Browsing Category

ଓଡିଶା

ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ

ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ l ଏହି ଫ୍ଲାୱାର ସୋ ରେ ୪୮ ରୁ ଉର୍ଦ୍ଧ୍ୱ ପ୍ରଜାତିର ଫୁଲ ସହିତ ବିଭିନ୍ନ ପ୍ରକାର ର ପନିପରିବା ସାମିଲ ହୋଇଛି l ପାରାଦୀପ ଅଫିସର୍ସ କ୍ଳବ ପରିସରରେ ବନ୍ଦର ତରଫରୁ ଆୟୋଜିତ ଏହି ଫ୍ଲାୱାର ସୋ କୁ ଉଦଘାଟନ କରିଥିଲେ ବନ୍ଦର…
Read More...

ଆଳି-କନିକା ଠିକାଦାର ସଙ୍ଘ ପକ୍ଷରୁ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡା ଜିଲ୍ଲା ଆଳିରେ ଗୁରୁବାର ଦିନ ଆଳି ବହୁମୁଖୀ ଆଶ୍ରୟ ସ୍ଥଳୀ ପରିସରରେ ଆଳି କନିକା ଠିକାଦାର ସଙ୍ଘ ପକ୍ଷରୁ ଏକ ବୈଠକ  ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାରଙ୍କ ପକ୍ଷରୁ ଏବେ ଟେଣ୍ଡର ପ୍ରକ୍ରିୟାରେ ଯେଉଁ ନୂଆ ନିୟମ କରା ଯାଇଛି ସେହି ନିୟମରେ ଯଦି କାର୍ଯ୍ୟ କରାଯାଏ ତେବେ…
Read More...

ସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ

ସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ, ଉପକୃତ ହେବେ ସଂରକ୍ଷିତ ବର୍ଗ । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ଧରଣର ଆଇନଗତ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ‘ ଓଡ଼ିଶା ରାଜ୍ୟ…
Read More...

ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଡିଜିଟାଲ ଜନଗଣନା, ଏପ୍ରିଲ ସୁଦ୍ଧା ଘର ଗଣନା ସମାପ୍ତ ଲକ୍ଷ୍ୟ

କଟକ: କଟକ ଜିଲ୍ଲାରେ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା (House Listing) କାର୍ଯ୍ୟ କରାଯାଇ ଏପ୍ରିଲ ମାସ ସୁଦ୍ଧା ଏହା ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଘର ଗଣନା ପରେ ମୁଖ୍ୟ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏଥର…
Read More...

ହ୍ୱାଟସଆପ୍‌ରେ ମିଳିବ ରାଜସ୍ବ ସେବା: ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସଆପ୍ ବଟ’ ଉନ୍ମୋଚନ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ରାଜସ୍ବ ସେବାକୁ ଆହୁରି ସହଜ ଓ ସୁଲଭ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ରାଜସ୍ବ ସେବା। ଏଥିପାଇଁ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସଆପ୍ ବଟ’ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…
Read More...

ଭାରତ–ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ବଡ଼ ଫାଇଦା, ସାମୁଦ୍ରିକ ଖାଦ୍ୟ ଓ ହସ୍ତତନ୍ତ ରପ୍ତାନି ବଢ଼ିବ:…

ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ବଡ଼ ମାପରେ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗୁରୁବାର ଏକ୍ସ (X) ମାଧ୍ୟମରେ ସେ ଏହି ସୂଚନା ଦେଇ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି ଏହି ଚୁକ୍ତି ଯୋଗୁ ଏକ…
Read More...

ଓଡ଼ିଶାରେ ବଡ଼ IAS ଅଦଳବଦଳ, ବହୁ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ୱର: ଓଡ଼ିଶା ସରକାର ଆଇଏଏସ (IAS) ସ୍ତରରେ ବଡ଼ ପ୍ରମାଣର ଅଦଳବଦଳ କରିଛନ୍ତି। ଏହି ପ୍ରଶାସନିକ ପରିବର୍ତ୍ତନରେ ରାଜ୍ୟର ଅନେକ ବରିଷ୍ଠ ଅଧିକାରୀଙ୍କ ବିଭାଗ ଓ ଦାୟିତ୍ବରେ ପରିବର୍ତ୍ତନ ଆଣାଯାଇଛି। ଏହି ନିଯୁକ୍ତିରେ ବର୍ତ୍ତମାନ ଉନ୍ନୟନ କମିଶନର ଥିବା ଦେଓ ରଞ୍ଜନ କୁମାର ସିଂଙ୍କୁ…
Read More...

ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

କଟକ: ଜାତୀୟ ପ୍ରତୀକର ଅପବ୍ୟବହାର ଓ ତ୍ରୁଟିପୂର୍ଣ୍ଣ ବ୍ୟବହାର ରୋକିବା ପାଇଁ ହାଇକୋର୍ଟ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମ୍ପର୍କରେ ଦାଖଲ ହୋଇଥିବା ଜନହିତ ମାମଲା (PIL) ଉପରେ ଶୁଣାଣି କରି ହାଇକୋର୍ଟ ଏକ ଶୃଙ୍ଖଳାବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ…
Read More...

ସଂଶୋଧନ ହେବ ରାଜ୍ୟର ୭ ଜିଲ୍ଲା ଓ ୨୪ ସ୍ଥାନର ଇଂରାଜୀ ନାମ , ରାଜସ୍ବ ବିଭାଗର ବିଜ୍ଞପ୍ତି

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନନାମ ଓଡ଼ିଆ ଓ ଇଂରାଜୀରେ ଭିନ୍ନ-ଭିନ୍ନ ଭାବେ ଲେଖାଯାଉଥିବାରୁ ଏହାକୁ ସଂଶୋଧନ କରି ଏକରୂପ କରିବା ପାଇଁ ରାଜସ୍ବ ବିଭାଗ ପଦକ୍ଷେପ ନେଇଛି। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ବିଭାଗ ଓ…
Read More...

ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି

ସଚିବ ସ୍ତରରେ ବଡ଼ ଧରଣ ର ଅଦଳ ବଦଳ । ଦେଓ ରଞ୍ଜନ କୁମାର ସିଂ ଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ୱ ।ବର୍ତ୍ତମାନ ଉନ୍ନୟନ କମିଶନର ଅଛନ୍ତି ଦେଓ ରଞ୍ଜନ ସିଂ । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ୱ ।ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଦାୟିତ୍ୱ ରେ ମଧ୍ୟ…
Read More...