜମ ନିଉଜିଲାଣ୍ଡ୍‌ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ…
Read More...

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ : ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଚଳିତ ବିଶ୍ବକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା ବିଶ୍ବକପ୍‌ରୁ ବାଦ୍‌ ପଡିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ପାଣ୍ଡ୍ୟାଙ୍କ ଗୋଇଠିରେ ଆଘାତ…
Read More...

ବିଜୟ ସହ ସେମି ଦୌଡ଼ରେ ଆଫଗାନିସ୍ତାନ

ମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶା ୭ ୱିକେଟରେ ହରାଇଲା । ଆଫଗାନିସ୍ତାନ ଶୁକ୍ରବାର ଇକାନା ଷ୍ଟାଡିୟମରେ ବିଶ୍ୱକପର ୩୪ ତମ ମୁକାବିଲାରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ । ନେଦରଲାଣ୍ଡ ଓ ଅ।ଫଗାନିସ୍ତାନ ଟସ୍ ଜିତି ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନକୁ ୧୮୦ ରନ୍ ଟାର୍ଗେଟ୍…
Read More...

ଭାରତ ଜିତିବା ପରେ ଏଭଳି କିଛି ଫଟୋ ସେୟାର କଲେ ଅନୁଷ୍କା

ମୁମ୍ବାଇ: ଚଳିତ ବିଶ୍ବକପରେ ଗୁରୁବାର ଶ୍ରୀଲଙ୍କାକୁ ୩୦୨ ରନରେ ପରାସ୍ତ କରି ବିଶ୍ବକପ୍ ଇତିହାସରେ ଭାରତ ନିଜର ସର୍ବବୃହତ୍ ବିଜୟ (ରନ୍ ବ୍ୟବଧାନ) ସହ ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ବ୍ୟାଟର୍ ମାନଙ୍କ ଏକାଗ୍ରତା ଓ ଅସାଧାରଣ ଖେଳର ପରିଚୟ ଦେଇ ପ୍ରତିପକ୍ଷ ତଥା ପଡ଼ୋଶୀ ଶ୍ରୀଲଙ୍କାକୁ…
Read More...

ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ

ମୁମ୍ବାଇ : ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ । ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରି ନମ୍ବର ୱାନ୍ ବୋଲର ହୋଇଛନ୍ତି ମହମ୍ମଦ ଶାମି। ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକାକୀ ୫ଟି ୱିକେଟ୍ ହାସଲ…
Read More...