Browsing Category

ରାଜନୀତି

ସଞ୍ଜୀବନୀ ଯୋଜନା : ୬୦ ରୁ ଅଧିକ ବୟସର ବୟସ୍କ ନାଗରିକଙ୍କୁ ମାଗଣା ଚିକିତ୍ସା

 ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ଘୋଷଣା କଲେ ବଡ ଯୋଜନା । ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସଞ୍ଜିବନୀ ଯୋଜନା ଘୋଷଣା କରିଛନ୍ତି ।  ଯେଉଁଥିରେ ୬୦ ରୁ ଅଧିକ ବୟସର ବୟସ୍କ ନାଗରିକଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ଲକ୍ଷ୍ୟ ରଖିଥିବା ସ୍ୱାସ୍ଥ୍ୟସେବା…
Read More...

୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱାର : ଗରୁବାରଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ କାଲିଠୁ ୨୧ ଯାଏ ରାଜସ୍ଥାନରେ ରହିବେ। ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ GST ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହାସହ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ବଙ୍କୁ…
Read More...

ଜାନୁୟାରୀରେ ୨ ଥର ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ଭୁବନେଶ୍ୱର: ଜାନୁୟାରୀରେ ୨ ଥର ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ପ୍ରବାସୀ ଭାରତୀୟ ଦିବସରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ଜାନୁୟାରୀ ୮,୯ଓ ୧୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ପ୍ରବାସୀ…
Read More...

ୱାନ ନେସନ ୱାନ ଇଲେକ୍ସନକୁ ନେଇ ଶାସକ ବିରୋଧି ମହାବିର୍ତକ

ଲୋକସଭାରେ ୱାନ ନେସନ ୱାନ ଇଲେକ୍ସନ ବିଲ୍ ଆଗତ କରିବାକୁ ୨୬୯ ଭୋଟ୍ ଦିଆଯାଇଥିଲା। ଏହା ବିରୋଧରେ ୧୯୮ ଭୋଟ୍ ଦିଆଯାଇଥିଲା । ଏହା ସହିତ ଜେପିସି କମିଟିକୁ ଏହି ବିଲ୍ ପଠାଯାଇଛି। ବିଧାନସଭାରେ ବିଲକୁ ବିରୋଧୀମାନେ ତୀବ୍ର ଆପତ୍ତି ଜଣାଇଛନ୍ତି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତା ଏହି ବିଲକୁ…
Read More...

ୱାନ ନେସନ୍ ୱାନ ଇଲେକସନ୍ ବିଲ୍ ଲୋକସଭାବେ ଆଗତ

ନୂଆଦିଲ୍ଲୀ:   ଆଜି କେନ୍ଦ୍ର ସରକାର ଲୋକ ସଭାରେ ୱାନ ନେସନ୍ ୱାନ ଇଲେକସନ୍ ବିଲ୍ ଲୋକସଭାବେ ଆଗତ କରିଛନ୍ତି। ଏହି ବିଲ୍କୁ କଂଗ୍ରେସ, ଟିଏମ୍ସି, ସମାଜବାଦୀ ପାର୍ଟି ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ଏକ ଦେଶ, ଏକ  ନିର୍ବାଚନ’ ବିଲ୍‌ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏକ…
Read More...

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର । ଓଡିଆରେ ଶପଥ ନେଲେ ବିଜେପି ସାଂସଦ ସୁଜିତ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କଲେ ସୁଜିତ କୁମାର । ଗତ ୧୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିବଲା ଶେଷ ତାରିଖ । ଆଉ…
Read More...

କୋରାପୁଟ, କଟକ, ଯାଜପୁର ଜିଲ୍ଲା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଅନେକ ସରପଂଚ, ସମିତ୍ୟ ସଭ୍ୟ ବିଜେପିରେ ସାମିଲ

ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ…
Read More...

ଦିଲ୍ଲୀ କ୍ୟାବିନେଟ୍ ରେ ପାରିତ ହୋଇଛି ମହିଳା ସମ୍ମାନ ଯୋଜନା: ମହିଳାଙ୍କୁ ମିଳିବ ମାସିକ ୧୨୦୦ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ୍‌ରେ ପାରିତ ହୋଇଛି ମହିଳା ସମ୍ମାନ ଯୋଜନା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଦଳ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲ ଯୋଜନାର ଘୋଷଣା କରିଛନ୍ତି। ଯୋଜନା ଅନୁଯାୟୀ, ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଦିଲ୍ଲୀର ପୂର୍ବତନ…
Read More...

ବିଧାନସଭା ଶେଷହେବା ପରେ ନବୀନ ନିବାସରେ ପହଞ୍ଚିଲେ ବିଧାୟକ

ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ବିଧାନସଭା ଶେଷହେବା ପରେ ନବୀନ ନିବାସରେ ପହଞ୍ଚିଲେ ବିଧାୟକ । ସଂଗଠନ ଦୃଢ କରିବା ନେଇ  ଗୁରୁତ୍ୱପୂର୍ଣ୍ ଆଲୋଚନା କରାଯିବ । ବିଧାୟକଙ୍କ ସହ ଆଲୋଚନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
Read More...

କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି ଶୀତ ଅଧିବେଶନ

ଭୁବନେଶ୍ୱର: ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି ଶୀତ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିଲା କାର୍ଯ୍ୟକାଳ  । ୩୦ ଟି କାର୍ଯ୍ୟ ଦିବସରୁ ୧୨ ଟି କାର୍ଯ୍ୟ ଦିବସ ଚାଲିଲା ବିଧାନସଭା ।  ହେଲେ ୧୬ଟି କାର୍ଯ୍ୟଦିବସ ପୂର୍ବରୁ ଗୃହକୁ ମୁଲତବି ଘୋଷଣା…
Read More...