Browsing Category

ଓଡିଶା

ରାଜ୍ୟ ସମେତ ଢେଙ୍କାନାଳରେ ଦେଖାଦେଇଛି ଏଲପିଜି ଗ୍ୟାସ ସଙ୍କଟ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବା ବଦଳରେ ବଢିବାରେ ଲାଗିଛି। ଆଉ ଏପଟେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ରାଜ୍ୟ ସମେତ ଢେଙ୍କାନାଳରେ ମଧ୍ୟ ଏଲପିଜି ଗ୍ୟାସ ସଙ୍କଟ ଦେଖାଦେଇଛି।ଗ୍ୟାସ ଟାଙ୍କି ନେବାକୁ ସିଧା ଡିପୋରେ ପହଞ୍ଚୁଛନ୍ତି ଗ୍ରାହକ।ଗ୍ୟାସ ସଙ୍କଟକୁ ନେଇ ଢେଙ୍କାନାଳରେ ନୁଆ ଏସ୍ ଓ ପି ମଧ୍ୟ…
Read More...

ମନମୁଖୀ ଭାବରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା

ବନ୍ଦ ହେଲା ନୋଡାଲ ଅଫିସରଙ୍କ ମାସକର ଦରମା । ଜଗତସିଂହପୁର ଜିଲ୍ଲାରେ ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ୬୯ ଧାନ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନେ ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଭାବରେ ଅନୁପସ୍ଥିତ…
Read More...

ଭୁବନେଶ୍ୱରରେ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟାଇପାରେ ବିଏମସି

ଭୁବନେଶ୍ଵର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା କାଠ ଓ କୋଇଲା ଚୁଲା ବ୍ୟବହାର ଉପରେ ଥିବା କଟକଣାକୁ ହଟାଇବାକୁ ବିଏମସି ଚିନ୍ତା କରୁଛି। ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।…
Read More...

ହୋଲି ଏବଂ ଦୋଳ ସ୍ପେଶାଲ ହେବ ଚତୁର୍ଥ ପଥ ମହୋତ୍ସବ…

ଜଟଣୀରେ ହେବାକୁ ଥିବା "ଚତୁର୍ଥ ପଥ ଉତ୍ସବ" ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଶ୍ରୀଯୁକ୍ତ ବିଜୁ ଛୋଟରାୟ ନେତୃତ୍ୱରେ ଏବଂ ଡଃ ରୁଷି ପଟ୍ଟନାୟକଙ୍କ ସଂଯୋଜନାରେ ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ,ଅନୁଷ୍ଠିତ ହୋଇଯାଇଛି। ଏବେ ଚାରିଆଡ଼େ ଦୋଳ ମେଲଣ ଚାଲିଛି ଆଉ ରଙ୍ଗର ଅବିର ଖେଳ ହଉଚି ତେଣୁ,ତାକୁ…
Read More...

ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା

ଭୁବନେଶ୍ଵର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ବାଲେଶ୍ୱର ସାଂସଦ ଓ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଶଙ୍ଖ ଛାଡି ପଦ୍ମ ଧରିଛନ୍ତି। ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକମାନଙ୍କ ସହ ସେ ବିଜେପିରେ…
Read More...

ଫୁଲବାଣୀରେ ପୋଲିସ ନିକଟରେ ୧୦ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ୧୦ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ଆଜି ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଏନେଇ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ପୋଲିସ…
Read More...

ବର୍ଷା ପାଇଁ ୪ ଜିଲ୍ଲାକୁ ଜାରି ହେଲା ଆଲର୍ଟ

ଭୁବନେଶ୍ଵର: ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଥିବାରୁ ରାଜ୍ୟର କିଛି ଅଞ୍ଚଳରେ ପାଗ ପରିବର୍ତ୍ତନ ଦେଖାଦେବା ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ…
Read More...

ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM

ଭୁବନେଶ୍ଵର: ରାଜ୍ୟର ଆଉ ଚାରିଟି ଜିଲ୍ଲାରେ ଚାଉଳ ATM ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଚାଉଳ ATM ସ୍ଥାପନ କରାଯିବ। ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତରରେ…
Read More...

ହିଞ୍ଜିଳିକାଟୁରେ ଠିକା କାମକୁ ନେଇ ଅଶାନ୍ତି

ଅଶାନ୍ତ ହେଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ । ଠିକା କାମକୁ ନେଇ ମୁଣ୍ଡ ଟେକିଲାଣି ବିବାଦ । ହିଞ୍ଜିଳିରେ ଦେଖାଦେଲାଣି ଅଶାନ୍ତ ବାତାବରଣ । ପୂର୍ବ ଶତ୍ରୁତା ରଖି ଶେରଗଡ ବ୍ଲକ ପରିସରରେ ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ…
Read More...

ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ

ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଲିଖିତ ଉତ୍ତର ।ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର ।  ୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ ଆକ୍ସନ ନେବା ସହ ସେମାନଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର । ଚଳିତ ଆର୍ଥିକ…
Read More...