Browsing Category

ରାଜନୀତି

ଯେଉଁ ଗାଁରେ ବିଦ୍ୟୁତ ନାହିଁ, ସେଠି ଅଧିକ କିରୋସିନ ଦେବା ନେଇ ତର୍ଜମା କରାଯିବ : ମନ୍ତ୍ରୀ କୃଷ୍ଣ ପାତ୍ର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଯୋଜନାରେ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ପାଇଁ 4944 କିଲୋ ଲିଟର କିରୋସିନ ବଣ୍ଟନ କରିଛନ୍ତି | ଏଥିରେ 96 ଲକ୍ଷ 38 ହଜାର 103 ଜଣ କାର୍ଡ ଧାରୀଙ୍କୁ ଅଧ ଲିଟର ଲେଖା କିରୋସିନ ଦିଆଯାଇଛି |  ବର୍ତମାନ 57 ରୁ 59 ଟଙ୍କା ରହିଛି କିରୋସିନ ଦର | କାରଣ…
Read More...

୧୪ ପୂର୍ବତନ ବିଧାୟକ ଛାଡିନାହାନ୍ତି ସରକାରୀ କ୍ୱାଟର

ଭୁବନେଶ୍ୱର; ପୂର୍ବତନ ବିଧାୟକ ଛାଡିନାହାନ୍ତି କ୍ୱାଟର । ୧୪ ପୂର୍ବତନ ବିଧାୟକ ଛାଡିନାହାନ୍ତି ସରକାରୀ କ୍ୱାଟର । ବିଧନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ଜଣ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ରହିବାକୁ କରିଛନ୍ତି ଆବେଦନ । ଜୟନ୍ତ ଷଡଙ୍ଗୀ ଓ ସନ୍ତୋଷ ସିଂ ସାଲୁଜା ଆବେଦନ…
Read More...

ରାଜ୍ୟରେ ରହିଛି ୨୯୫ ଟି ଫାଣ୍ଡି: ଆଇନ ମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ରହିଛି ୨୯୫ଟି ଫାଣ୍ଡି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହକୁ ଅବଗତ କଲେ ଆଇନ ମନ୍ତ୍ରୀ । ରାଜ୍ୟରେ ୨୯୫ ଟି ଫାଣ୍ଡିରୁ ୧୨୨ ଟି ସହରାଞ୍ଚଳ ଫାଣ୍ଡି ରହିଛି। ୬୮୫ ପୋଲିସ ଥାନା ଓ ୧୩୯ ବିଟ ହାଉସ ଅଛି । ନୂଆ ଥାନା ଗଠନ ପାଇଁ ୯ ଟି ମାନ ଦଣ୍ଡ ରହିଛି । ଗୋଟିଏ ଦିନ ଗୃହ…
Read More...

ଓଡିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରୀୟ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟିର ମଞ୍ଜୁରୀ

ଭୁବନେଶ୍ବର : ଓଡିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରୀୟ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…
Read More...

ରାଜ୍ୟରେ ବଢୁଛି ମଦ ବିକ୍ରି : ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ

ଭୁବନେଶ୍ୱର:   ରାଜ୍ୟରେ ବଢୁଛି ମଦ ବିକ୍ରି । ଗତ ବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି। ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ…
Read More...

ରାଜ୍ୟସଭା ଉପ ନିର୍ବାଚନ ପାଇଁ  ପ୍ରାଥୀ ଚୟନ କରୁଛନ୍ତି ଦଳ

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ପାଇଁ ଦୁଇ ସେଟ୍ ପ୍ରାଥୀପତ୍ର ବର୍ତ୍ତମାନ ସୁଦ୍ଧା କିଣାଯାଇଛି। ସୁଜିତ କୁମାରଙ୍କ ସ୍ଥାନରେ ହେବକୁ ଯାଉଛି ଇଲେକ୍ସନ। ସେଥିପାଇଁ ପ୍ରାଥୀ ଚୟନ କରୁଛନ୍ତି ଦଳ। ବିଶେଷ କରି ଏହି ଆସନକୁ ଦଖଲ କରିପାରେ ବିଜେପି।ପୂର୍ବରୁ ବି ମମତା ମହନ୍ତଙ୍କୁ ହାତେଇଛି ଦଳ।
Read More...

ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ଆଜି ସୁରୁଖୁରୁରେ ଚାଲିପାରୁନାହିଁ  ବିଧାନ ସଭା ।  ଏନେଇ ବାଚସ୍ପତି ସୁରମା ପାଢୀ ପୁଣି ୪ଟା ଯାଏ ଗୃହ ମୁଲତବି କରାଯାଇଛି । ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା କରିଛି ।  ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିଜେଡିର ହୋହାଲ୍ଲା ପରେ ଗୃହକୁ ମୁଲତବି…
Read More...

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ଗୃହ ମୁଲତବି

ଭୁବନେଶ୍ୱର:ଚାଲିପାରୁନି ଗୃହ, ଆଜିବି ସାଢେ ୧୧ ଟା ପର୍ଯ୍ୟନ୍ତ ଗୃହ ମୁଲତବି । ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧି । ଏନେଇ ବାଚସ୍ପତ୍ତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । କାଲି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଟ୍ଟଗୋଳ…
Read More...

ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ

ଭୁବନେଶ୍ୱର: ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ । ଆଗତ କରି ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ…
Read More...

ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭିଙ୍କ ବେଞ୍ଚରୁ ମିଳିଲା ଟଙ୍କା ବିଡା

ଭୁବନେଶ୍ୱର : ସଂସଦ ଶୀତ ଅଧିବେଶନରେ ଆଜି ଚକିତ କଲା ପରି ଘଟଣା ସାମ୍ନାକୁ ଆସିଛି । ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭିଙ୍କ ବେଞ୍ଚରୁ ମିଳିଲା ଟଙ୍କା ବିଡା । ଚେକିଂ ବେଳେ ଟଙ୍କା ବିଡା ମିଳିଥିବା ସୂଚନା । ଏହାକୁ ନେଇ ଉଦବେଗ ପ୍ରକାଣ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ…
Read More...