Browsing Category
ଓଡିଶା
ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ଅଣ୍ଡାର ମୂଲ୍ୟ ୫ଟଙ୍କା ରୁ ୭ ଟଙ୍କାକୁ ବୃଦ୍ଧି…
ଅଙ୍ଗନବାଡ଼ିରେ ଅଣ୍ଡା ମୂଲ୍ୟ ବୃଦ୍ଧି। ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୫ଟଙ୍କା ରୁ ୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି…
Read More...
Read More...
ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ…
ଯାଜପୁର ଜିଲ୍ଲା ର ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ଯାଜପୁର ପକ୍ଷ ରୁ ଏକ ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି। ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକ ଏକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ଙ୍କ ସଭାପତିତ୍ବରେ…
Read More...
Read More...
୬ରେ ପଞ୍ଚମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା; ୮ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି…
୬ରେ ପଞ୍ଚମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ଏହାସହ ୮ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପଞ୍ଚମ କିସ୍ତିରେ ୧.୭ଲକ୍ଷ…
Read More...
Read More...
ଏଟିଏମ ଲୁଟ ଘଟଣାରେ : ୬ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ ଲୁଟ ଘଟଣାର କମିସନରେଟ ପୋଲିସ ପର୍ଦ୍ଦାଫାଦ କରିଛି । ପୋଲିସ ୬ଜଣ ଲୁଟେରାଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧିନସ୍ଥ ଶ୍ରୀରାମ ନଗରରେ ଥିବା ଏକ ଏସବିଆଇ…
Read More...
Read More...
ଦୁର୍ଘଟଣାରେ ଗୋରୁ ମୃତ ଏବଂ ବାଇକ ଆରୋହୀ ଆହତ…
ଦେବଗଡ଼; ଆଜି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରାଉରକେଲାରୁ ବାହାଡ଼ା ପଶି ରାଜ୍ୟ ରାଜପଥ ଦେଇଯାଇଥିବା ଜଗନ୍ନାଥପୁର ଛକ ଠାରେ ଏକ ବାଇକ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ,ଆଜି ଦିନ ପ୍ରାୟ ୫ ଟା ସମ ୟରେ ଲିଙ୍ଗା ମୁଣ୍ଡା ଏକ ବାଇକ, ଓ ଡି ୧୪k ୪୦୦୭ ଯୋଗେ ରାଉରକେଲା ପଟୁ ନିଜ ଗାଁ…
Read More...
Read More...
ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଧର୍ମଶାଳା ସ୍ଥିତ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମବିଭାଗ ଦ୍ୱାରା ଓଡିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ ବୁକିଂ ଶେଷ
ଭୁବନେଶ୍ୱର: ମାର୍ଚ୍ଚ ୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ ବୁକିଂ ଆଜି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ସୋମବାର ସାକ୍ଷାତ ଅଭିଯୋଗ ପାଇଁ ସର୍ବାଧିକ ୧୦୦୦ ଜଣଙ୍କ ପାଇଁ ପଞ୍ଜୀକରଣ ଉଦ୍ଦିଷ୍ଟ ଥିଲା । ଏଥିପାଇଁ ପୂର୍ବ ସୂଚନ ଅନୁସାରେ…
Read More...
Read More...
ଉପର ମୁହାଁ ହେଲାଣି ପାରଦ: ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ୱର: ଉପର ମୁହାଁ ହେଲାଣି ପାରଦ । ମାର୍ଚ୍ଚ ମାସ ଆରମ୍ଭରୁ ଟାଇଁ ଟାଇଁ ଖରା । କଲବଲ କଲାଣି ତାତି । ସକାଳୁ ସକାଳଚ ଘରୁ ବାହାରିବା କଷ୍ଟକର ହୋଇଗଲାଣି । ସେହିପରି ଆଜି ୨ଟା ୩୦ ସୁଦ୍ଧା ଝାରସୁଗୁଡା ସବୁଠାରୁ ଉତପ୍ତ ସହର ପାଲଟିଛି । ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।…
Read More...
Read More...
ଗ୍ରୀଷ୍ମ ପ୍ରବାହର ସୁପରିପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ
ଗଜପତି / ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷ୍ୟ ଠାରେ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି । ଏହି ବୈଠକରେ ଜିଲ୍ଳାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…
Read More...
Read More...
ପାରାସିଟାମଲ ଦୈନନ୍ଦିନ ଜୀବନରେ ବହୁଳ ବ୍ୟବହାର କରୁଥିଲେ ସତର୍କ ରୁହନ୍ତୁ !
ଭାରତର ଅଧିକାଂଶ ଲୋକ ପାରାସିଟାମଲ ବ୍ୟବହାର କରନ୍ତି । କୋଭିଡ-19 ର ଏହି ଯୁଗରେ ଜ୍ୱର, ଶରୀର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ଲୋକ ପାରାସିଟାମୋଲ ଔଷଧ ସେବନ କରନ୍ତି ।
ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା ସାମାନ୍ୟ ଜ୍ୱର ହେଲେ, ପ୍ରତ୍ୟେକ କ୍ଷେତ୍ରରେ ଲୋକମାନେ କଲପୋଲ , କ୍ରୋସିନ୍,…
Read More...
Read More...