Browsing Category

ଖେଳ

ବିଶ୍ୱକପ ୨୦୨୩ :ସେମି ପାଇଁ ଲଢିବେ ଶ୍ରୀଲଙ୍କା – ନ୍ୟୁଜିଲାଣ୍ଡ

ବେଙ୍ଗାଲୁରୁ : ସେମିରେ ନିଜର ସ୍ଥାନ ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଳଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳର ଦୌଡରେ ଏବେ ରହିଛି ନ୍ୟିୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ଥା ଦଳ ନିର୍ଦ୍ଧାରିତ ହେବ…
Read More...

ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ? ତାକୁ ନେଇ କ୍ରିକେଟ ଲଭରଙ୍କ ମଧ୍ୟରେ ଜୋର ଧରିଛି ଚର୍ଚ୍ଚା । ସେମି ଫାଇନାଲରେ ଭାରତ ସହ ପାକିସ୍ତାନ ମ୍ୟାଚ ହେଲେ ରୋଚକ ହୋଇଯିବ ବିଶ୍ୱକପ । ଏଭଳି କିଛି ଚର୍ଚ୍ଚା କରୁଛନ୍ତି ଫ୍ୟାନ୍ସ । ଏହି ଦୁଇ ପାରମ୍ପରିକ ଦଳକୁ ନେଇ…
Read More...

ଆଇସିସି ଦିନିକିଆ ରାଙ୍କିଙ୍ଗ : ଗିଲ ନମ୍ବର ୱାନ ବ୍ୟାଟର, ସିରାଜ ନମ୍ବର ୱାନ ବୋଲର

ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଭାରତ ଦମଦାର ଫର୍ମରେ ଅଛି । ଭାର ଏ ପର୍ଯ୍ୟନ୍ତ ୮ ଟି ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛି । ଭାରତ ଏବେ ବିଶ୍ୱକପ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି । ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି ।ଏହି ସବୁ ଭିତରେ ଭାରତକୁ ମିଳିଛି ଏକ ବଡ ଖୁସି ଖବର…
Read More...

ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଏସିଆନ୍ ଚମ୍ପିଆନ୍ସ ଟ୍ରଫି ଓ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିଥିବାରୁ ମାନ୍ୟତାରେ ଉନ୍ନତି ଘଟିଛି। ଏବେ ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନ ହାସଲ କରିଛି ଭାରତ। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ମହିଳା ଦଳର ମାନ୍ୟତାଅଷ୍ଟମ ସ୍ଥାନରେ ଥିଲା ।…
Read More...

ପୁଣେରେ ମୁହାଁମୁହିଁ ହେବେ ଇଂଲଣ୍ଡ – ନେଦରଲାଣ୍ଡ

ପୁଣେ: ବିଶ୍ୱକପ୍‌ ୨୦୨୩ । ଚଳିତ ବିଶ୍ୱକପ୍‌ରେ ବୁଧବାର ଦିନ ଖେଳାଯିବ ୪୦ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନେଦରଲାଣ୍ଡସ୍‌ । ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌ । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୭ଟା ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟି ମ୍ୟାଚ୍‌ରେ ପରାଜୟ…
Read More...

ନାନୋଇଙ୍କୁ ରୌପ୍ୟ, ରୋଜି, ଅର୍ଶୀଙ୍କୁ କାଂସ୍ୟ

ଭୁବନେଶ୍ୱର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ମଙ୍ଗଳବାର ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୪୮ରେ (୯ ସ୍ବର୍ଣ୍ଣ, ୧୪ ରୌପ୍ୟ, ୨୫ କାଂସ୍ୟ) ପହଞ୍ଚିଛି। ଏହି ୩ଟି ଯାକ ପଦକ କାନୋଇଂରୁ ଆସିଛି। କାନୋଇଂ…
Read More...

ବିଶ୍ୱକପରେ ପ୍ରଥମ ଶତକ ମାରିଥିବା ଖେଳାଳି ହେଲେ ଜାରଦାନ

ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଇବ୍ରାହିମ୍ ଜାରଦାନ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଇବ୍ରାହିମ ଜାରଦାନ  ୧୩୧ ବଲରେ ଶତକ ଛୁଇଁଥିଲେ। ଏହିପରି ଇବ୍ରାହିମ୍ ଜାରଦାନ  ଇତିହାସ ସୃଷ୍ଟି କରିଛନ୍ତି । ବାସ୍ତବରେ ଇବ୍ରାହିମ ଜାଦ୍ରାନ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ…
Read More...

ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଲକ୍ଷରେ ଅଷ୍ଟ୍ରେଲିଆ

ୱାଙ୍ଖଡେ : ୱାଙ୍ଖଡେ ଠାରେ ବିଶ୍ୱକପ କ୍ରିକେଟରେ ଚାଲିଛି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର । ଟସ ଜିତି ଆଫଗାନିସ୍ତାନ ବ୍ୟାଙ୍ଗ କରୁଥିବା ବେଳେ ଅଷ୍ଟେଲିଆ ବୋଲିଙ୍ଗ କରୁଛି । ଏହି ମ୍ୟାଚ୍କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ।…
Read More...

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ!

କଟକ : ଚଳିତ ବିଶ୍ବକପ୍‌ରେ ବାରବାଟୀ ଷ୍ଟାଡିୟମକୁ ଗୋଟିଏ ବି ମ୍ୟାଚ୍ ମିଳି ନଥିବାରୁ ନିରାଶ ହୋଇଥିବା ଓଡ଼ିଶାର କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପୁଣି ଥରେ ଖୁସି ଖବର ଆଣିବାକୁ ଉଦ୍ୟମ କରୁଛି। ଏଥିପାଇଁ ଓସିଏ ପ୍ରଥମେ ବାରବାଟୀ ପିଚ୍‌କୁ ପ୍ରସ୍ତୁତ କରିଛି।…
Read More...

ଅନୁଷ୍କାଙ୍କ ଗୀତରେ ବିରାଟ କୋହଲିଙ୍କ ଡ୍ୟାନ୍ସ ; ଜିତିଲେ ଫ୍ୟାନ୍ସଙ୍କ ମନ

ବିରାଟଙ୍କ ଜନ୍ମଦିନରେ ଶତକ ମାରି ନିଜ ସହ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ବିରାଟ କାଲି ଶତକ ମାରି ସଚିନଙ୍କ ସମକକ୍ଷ ହୋଇଛନ୍ତି । ବିରାଟ ଶତକ ମାରିବା ପରେ ତାଙ୍କୁ ବିଭିନ୍ନ ମହଲରୁ । ଶୁଭେଚ୍ଛା ବାର୍ତ୍ତା ଆସିଛି । ଏହି ଶବୁ ଭିତରେ ଅନୁଷ୍କା ମଧ୍ୟ ପୋଷ୍ଟ ସେୟାର କରି ଖୁସି ଜାହିର…
Read More...