Browsing Category
ବିଜ୍ଞାନ
ମିଳିଲା ବିକ୍ରମର ଚିତ୍ର, ଆମେ ସଫଳ ହେବୁ: ଶିବନ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ ମିଶନରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠ ଛୁଇଁବାର ମାତ୍ର ୨.୧ କିଲୋମିଟର ପୂର୍ବରୁ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହାକୁ ନେଇ ଗତକାଲି କେତେକାଂଶରେ ଭାରତବାସୀ ଆହତ ହୋଇଥିଲେ । କିନ୍ତୁ ଆଜି ଇସ୍ରୋ ଅଧ୍ୟକ୍ଷ କେ ଶିବନ…
Read More...
Read More...
ଲୁନାର୍ ପୋଲାର୍ ଏକ୍ସପ୍ଲୋରେସନ୍ ପାଇଁ ଜାପାନ ସହ ଇସ୍ରୋ ରାଜିନାମା କରିବ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରୟାନ-୨ରେ ଆଂଶିକ ତ୍ରୁଟିରେ ଥମିଯାଇ ନାହିଁ ଭାରତୀୟ ମହାକାଶ କେନ୍ଦ୍ର (ଇସ୍ରୋ) । ଇସ୍ରୋ ଏବେ‘ଲୁନାର୍ ପୋଲାର୍ ଏକ୍ସପ୍ଲୋରେସନ୍’ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିନେଇ ‘ଇସ୍ରୋ’ ଜାପାନର ଜାପାନ ଏରୋସ୍ପେସ୍ ଏଜେନ୍ସି’ (ଜାକ୍ସା) ସହ…
Read More...
Read More...
ଇସ୍ରୋର ଚନ୍ଦ୍ରୟାନ-୨ ମିଶନକୁ ନାସାର ଭୁରିଭୁରି ପ୍ରଶଂସା
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବାର ୨.୧ କିଲୋମିଟର ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସଂପର୍କ ଚ୍ଛିନ୍ନ ହୋଇଥିଲା । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକମାନେ ହତୋତ୍ସାହିତ ହୋଇ ପଡିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକଙ୍କ…
Read More...
Read More...
ଚନ୍ଦ୍ରାୟନ ୨ ଅବତରଣକୁ ମୋଦିଙ୍କ ସହ ଦେଖିବେ ୨ ଓଡିଆ ଛାତ୍ରଛାତ୍ରୀ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ ୨ ଆସନ୍ତା ୭ତାରିଖ ରାତି ୧ଟା ୫୫ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରାୟନ-୨ର ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୬୦ଜଣ ଛାତ୍ରଛାତ୍ରୀଙ୍କ ସହିତ ମିଶି ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଇସ୍ରୋର ବେଙ୍ଗାଲୁରୁସ୍ଥିତ…
Read More...
Read More...
ଚନ୍ଦ୍ରାୟନ-୨ ଚନ୍ଦ୍ରର ୪ର୍ଥ କକ୍ଷରେ ପହଂଚିଲା
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶୁକ୍ରବାର ଚନ୍ଦ୍ରାୟନ-୨ ଚନ୍ଦ୍ରର ଚତୁର୍ଥ କକ୍ଷରେ ସଫଳତାର ସହ ଅବସ୍ଥାପିତ ହୋଇଛି । ଶୁକ୍ରବାର ସଂଧ୍ୟାରେ ଚନ୍ଦ୍ରାୟନ-୨ ଆଉ ଏକ ସଫଳତା ହାସଲ କରିଥିବା ନେଇ ସୂଚନା ଦେଇଛି ଇସ୍ରୋ । ସେଠାରେ ପ୍ରଥମେ ଚନ୍ଦ୍ରଯାନରେ ଲାଗିଥିବା ଇଂଜିନକୁ ମାତ୍ର ୧୯ ମିନିଟ ୨୦…
Read More...
Read More...
