Browsing Category

ରାଜନୀତି

ବନ୍ଦ ହେବ ଯାତ୍ରାରେ ପରିବେଷଣ ହେଉଥିବା ଅଶ୍ଲୀଳତା ନୃତ୍ୟ: ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର : ଯାତ୍ରାରେ ଚାଲିଥିବା ଅଶ୍ଲୀଳତା ନୃତ୍ୟ ଯୋଗୁଁ ସମାଜ ଉପରେ ପଡୁଛି କୁପ୍ରଭାବ । ପଥଭ୍ରଷ୍ଟ ହେଉଛନ୍ତି ଯୁବ ସମାଜ । ବନ୍ଦ ହେବ ଯାତ୍ରାରେ ପରିବେଷଣ ହେଉଥିବା ଅଶ୍ଲୀଳତା ନୃତ୍ୟ ।  ଆଉ ଚାଲିବନି ଅଶ୍ଲୀଳ ନୃତ୍ୟ  । କାରଣ ଏପରି ନୃତ୍ୟକୁ ବନ୍ଦ କରିବାକୁ  ଅଣ୍ଟା ଭିଡିଛନ୍ତି …
Read More...

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪…

ଭୁବନେଶ୍ୱ: ବିଧାନସଭା ରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉତ୍ତର। ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହାଜର ୬୭ ଜଣ ଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇ ଥିବା ବେଳେ ବିଗତ ପାଞ୍ଚ ବର୍ଷ ରେ ନିଯୁକ୍ତି…
Read More...

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ୍ ସରକାର ।  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ । ଶପଥ ପାଠ କରାଇଲେ ରାଜ୍ୟପାଳ । ମହାବିଜୟର ୧୨ ଦିନ ପରେ ଫଡନାବିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏକନାଥ ସିନ୍ଦେ ଏବଂ ଅଜିତ ପାୱର ଉପ ମୁଖ୍ୟମନ୍ତ୍ରୀ…
Read More...

ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ଗୋ ହତ୍ୟା ରୋକିବାକୁ ପଦକ୍ଷେପ ସ୍ୱାଗତ ଯୋଗ୍ୟ । ମାତ୍ର ଗୋ ମାଂସ କିଏ ଚାଲାଣ କରୁଛି ଚିହ୍ନଟ କରାଯାଉ । କୋଉ ଦଳର ଲୋକ ଗୋ ଚାଲାଣ କରି ମାଂସ ବିକୁଛନ୍ତି , ଚିହ୍ନଟ କରାଯାଉ ।…
Read More...

ଅନ୍ୟ ରାଜ୍ୟ ସହିତ ଭଲ ସମ୍ପର୍କ ରଖିବା ଦରକାର : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର:  ମନ୍ତ୍ରୀ ଲୋକଙ୍କ କଥା ବୁଝିବାକୁ ନାରାଜ |ସେ କହୁଛନ୍ତି ଆମେ କଣ ଭିକ ମାଗିବୁ | ଭିକ ମାଗିଲେ କଣ ଦିଅନ୍ତି, ଆଳୁ କଣ କିଏ ମାଗଣା ଦବ | ଯେଉଁ ରାଜ୍ୟ ରୁ ଆଳୁ ଆଣିବେ ପଇସା ଦେଇକି ଆଣିବେ | ଅନ୍ୟ ରାଜ୍ୟ ସହିତ ଭଲ ସମ୍ପର୍କ ରଖିବା ଦରକାର | କୋଡିନେସନ ମନ୍ତ୍ରୀ ରଖି…
Read More...

ରାଜନୀତିରୁ ସନ୍ନ୍ୟାସ ନେଲେ ବାଚସ୍ପତି ରାମ ନିବାସ ଗୋୟଲ

ନୂଆଦିଲ୍ଲୀ: ନିର୍ବାଚନ ଠିକ୍‌ ପୂର୍ବରୁ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ରାମ ନିବାସ ଗୋଏଲ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି। ଅରବିନ୍ଦ…
Read More...

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଥିବା ବିଧାନସଭାରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ । ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ…
Read More...

୩ ବର୍ଷରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ : ସୁରେଶ ପୂଜାରୀ

 ଭୁବନେଶ୍ୱର: ବିଗତ ୩ ବର୍ଷ ରେ ବ୍ରଜପାତ ନେଲାଣି ୧୦୫୭ ଜୀବନ । କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ । ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ । ୨୦୨୨-୨୩ ରେ ମଧ୍ୟ ୩୦୬ ଜଣ ଙ୍କ ଜୀବନ ନେଇଥିଲା ବଜ୍ରପାତ । ବଜ୍ରପାତ ଦ୍ୱାରା ସର୍ବାଧିକ ଲୋକ ମୟୁରଭଞ୍ଜ, ବାଲେଶ୍ଵର ଗଞ୍ଜାମ…
Read More...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟି

ଭୁବନେଶ୍ୱର: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ | କୃତିମ ଅଭାବ ତିଆରି କରାଗଲା | ସରକାରକୁ ବଦନାମ କରିବାକୁ | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ |ଏବେ ପୁଣି ରାଜି ହେଲେ ଦେବାକୁ | କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ | ମାର୍କେଟରେ ପରିମାଣ…
Read More...

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଭୂସଂସ୍କାର ଆଇନ 1960 ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି | ଏହିଭଳି 654 ମାମଲା ବିଚାରାଧୀନ ଅଛି, କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ…
Read More...