Browsing Category

ରାଜନୀତି

କିଏ ହେବ ଉପରାଷ୍ଟ୍ରପତି, ରାଜନୈତିକ କରିଡରରେ ଚର୍ଚ୍ଚା

ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ, ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ 9 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ତଥାପି, ଏପର୍ଯ୍ୟନ୍ତ କୌଣସି ମେଣ୍ଟ ଏଥିପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।…
Read More...

ବାଦ୍ ପଡିବେ ହାରୁନେତା ଓ ଜିଲ୍ଲା ସଭାପତି !

ରାଜ୍ୟ ସଭାପତି ଚୟନ ପରେ, ଏବେ ରାଜ୍ୟ ବିଜେପି ତା‘ର ବିଭିନ୍ନ ସରକାରୀ ନିଗମ, ସଂସ୍ଥା ଆଦିରେ ନିଯୁକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଉ ଏହାରି ଭିତରେ ଏମିତି ଏକ ଖବର ଶୁଣିବାକୁ ମିଳୁଛି, ଯାହା ବିଧାନସଭା ନିର୍ବାଚନରେ ହାରିଥିବା ନେତା ଓ ଜିଲ୍ଲା ସଭାପତି ମାନଙ୍କର ଚିନ୍ତା ବଢାଇ…
Read More...

ମହୁଆ-ପିନାକୀଙ୍କ ରିସେପ୍ସନ ପାର୍ଟିରେ ଯୋଗ ଦେଲେ ବିଭିନ୍ନ ଦଳର ନେତା

ଟିଏମସି ଲୋକସଭା ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସାଂସଦ ପିନାକୀ ମିଶ୍ର ସେମାନଙ୍କ ବିବାହର କିଛି ମାସ ପରେ ମଙ୍ଗଳବାର ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ରଙ୍କ ସ୍ୱାଗତ ଉତ୍ସବରେ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଯୋଗ…
Read More...

କାମ ନାହିଁ ତ ଚାକିରୀ ନାହିଁ

ଆଉ ଚାଲିବନି ମନ ମାନି | ଅପାରଗ ଓ ଅଯୋଗ୍ୟ ବାବୁଙ୍କୁ ପଡିବ ମୋହନ ଛାଟ | ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର । କେଉଁ ବିଭାଗରେ କେତେ ଅଛନ୍ତି ଅପାରଗ ବାବୁ । ଆଉ କେତେଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର | ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି…
Read More...

ଟ୍ରମ୍ପ କହିଲେ, ବୟାନ୍ ଭାରି ପଡିବ

ବଢୁଛି ବିବାଦ । ମୁହାଁ ମୁହିଁ ହେଲେଣି ୨ ଶକ୍ତିଶାଳୀ ଦେଶ, ଋଷ ଓ ଆମେରିକା । ପୁଟ୍ଟିନଙ୍କ ସହଯୋଗୀ ମେଦ୍ ଭେଦଙ୍କ କଥାରେ, ରାଗିଗଲେ ଆମରିକା ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପ । ଯାହାପରେ ତୁରନ୍ତ ନିର୍ଦ୍ଦେଶ ଦେଇ, ଋଷ ସୀମାରେ ୨ଟି ପରମାଣୁ ବୁଡା ଜାହାଜ ମୁତୟନ କରିଛନ୍ତି ଟ୍ରମ୍ପ। ସୂଚନା…
Read More...

ଅମିତ ଶାହ ଅଧିକ ସମୟ କେନ୍ଦ୍ର ଗୃହମନ୍ତ୍ରୀ, ପଛରେ ପଡିଲେ ଲାଲକୃଷ୍ଣ ଆଡଭାନି…

ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ହେବାରେ ରେକର୍ଡ କଲେ ଅମିତ ଶାହ । ପଛରେ ପଡିଲେ ଲାଲକୃଷ୍ଣ ଆଡଭାନି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଏନଡିଏ ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ । ଏହି ସମୟରେ ମୋଦି ଅମିତ ଶାହଙ୍କୁ ଭାରି ପ୍ରଶଂସା କରିଥିଲେ ।…
Read More...

ଏନଡିଏ ସଂସଦୀୟ ଦଳ ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଏନଡିଏ ସଂସଦୀୟ ଦଳ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଏବଂ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି ଏନଡିଏ ବୈଠକ ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା।…
Read More...

CBIରୁ କ୍ଲିନ୍ ଚିଟ୍ ପାଇବା ପରେ ବିଜେପିକୁ ଟାର୍ଗେଟ କଲା AAP

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ସିବିଆଇ ମାମଲାରେ କ୍ଲିନ୍ ଚିଟ୍ ମିଳିଛି। ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ନମିଳିବାରୁ ସିବିଆଇ ମାମଲାକୁ ବନ୍ଦ କରିଦେଇଛି। ଏହି ଖବର ଆସିବା ମାତ୍ରେ ଆମ ଆଦମୀ ପାର୍ଟି ବିଜେପି ଉପରେ ଆକ୍ରମଣ…
Read More...

ବିରୋଧୀଙ୍କ ଇସ୍ତଫା ଦାବିରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର :- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିରୋଧୀ ଦଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତା’ହେଲେ ମୁଁ ଶହେ ଥର ଇସ୍ତଫା ଦେବାକୁ…
Read More...

ରାଜ୍ୟବ୍ୟାପୀ ଯାତ୍ରାରେ ସରକାରଙ୍କ ପର୍ଦ୍ଦାଫାସ୍ କରିବ ବିରୋଧୀ

ଆଗାମୀ କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜ ମିଶନରେ ଆଗକୁ ମାଡିଚାଲିଛନ୍ତି । ବିରୋଧୀ ଦଳଗୁଡ଼ିକ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତିରେ ବ୍ୟସ୍ତ। ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱରେ…
Read More...