Browsing Category

ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା , BCCI ଜାରି କଲା ମେଡିକାଲ ରିପୋର୍ଟ

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ଗତ କାଲି ହୋଇଥିବା ବାଂଲାଦେଶ ଏବଂ ଭାରତ ମ୍ୟାଚରେ ହାର୍ଦ୍ଦିକ ଆହତ ହୋଇଛନ୍ତି । ଫଳରେ ବିସିସିଆଇ ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ଜାରି କରିଛି । ବିସିସିଆଇ ଆହୁରି କହିଛନ୍ତି ଯେ ହାର୍ଦ୍ଦିକ ଧର୍ମଶାଳା ଖେଳାଯିବାକୁ…
Read More...

୮ ବର୍ଷ ପରେ ବୋଲିଂ କଲେ କୋହଲି

ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ବୋଲିଂ କରିଥିଲେ। ପାଣ୍ଡ୍ୟାଙ୍କ ଓଭରର ଅବଶିଷ୍ଟ ତିନିଟି ବଲ୍…
Read More...

ପାକିସ୍ତାନୀ ଦଳର ଚିନ୍ତା ବଢ଼ାଇ ଦେଇଛି ଜ୍ୱର ଏବଂ ଶାରିରୀକ ଆଘାତ

ମୁମ୍ବାଇ: ପାକିସ୍ତାନ କ୍ରିକେଟ୍ ଦଳକୁ ୨୦ ଅକ୍ଟୋବର, ବେଙ୍ଗାଲୁରୁର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପର ପରବର୍ତ୍ତୀ (ଚତୁର୍ଥ) ମ୍ୟାଚ୍ ଖେଳିବାକୁ ପଡିବ। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ବାବର ସେନାର କିଛି ଖେଳାଳି ଜ୍ୱର ଏବଂ ଆଘାତରେ ପୀଡିତ, ଯାହା ଦଳ ପାଇଁ ଆଦୌ…
Read More...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କିଏ ପାଇବ ସୁଯୋଗ?

ମୁମ୍ବାଇ: ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, କାରଣ ସେ ନୂଆ ବଲ୍ର ବୋଲିଂ ଖୋଲିପାରିବେ ଏବଂ ନିମ୍ନ କ୍ରମରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ଆବଶ୍ୟକ ସମୟରେ ମଧ୍ୟ ଧର୍ୟ୍ୟର ସହ ବ୍ୟାଟିଂ କରିପାରିବେ। ବାଂଲାଦେଶ…
Read More...

ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ବକପ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି ମ୍ୟାଚ୍। ପୁଣେରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏହା ଭିତରେ ଏକ ବଡ଼ ଚିନ୍ତା ଲାଗିବା ଭଳି ଖବର ସାମନାକୁ ଆସିଛି । ଟସ୍ ଜିତିବା ପରେ ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରୁବାବେଳେ ଭାରତୀୟ ଦଳ ଏକ ବଡ଼…
Read More...

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪

ପାରଳାଖେମୁଣ୍ଡି: ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪ପ୍ରତିଯୋଗିତାରେ ଗଜପତି ଜିଲ୍ଲାର (୧୭ବର୍ଷରୁ କମ ବାଳକ)  ସଫଳତା ହାସଲ କରି ଉପବିଜେତା (ରନର୍ସଅପ) ହୋଇଛନ୍ତି। ଏହି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ସରକାରୀ କୁଇନ ଓଫ ଦା ଉଚବିଦ୍ୟାଳୟ ବ୍ରହ୍ମପୁର ଠାରେ…
Read More...

ବେପରୁଆ ଗାଡ଼ି ଚାଳନା ପାଇଁ ରୋହିତଙ୍କୁ ନିନ୍ଦା, କଟିଲା ୩ଟି ଚାଲାଣ

ଟିମ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମା ହେଲେ ଦଣ୍ଡିତ । ଦ୍ରୁତ ଗତିରେ ଗାଡ଼ି ଚଲାଇ ଫାଇନ କାଟିଲେ ହିଟ୍ ମ୍ୟାନ । ମୁମ୍ବାଇ – ପୁନେ ଏକ୍ସପ୍ରେସ ହାଇୱେରେ ନିର୍ଦ୍ଧାରିତ ସ୍ପିଡରୁ ଅଧିକ ସ୍ପିଡ ଗାଡ଼ି ଚଲାଇ କଟିଛି ଚାଲାଣ । କେବଳ ଗୋଟିଏ ଯାଗାରେ ନୁହେଁ, ଭିନ୍ନ ଭିନ୍ନ ଜାଗାରେ ରୋହିତ…
Read More...

ପିପିଲି ଗୁଳିମାଡ଼ ଘଟଣା ଧରାପଡିଲେ ୩ ଜଣ

ପୁରୀ: ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ଼, ଫେରାର ଥିବା ୩ ଦୁର୍ବୃତ୍ତ ଗିରଫ | ନିମାପଡ଼ା ଅରିଷଣ୍ଢ ଡଗରାସାହି ଗହିରରୁ ଧରାପଡିଲେ ୩ ଦୁର୍ବୃତ୍ତ | ଗାଡ଼ି ଛାଡ଼ି ଫେରାର ଉଦ୍ୟମ ବେଳେ ଧରିଲା ପୋଲିସ | ଗ୍ରାମବାସୀଙ୍କ ସହଯୋଗରେ ଗିରଫ କରିଛି ପୋଲିସ । ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ବଚସା ପରେ…
Read More...

ଅମିତାଭ ବଚ୍ଚନଙ୍କୁ ଭେଟିଲେ ମହେନ୍ଦ୍ର ସିଂ ଧୋନି; ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି । ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀର ଫଟୋକୁ ବହୁତ ପସନ୍ଦ କରିଛନ୍ତି । ଏହି ଫଟୋରେ…
Read More...

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ପୁଣି ଥରେ ଛାଡପତ୍ରକୁ ନେଇ ମୁହଁ ଖୋଲିଛନ୍ତି । ସାନିଆଙ୍କ ଛାଡପତ୍ର ସୋଏବଙ୍କ ସହିତ ହୋଇଥିବା ଚର୍ଚ୍ଚା ହେବା ପରେ ସେସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସାନଆ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି , ଯଦି ସତ ହୋଇଥାନ୍ତା, ତେବେ ମୋତେ କୌଣସି ଫରକ ପଡିଥାନ୍ତା…
Read More...