Browsing Category
ଓଡିଶା
ଚମାଖଣ୍ଡି ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣା, ଜଣେ ଆହତ
ଡିଭାଇଡରକୁ ପିଟିଲା ବାଇକ୍ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଠାରେ ଗତକାଲି ଅପରାହ୍ନରେ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଆରୋହୀ ଜଣକ ଆହତ ହୋଇ MKCG ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଜଣକ ହେଲେ ଚିକଳାଖଣ୍ଡିର ଗଣେଶ ରେଡ୍ଡି। ମୋଟରସାଇକେଲଟି ଛତ୍ରପୁର ଦିଗରେ ଯାଉଥିବା…
Read More...
Read More...
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ 5 ପ୍ରାର୍ଥୀ
ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ୫ ପ୍ରାର୍ଥୀ | ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ଭରିବେ ନାମାଙ୍କନ । ପ୍ରଥମ ଦୁଇ ଆସନ ପାଇଁ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ ତୃତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର…
Read More...
Read More...
ହୋଲିରେ ଅଘଟଣ: ସିଂହନାଥ ପୀଠ ନିକଟରେ ନାବାଳକଙ୍କ ମୃତ୍ୟୁ
ଆଠଗଡ: ରଙ୍ଗର ପର୍ବ ହୋଲିକୁ ନେଇ ଏକ ପଟେ ହସଖୁସିର ମାହୋଲ ଥିବାବେଳେ ଅନ୍ୟ ପଟେ ଆସିଛି ହୃଦୟବିଦାରକ ଖବର। ଆଠଗଡ ଅଞ୍ଚଳର ଗୋପିନାଥପୁର ନିକଟସ୍ଥ ସିଂହନାଥ ପୀଠକୁ ସଂଯୋଗ କରୁଥିବା ଅସ୍ଥାୟୀ କାଠ ପୋଲ ନିକଟରେ ଭାସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ସ୍ଥାନୀୟ ତୃଣପୁର…
Read More...
Read More...
ହୋଲିରେ ବିଶୃଙ୍ଖଳାକାରୀଙ୍କୁ ସାବାଡ କରିବ କମିଶନରେଟ୍ ପୋଲିସ
ରାତି ପହିଲେ ରଙ୍ଗୀନ ହେବ ସାରା ଓଡ଼ିଶା । ହୋଲି ରଙ୍ଗରେ ସମସ୍ତେ ହେବେ ମସଗୁଲ । ତେବେ ହୋଲିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ହୋଲିରେ ବିଶୃଙ୍ଖଳାକାରୀଙ୍କୁ ସାବାଡ କରିବ କମିଶନରେଟ୍ ପୋଲିସ । ହୋଲି ପାଇଁ କଟକ…
Read More...
Read More...
ରାଜ୍ୟସଭା ପ୍ରାର୍ଥୀ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ ।
ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ୪ର୍ଥ ଆସନ ବିଷୟରେ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ ରାଜ୍ୟର ଦୁଇ ଜଣ ଯୋଗ୍ୟ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଉଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରୀୟ…
Read More...
Read More...
ଓଡିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଛି ରାଜନୈତିକ ରୋମାଞ୍ଚ
ଓଡିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ରୋମାଞ୍ଚ ବଢ଼ିଛି । ବିଜେଡି ଓ କଂଗ୍ରେସ ମିଳିତ ଭାବେ ସାଧାରଣ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଘୋଷଣା କରିଥିବା ବେଳେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ନାମ ଘୋଷଣା ହୋଇଛି…
Read More...
Read More...
ଟୋଲବ୍ରାହ୍ମଣୀ ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ରତ୍ନକୁଟୀର ମହିମା ଅଲେଖ ଲତା ଆଶ୍ରମ ଟୋଲବ୍ରାହ୍ମଣୀ ଗ୍ରାମ ଠାରେ ୬୮ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ବୈଦ ରାଜ ପବିତ୍ର ଶବର ଓ ତାଙ୍କ ଧର୍ମ ପତ୍ନୀ ପଦ୍ମାବତୀ ଶବର ବ୍ରହ୍ମ ଅବଦୁତ ଭଗବାନ…
Read More...
Read More...
୧୦୭ ତମ କୋରେଇ ମୁନସୀ ମେଲଣ ଅନୁଷ୍ଠିତ ହୋଇଯାଇଛି
ଯାଜପୁର ଜିଲ୍ଲାର କୋରେଇ ଥାନାରେ ଅନୁଷ୍ଠିତ ହୋଇଯାଇଛି ୧୦୭ତମ ମୁନସୀ ମେଳଣ। ଏକ ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ । ଏହି ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଭାଇଚାରାର ପ୍ରତୀକ…
Read More...
Read More...
୨୨୬ ବର୍ଷରେ ପଦାର୍ପଣ କଲା ଭଦ୍ରକ ଜିଲ୍ଲାର ଐତିହାସିକ ମତୋ ଦେଶ ମେଲଣ
୨୨୬ ବର୍ଷରେ ପଦାର୍ପଣ କଲା ଭଦ୍ରକ ଜିଲ୍ଲାର ଐତିହାସିକ ମତୋ ଦେଶ ମେଲଣ । ପରମ୍ପରା ଅନୁଯାୟୀ ପ୍ରାୟ ୧୫୫ ରୁ ଉର୍ଦ୍ଧ ବିମାନ ଏହି ମେଲଣ ପଡିଆରେ ପୂଜା ପାଆନ୍ତି । ପ୍ରତ୍ୟେକ ବର୍ଷ ଡିଜେ ସାଉଣ୍ଡ ଏହି ମେଲଣରେ ପ୍ରତିଯୋଗିତା କରାଯାଉଥିବା ବେଳେ ଚଳିତ ବର୍ଷ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ,…
Read More...
Read More...
ପୁରସ୍କୃତ ହେଲେ ୧୬୯ ଜଣ କୃତୀ ପ୍ରତିଯୋଗୀ
ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ଏକ ମହାସମାରୋହ ମଧ୍ୟରେ ଆଜି ଜଟଣୀସ୍ଥିତ ଏସଡିଆଇ ଅଡିଟୋରିୟମଠାରେ ପୂର୍ବାଞ୍ଚଳ 'ଇଣ୍ଡିଆ ସ୍କିଲ୍ସ' ଆଞ୍ଚଳିକ ପ୍ରତିଯୋଗିତା ୨୦୨୫–୨୬ ଉଦ୍ଯାପିତ ହୋଇଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରଣାଳୟ (ଏମଏସଡିଇ) ର…
Read More...
Read More...