Browsing Category

ରାଜନୀତି

ରାତି ୨ଟାରୁ ବିଶାଲ ଦାସଙ୍କୁ ଛତିଶଗଡରେ ଅଟକ

ଭୁବନେଶ୍ୱର: ବିଶାଲ ଦାସ ଅଟକ । ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି । କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ଵିଶାଲ ଦାସ । ରାତି…
Read More...

ରାଗିଲେ ଓମାର ଅବଦୁଲ୍ଲା, ଇଣ୍ଡିଆ ମେଣ୍ଟ କୁ ନେଇ କହିଲେ ଏପରି..

ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ତେବେ ମିଳିତ ମଞ୍ଚର କିଛି ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ଜେଡିୟୁ ବିଜେପି ସହିତ ଏନଡିଏରେ ଯୋଗ ଦେଇଥିଲା। ଏହା ବ୍ୟତୀତ ଲୋକସଭା ନିର୍ବାଚନରେ ମଧ୍ୟ ରାଜ୍ୟର ଦଳ କଂଗ୍ରେସଠାରୁ ଦୂରେଇ ରହିଥିଲେ। କେବଳ…
Read More...

ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କରୁଛନ୍ତ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ  ସାମିଲ ହେଲେ ମୋଦି । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟ ଏକ୍ସପ୍ରେସ  ଜନତା ମଇଦାନରୁ ଭିସିରେ ଶୁଭାରମ୍ଭ କଲେ ମୋଦି  ।  ଏଥିସହ ୫ଟି ପ୍ରଦର୍ଶନୀକୁ ଉଦଘାଟନ କରିବେ ଓ ଷ୍ଟଲ ବୁଲିବେ…
Read More...

୫ ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର; ସବୁ ମାମଲାରେ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ । ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ । ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ । ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ ।  କାଲି ୨ଟି  ଆଜି ୩ଟି ମାମଲାରୁ…
Read More...

ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ : ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଘୋଷଣା କଲେ  ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଗୋଟିଏ ପଯ୍ୟାୟରେ ହେବ ମତଦାନ । ଫେବୃଆରୀ ୮ ତାରିଖରେ ଗଣତି ହେବ । ଜାନୁଆରୀ ୧୦ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ନାମାଙ୍କନ ଦାଖଲ ଶେଷ ହେବ ।…
Read More...

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଦିନ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ ହେବ । ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଦିଲ୍ଲୀରେ ଗୋଟିଏ ପଯ୍ୟାୟରେ  ହୋଇପାରେ ନିର୍ବାଚନ ।  ଫେବୃଆରୀ ୨୩ରେ ସରୁଛି  ଦିଲ୍ଲୀ ବିଧାନସଭା କାଯ୍ୟକାଳ ।…
Read More...

ଦରବୃଦ୍ଧି ବିରୋଧରେ ଭୁବନେଶ୍ୱର ରେ ବିଜେଡି ର ବିଶାଳ ବିକ୍ଷୋଭ

ଭୁବନେଶ୍ୱର : ଜୟ ଜଗନ୍ନାଥ , ସମସ୍ତଙ୍କୁ ନମସ୍କାର ଓ ଜୁହାର ବନ୍ଧୁ ଗଣ , ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରା ରେ  ଆପଣ ମାନେ ସାରା ଓଡିଶା ରୁ  ଏତେ ଶୀତ ରେ ଭୁବନେଶ୍ୱର ଆସିଛନ୍ତି ।  ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଜୁନ ମାସ ରେ ବିଜେପି ସରକାର ଗଠନ ହେଲା ।  ସାତ ମାସ ହୋଇଗଲା ।…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପ: ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ସମ୍ବିତ୍

ନୂଆଦିଲ୍ଲୀ : ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଥିପାଇଁ ବହୁ ଚର୍ଚ୍ଚା , ଆଲୋଚନା , ସମାଲୋଚନା ପରେ ଆଜି ପରିଶେଷରେ ନିଜର ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ୨୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଆଉ ଏଥିରେ କେଜ୍ରିୱାଲଙ୍କ ବିପକ୍ଷରେ ପୂର୍ବତନ ଲୋକସଭା…
Read More...

ପ୍ରାର୍ଥୀ ଘୋଷଣା କରିଛି ବିଜେପି: କେଜ୍ରି ୱାଲଙ୍କ ବିରୋଧରେ  ପରଭେଶ ବର୍ମାଙ୍କୁ ଟିକେଟ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପଯ୍ୟାୟରେ ୨୯ ଜଣଙ୍କ ନାଁ ଘୋଷଣା ହୋଇଛି ।  ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ…
Read More...

୨୦ରୁ ଶ୍ରୀମନ୍ଦିରରେ  ଧାଡି ଦର୍ଶନ ହେବ : ମନ୍ତ୍ରୀ

ପୁରୀ : ୨୦ରୁ ଶ୍ରୀମନ୍ଦିରରେ  ଧାଡି ଦର୍ଶନ ହେବ ।  ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ । ଭିଡକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ସରକାର । ଭିନ୍ନକ୍ଷମ ଓ ବୟସ୍କ ଭକ୍ତମାନଙ୍କ ପାଇଁ ଖୁବଶୀଧ୍ର ପଦକ୍ଷେପ ନିଆଯିବ । ମାର୍କେଟ ଛକ ପଯ୍ୟନ୍ତ  ଧାଡି ବ୍ୟବସ୍ଥା…
Read More...