ଗଗନଯାନ ଅଭିଯାନରେ ଋଷ ସହଯୋଗ କରିବାକୁ ଆଗ୍ରହୀ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତର ଗଗନଯାନ ଅଭିଯାନ ପାଇଁ ସହଯୋଗ ହାତ ବଢାଇଛି ଋଷ । ୨୦୨୨ରେ ଗଗନଯାନ ଅଭିଯାନରେ ମହାକାଶକୁ ୩-୪ ଜଣ ମହାକାଶଚାରୀ ପଠାଇବାକୁ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣାକୁ ରୂପ ଦେବାକୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ…
Read More...
Read More...
ଚନ୍ଦ୍ରର ତୃତୀୟ କକ୍ଷରେ ଚନ୍ଦ୍ରାୟନ-୨
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ସକାଳୁ ଚନ୍ଦ୍ରାୟନ-୨ ସଫଳତାର ଆଉ ଏକ ପାହାଚ ଚଢିଛି । ସକାଳ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଞ୍ଚିଛି ଚନ୍ଦ୍ରାୟନ-୨ । ଆସନ୍ତା ଦୁଇ ଦିନ ଧରି ଚନ୍ଦ୍ରଯାନ-୨ ଏହି କକ୍ଷପଥରେ ବୁଲିବ। ଅଗଷ୍ଟ ୩୦ ତାରିଖରେ ଚତୁର୍ଥ କକ୍ଷପଥରେ ଏହି ମହାକାଶଯାନ…
Read More...
Read More...
ଚନ୍ଦ୍ରାୟନ-୨ ଚନ୍ଦ୍ର ପୃଷ୍ଠରେ ସଫଳତା ସହ ପରିକ୍ରମା କରିଛି
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରାୟନ-୨ କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି । ଚନ୍ଦ୍ରାୟନ-୨ ଆଜି ସକାଳ ୯ଟା୨ ମିନିଟ୍ରେ ଚନ୍ଦ୍ରପୃଷ୍ଟର କକ୍ଷ ପଥକୁ ପ୍ରବେଶ କରିବା ପରେ ପରିକ୍ରମ ଆରମ୍ଭ କରିଥିବା ସୂଚନା ମିଳିଛି ।
୨ ଚନ୍ଦ୍ରପୃଷ୍ଠର…
Read More...
Read More...
ସ୍ୱାମୀଙ୍କ ମୃତ୍ୟୁର ୧୦ ବର୍ଷ ପରେ ତାଙ୍କ ଔରଷରୁ ମହିଳାଙ୍କ ସନ୍ତାନ ଲାଭ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନାରୀ ଓ ପୁରୁଷଙ୍କ ସଂଯୋଗରେ ସନ୍ତାନ ଜନ୍ମ ହୋଇଥାନ୍ତି । କିନ୍ତୁ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁର ୧୦ ବର୍ଷ ପରେ ସ୍ୱାମୀଙ୍କଠାରୁ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଏହା ଅବିଶ୍ୱନୀୟ ହେଲେ ମଧ୍ୟ ସତ୍ୟ । ବ୍ରିଟେନର କାର୍ନୱାଲର ଏଞ୍ଜିଲିନ ଜେମ୍ସଙ୍କ ସ୍ୱାମୀ…
Read More...
Read More...
ସେପ୍ଟେମ୍ବର ୭: ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରାୟନ-୨
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୨ ସେପ୍ଟେମ୍ବର ୭ ତାରିଖରେ ଅବତରଣ କରିବାକୁ ଯାଉଛି । ଶନିବାର, ଏପରି ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ।
ଇସ୍ରୋର ଆନୁଷ୍ଠାନିକ ଟୁଇଟର୍ ହ୍ୟାଣ୍ଡଲ୍ ପୋଷ୍ଟ୍ରୁ ମେସେଜ ଆସିଛି,…
Read More...
Read More...