Browsing Category
ଓଡିଶା
ସୁନା ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଗୁଳି କରି ଚମ୍ପଟ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଳୁଦରେ ସୁନା ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଗୁଳି କରି ଏକ ସ୍କୁଟିରେ ଚମ୍ପଟ ମାରିଥିବା ଜଣାପଡିଛି। ରାତିରେ ପାତ୍ର ଜୁଏଲାରୀ ମାଲିକ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଯୋଜନା ଅନୁଯାଇ ମାଲୁଦ ପ୍ରାଥମିକ ବିଦ୍ୟାଳୟ ନିକଟ ସହିଦ ସୁଦାମ ଚରଣ ଦାସଙ୍କ…
Read More...
Read More...
ପୂର୍ବତନ ସରପଞ୍ଚଙ୍କ ସ୍ମୁତିରେ ରକ୍ତଦାନ ଶିବିର ଅନୁଷ୍ଠିତ
ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତର ପୂର୍ବତ୍ତନ ସରପଞ୍ଚ ତଥା ସମାଜସେବୀ ସନାତନ ରାଉତଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ସନାତନ ରାଉତ ସ୍ମୁତି କମିଟି ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରୁ ମୋଟ ୭୩ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।…
Read More...
Read More...
ରାଜ୍ୟସଭା ନିର୍ବାଚନ: ୧୬ ସେଟ୍ ଫର୍ମ କିଣିଲା ବିଜେପି, ୪ ଆସନରେ ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତିକ ପରିସ୍ଥିତି ବଢ଼ିଛି । ବିଜେପି ପକ୍ଷରୁ ୧୬ ସେଟ୍ ନାମାଙ୍କନ ପତ୍ର କିଣାଯାଇଥିବାରୁ ରାଜନୀତିକ ମହଳରେ ଆଲୋଚନା ବଢିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ୪ ଜଣ ବିଜେପି ବିଧାୟକ…
Read More...
Read More...
ଭୁବନେଶ୍ୱରରେ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ
ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ସାଇବର ଠକେଇର ବଡ଼ ରାକେଟ ଫାସ୍ ହୋଇଛି। ପଟିଆ ଅଞ୍ଚଳରେ ଆଡ୍ଡା ଜମାଇଥିବା ସାଇବର ଠକମାନଙ୍କୁ ନେଇ ସ୍ପେଶାଲ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହଷ୍ଟେଲରୁ ୧୨ଟି ସିମ୍ ବକ୍ସ ଜବତ ହୋଇଛି। ଏହି ଘଟଣାରେ କେରଳର ୨ ଯୁବକଙ୍କୁ ଅଟକ…
Read More...
Read More...
ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଫେରାର ଥିବା ଥାନା ଅଧିକାରୀଙ୍କ ଜୟପୁର କୋର୍ଟରେ ଆତ୍ମସମର୍ପଣ
ଜୟପୁର: ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନାର ତତ୍କାଳୀନ ଅଧିକାରୀ ରାଜେଶ ବଳିୟାରସିଂହ ଜୟପୁର ଜିଲ୍ଲା ଜଜ୍ କୋର୍ଟରେ ହାଜିର ହୋଇ ଆତ୍ମସମର୍ପଣ କରିଥିବା ସୂଚନା…
Read More...
Read More...
ଆସନ୍ତା କାଲି ଚନ୍ଦ୍ରଗ୍ରହଣରେ ଏହି ରାଶି ରୁହନ୍ତୁ ସାବଧାନ ।
ମାର୍ଚ୍ଚ ୩ ତାରିଖ ଅର୍ଥାତ ଆସନ୍ତା କାଲି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭ ହୋଇ ସନ୍ଧ୍ୟା ୬:୪୭ ପର୍ୟ୍ୟନ୍ତ ଚାଲିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ତେଣୁ ଏଠାରେ ସୂତକକାଳ ସମୟ ପାଳନ କରାଯିବ…
Read More...
Read More...
ମଧ୍ୟପ୍ରାଚ୍ୟ ପରିସ୍ଥିତି ଯୋଗୁଁ ଭୁବନେଶ୍ୱର–ଦୁବାଇ ବିମାନ ବାତିଲ୍
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର–ଦୁବାଇ ସିଧାସଳଖ ବିମାନ ସେବାକୁ ବାତିଲ୍ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଯ୍ୟାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନକୁ ବାତିଲ୍…
Read More...
Read More...
ସରିଲା ମାଟ୍ରିକ୍ ପରୀକ୍ଷା, ମେ’ରେ ପ୍ରକାଶ ପାଇବ ରେଜଲ୍ଟ
ଭୁବନେଶ୍ୱର: ରାଜ୍ୟର ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଆସନ୍ତା ମେ’ ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଫଳାଫଳ ପ୍ରକାଶ ପାଇବାକୁ ନେଇ ବୋର୍ଡ…
Read More...
Read More...
ଆମ୍ ଆଦମୀ ପାର୍ଟି ତରଫରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାର ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ଅଧ୍ୟକ୍ଷତାରେ ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଓ ରାଜ୍ୟ…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ମୁନୀଦ୍ର ହୋନନାଗା, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର…
Read More...
Read More...