Browsing Category
ଓଡିଶା
ଚଳିତ ମାସ ୧୯ ତାରଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା
ଚଳିତ ମାସ ୧୯ ତାରଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ତୃଟିଶୁନ୍ୟ କରିବା ଉପରେ ଅଧିକ ଗୁରୁତ୍ତ୍ୱ ଦେଉଛି । ବିଶେଷ କରି ପ୍ରଶ୍ନପତ୍ର ଯେଭଳି ଲିକ ନ ହୁଏ ତାହା ଉପରେ ଅଧିକ ଗୁରୁତ୍ତ୍ୱ ପ୍ରଦାନ କରୁଛି । ଏଥିପାଇଁ…
Read More...
Read More...
ରାଜ୍ୟରେ ସାଂଘାତିକ ସ୍ଥିତିରେ କ୍ୟାନସର୍ ପ୍ରାଦୁର୍ଭାବ
ରାଜ୍ୟରେ ସାଂଘାତିକ ସ୍ଥିତିରେ କ୍ୟାନସର୍ ପ୍ରାଦୁର୍ଭାବ । ବିଶ୍ୱ କର୍କଟ ଦିବସରେ ସାମ୍ନାକୁ ଆସିଲା ଓଡ଼ିଶାର ଉଦବେଗଜନକ ଚିତ୍ର । ବର୍ଷକୁ ଚିହ୍ନଟ ହେଉଛନ୍ତି ହାରାହାରି ୫୫ ହଜାର ନୂଆ ରୋଗୀ। ଏବେ ଗାଁ ଗାଁ ବୁଲି ସଚେତନ କରିବେ ଏସଏଚଜି। ରାଜ୍ୟରେ ଡ଼ାଇଗନୋସିସ ପରେ ୬୦ ପ୍ରତିଶତ ଅର୍ଥାତ…
Read More...
Read More...
ଏଣିକି ୨୪ ଘଣ୍ଟିଆ ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା
ଏଣିକି ୨୪ ଘଣ୍ଟିଆ ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା । ଜମିଜମା ବାବଦ ସେବା ପାଇଁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି । ହ୍ବାଟ୍ସ ଆପ୍ରେ ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ସମୟ ସୀମା…
Read More...
Read More...
ମା ହିଙ୍ଗୁଳା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ।
ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗ ପୁରାରେ ଅବସ୍ଥିତ ମା ହିଙ୍ଗୁଳା ଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ପ୍ରଥମେ ଅସ୍ଥାୟୀ ମନ୍ଦିରରେ ମା ପୂଜା ପାଉଥିବାବେଳେ ସମୟ କ୍ରମେ ଆଜି ଏକ ଭବ୍ୟ ମନ୍ଦିର ଶାଳ ଜଙ୍ଗଲ ମଧ୍ୟରେ ମା ପୂଜା ପାଉଛନ୍ତି କ୍ଷ ଏଠାରେ ପ୍ରତେକ…
Read More...
Read More...
ଅଙ୍ଗାରବନ୍ଧ ମହିମା ଧାମରେ ୧୬୩ତମ ମାଘ ମେଳା ଓ ଆନ୍ତର୍ଜାତୀୟ ମହିମା ମହୋତ୍ସବ ଉଦଯାପିତ
ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ମହିମା ଧାମରେ ୧୬୩ତମ ମାଘ ମେଳା ଓ ଆନ୍ତର୍ଜାତୀୟ ମହିମା ମହୋତ୍ସବ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ଚତୁର୍ଦ୍ଦଶୀରେ ହଜାର ହଜାର ଭକ୍ତଙ୍କ ସମାଗମ ସହ ଦ୍ଵିତୀୟ ଦିନଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚାଲିଛି । ଆଜିର ଶେଷ ସଂନ୍ଧ୍ୟା ରେ…
Read More...
Read More...
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଟାଟା ପାୱାର କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗ୍ରାହକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଟାଟା ପାୱାର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ । ସେ ମାଲକାନଗିରି ଟିପିଏସଓଡିଏଲ ବିଭାଗରେ କାର୍ଯ୍ୟରତ ଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କ ସହଯୋଗୀ ଭଞ୍ଜକିଶୋର ସ୍ବାଇଁଙ୍କୁ…
Read More...
Read More...
20 ଲକ୍ଷ ଟଙ୍କାର ଧଳାଜହର ଜବତ : 2 ଗିରଫ , ବାଇକ୍ ଜବତ
ଧଳାଜହରକୁ ଚିନି ପୁଡିଆ ନାଁରେ ଯୁବବର୍ଗଙ୍କୁ ବାଣ୍ଟୁଥିଲେ, ବାଣ୍ଟିବା ବେଳେ ଧରାପଡିଲେ 2 ଧଳାଜହର ବ୍ୟବସାୟୀ । ଗ୍ରାହକ ବେଶରେ ଗଲେ, ଚିନି ପୁଡିଆ କିଣିଲେ ଆଉ ସେତିକିବେଳେ 2 ଜଣଙ୍କୁ ଧରିଲେ । ସେମାନଙ୍କ ଠାରୁ 20 ଲକ୍ଷ ଟଙ୍କାର ଧଳାଜହର ଜବତ କରିବା ସହିତ ଗୋଟିଏ ବାଇକ୍ ଜବତ କରିଛି ଟାଙ୍ଗୀ…
Read More...
Read More...
ଆନ୍ତର୍ଜାତିକ ନାଟକ ମହୋତ୍ସବ ଉଦଘାଟିତ
ପାରାଦୀପ:- ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆ ଦିଲ୍ଲୀ, ପାରାଦୀପ ବନ୍ଦର ଓ କାନମାସ୍ ପାରାଦୀପର ମିଳିତ ଆନୁକୁଲ୍ୟରେ ପାରାଦୀପର ଜୟଦେବ ସଦନ ଠାରେ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ହୋଇଯାଇଛି । କାନମାସର ଉପଦେଷ୍ଟା କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ସଭାପତିରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ…
Read More...
Read More...
ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ ସମୂର୍ଣ୍ଣତା ଅଭିଯାନ ଅନୁଷ୍ଠିତ
ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ ସମୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ…
Read More...
Read More...
ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା
ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା । ଲଘୁ ଖଣିଜ ଉପରେ ବଢ଼ିଲା 'ଅତିରିକ୍ତ ଶୁଳ୍କ। ରାଜ୍ୟରେ ବେଆଇନ ଖଣି ଖନନ ଉପରେ ରୋକ ଲଗାଇବା ଏବଂ ରାଜସ୍ୱ ବୃଦ୍ଧି ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ, ରାଜ୍ୟ ସରକାର…
Read More...
Read More...