Browsing Category

ଓଡିଶା

ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା…

ଭୁବନେଶ୍ୱର:- ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ମିଳି ପାରୁନି । ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା କମିଶନରେଟ୍ ପୋଲିସ । ମୃତକଙ୍କ ବିବରଣୀ ଦେଇ ଏକ୍ସ ହାଣ୍ଡଲ୍ ରେ ପୋଷ୍ଟ କଲେ ଡିସିପି । ମୃତଦେହ ଫୋଟ ସହ ପିନ୍ଧିଥିବା ଘଣ୍ଟା…
Read More...

ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା

ଭୁବନେଶ୍ଵର: ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା । ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ । ପାଇପ୍ ଲାଇନ୍ ବିଛାଇବା ପାଇଁ ୱାଟର୍‌ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ । ପାଇପ୍ ଲାଇନ୍ କରିଡର୍ ପାଇଁ ROW ଅନୁମତି ପାଇଁ ଜାରି…
Read More...

ବିଜେଡିକୁ ଶକ୍ତ ଝଟକା, ଦଳ ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଭୁବନେଶ୍ଵର: ପୁଣି ବିଜେଡିକୁ ଶକ୍ତ ଝଟକା । ଅସନ୍ତୋଷ ଝାଡି ଦଳ ଛାଡିଲେ ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…
Read More...

ବିଳମ୍ବିତ ରାତିରେ ମୋବାଇଲ ଦୋକାନ ତାଲା ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କାର ମୋବାଇଲ ଚୋରି କରିନେଲେ

ରାୟଗଡା :- ରାୟଗଡା ଜିଲ୍ଲା ବିଷମକଟକ  ସଦର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନେତାଜୀ କ୍ଲବ ପାଖରେରେ ଥିବା ଏକ ମୋବାଇଲ ଦୋକାନ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ କଳାକନା ବୁଲେଇ ଦେଇଛନ୍ତି । ଦୋକାନ ଭିତରେ ରଖା ଯାଇଥିବା ଲକ୍ଷ୍ୟାଧିକ ଟଙ୍କାର ଦାମୀ ମୋବାଇଲ ଚୋରି କରି ନେଇଯାଇଛନ୍ତି…
Read More...

ପ୍ରାର୍ଥୀଙ୍କର ସାକ୍ଷାତକାରରେ ପାଇଥିବା ମାର୍କ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି

ଭୁବନେଶ୍ୱର:- ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ଶ୍ରୀମତୀ ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ…
Read More...

ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’ ପୁଅ ସୁରକ୍ଷିତ ଭାବେ ଉଦ୍ଧାର

ଭିତରକନିକା:- ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସକା‌ଳୁ ବନ ବିଭାଗର ୧୦ଟି ଟିମ୍‌ରେ ପ୍ରାୟ ୧୦୦ଜଣ ଖୋଜାଖୋଜି କରି ମା’ ଓ ପୁଅଙ୍କୁ ଉଦ୍ଧାର କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଡୁଙ୍ଗୁରିପାଲି  ପଞ୍ଚାୟତ ସମିତି ଅନ୍ତର୍ଗତ ସମଲେଇଚୁଆଁ ଗ୍ରାମ ପଞ୍ଚାୟତର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ…
Read More...

ମହାବଳି ଯାତ୍ରାର ସଫଳ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମହାବଳି ଯାତ୍ରାର ସଫଳ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ମହାବଳି - ଯାତ୍ରା - ୨୦୨୫ ର ସଫଳ ସମ୍ପାଦନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଥିଲା। ଏହି…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ରହିଲା ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ବଡ଼ମହାସ୍ନାନ ଯୋଗୁଁ ବନ୍ଦ ହେଲା ଦର୍ଶନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିଥିବାରୁ ହୋଇଛି ବଡ଼ ମହାସ୍ନାନ।ଆରମ୍ଭ ହୋଇଛି ମହାସ୍ନାନ ନୀତି । ଏଥିଲାଗି ପ୍ରାୟ ଏକଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅବକାଶ ପୂଜା ସମୟରେ ହୋଇଛି ବଡ଼ମହାସ୍ନାନ । ସୂଚନା ଅନୁସାରେ,…
Read More...

ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ଜୋର ଜବରଦସ୍ତ ବାହାର କରିବାକୁ ନେଇ କ୍ୟାମ୍ପସରେ ଦେଖାଦେଇଛି ଉତ୍ତେଜନା । ଯାହାକୁ ନେଇ ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର…
Read More...