Browsing Category

ରାଜନୀତି

କଂଗ୍ରେସକୁ କଡା ସମାଲୋଚନା କଲେ ଆଇନ ମନ୍ତ୍ରୀ

କଂଗ୍ରେସକୁ କଡା ଭାଷାରେ ସମଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ । ଧ୍ବଂସ ଆଡକୁ ଯାଉଛି କଂଗ୍ରେସ । ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି । କଂଗ୍ରେସ ପକ୍ଷଘାତର ଶିକାର ହୋଇଛି । ଚାଲୁ…
Read More...

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର

ଭୁବନେଶ୍ୱର;ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶିଳ ହେବେ ନାହିଁ। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ମାଗିବେନି ବୋଲି ସ୍ପଷ୍ଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।…
Read More...

ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : କେରଳର ୱାୟନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ଗୃହ କାର‌୍ୟ୍ୟ ଆରମ୍ଭ ହେବା ପରେ ହାତରେ ସମ୍ବିଧାନର ଏକ କପି ଧରି ସେ ଶପଥ ପାଠ କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା…
Read More...

ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର

ଭୁବନେଶ୍ୱର:  ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର ।  ଜବରଦଖଲ କାରୀ ଙ୍କ ନିକଟରୁ ସରକାରଙ୍କ ଖାତା ଫେରିଲା ଜବରଦଖଲରେ ଥିବା ଜମି । ଦୁଇ ମାସ ମଧ୍ୟରେ ୫୫,୨୯୩ ଏକର ୩୦୭ ଡିସିମିଲ ଜମି ଜବରଦଖଲକାରୀ ଙ୍କ ନିକଟରୁ ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୩,୪୮୦ ଏକର ୫୨୫…
Read More...

ଭୂତ ଖାଉଥିଲେ ୧ ଲକ୍ଷ ୭୭ ହଜାର ରାସନ ଚାଉଳ

ଭୁବନେଶ୍ୱର;ଭୂତ ଖାଉଥିଲେ ରାସନ ଚାଉଳ । ଭୂତ ଖାଉଥିଲେ ୧ ଲକ୍ଷ ୭୭ ହଜାର ରାସନ ଚାଉଳ ।ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ ।ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର ।E-KYC   ପ୍ରକ୍ରିୟାରୁ ଚିହ୍ନଟ ହୋଇଛନ୍ତି ମୃତ ହିତାଧିକାରୀ । ରାଜ୍ୟରେ…
Read More...

୫୮ ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରଖିଛନ୍ତି

ଭୁବନେଶ୍ୱର(ବିଧାନସଭା);- ରାଜ୍ୟ ବିଧାନସଭା ଶୀତାକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ପ୍ରଶ୍ନକାଳରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ସୂଚନା ଦେଇଛନ୍ତି ଯେ, ୫୮ ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରଖିଛନ୍ତି। ଏନେଇ କାର୍ୟ୍ୟ ଚାଲିଛି ଜ୍ଝ ଆବଶ୍ୟକ…
Read More...

ଆନା ତାବନଙ୍କ ସହ ମଲଡୋଭାଙ୍କ ଶିକ୍ଷା ଓ ଅନୁସନ୍ଧାନ ମନ୍ତ୍ରୀ ଶ୍ରୀ ଡାନ ପର୍ସିଅନଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା…

ନୂଆଦିଲ୍ଲୀ: ଆମ ଦେଶର HEI ମଧ୍ୟରେ ଏକାଡେମିକ୍ ଏବଂ ଅନୁସନ୍ଧାନ ସହଯୋଗକୁ ସୁଗମ କରିବା ସହିତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଉପରେ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ | ଆହୁରି ମଧ୍ୟ, NEP 2020 ଉପରେ ଆନ୍ତରିକତା ଏବଂ ଭାରତର ଶିକ୍ଷାକୁ ଆନ୍ତର୍ଜାତୀୟକରଣ ପାଇଁ ପ୍ରୟାସ ହୋଇଛି  | ଆଜି…
Read More...

ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସୁନୀତା କେଜ୍ରିୱାଲଙ୍କୁ…

ଦିଲ୍ଲୀ;ଆଜି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଜାତୀୟ ସମ୍ମିଳନୀକାରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲ ଜୀ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସୁନୀତା କେଜ୍ରିୱାଲଙ୍କୁ ଭେଟି 28 ନଭେମ୍ବରରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ ଶପଥ ନେବାକୁଥିବା ନୂଆ ମୁଖ୍ୟମନ୍ତ୍ରୀ…
Read More...

ଝାଡଖଣ୍ଡର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କୁ  ନିମନ୍ତ୍ରଣ 

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପ୍ରକ୍ରିୟା ତୀବ୍ର ହୋଇଛି।  ସୂଚନା ମୁତାବକ, ନୂଆ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର 28 ରେ ଆୟୋଜିତ ହେବାକୁ ଯାଉଛି।  …
Read More...

୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର: ଅତିରିକ୍ତ ବଜେଟ୍ ଉପସ୍ଥାପିତ । ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍ । ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ । ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି । ଉଇଚୠ ମୁତୟନ ପାଇଁ ୨୯୯କୋଟି ଟଙ୍କା ବ୍ୟୟବରାଦ । ପୋଲିସ ଷ୍ଟେସନ ଓ…
Read More...