Browsing Category

ଓଡିଶା

ଶାସକ ଦଳକୁ ନବୀନ ଶାଣିତ ଟାର୍ଗେଟ, ପୁଣି ଉଠାଇଲେ ‘ବେଇମାନ’ କଥା

ନୂଆପଡ଼ା: ନୂଆପଡ଼ାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କଲେ ନବୀନ । ପୁଣି 'ବେଇମାନ' କଥା ଉଠାଇ ଟାର୍ଗେଟ କଲେ ନବୀନ । ୩୦୦ ୟୁନିଟ୍ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ୍ ମିଳିଲା କି । ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି'। ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି,…
Read More...

ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଢ଼ୋଲ୍ ଗ୍ରାମ ପଞ୍ଚାୟତର ଦକ୍ଷିଣପାଲି ଗ୍ରାମରେ ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ବପୂର୍ଣ୍ଣ ହକି…
Read More...

ପୋଖରୀରେ ବୁଡି ଚାଲିଗଲା ୧୪ ବର୍ଷୀୟ ବାଳକର ଜୀବନ

ପୋଖରୀରେ ବୁଡି ଚାଲିଗଲା ୧୪ ବର୍ଷୀୟ ବାଳକର ଜୀବନ । ମୃତ ବାଳକ ଜଣକ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ବାରବାକୁଳି ଗ୍ରାମର ଉଦୟ ସାନ୍ତାଙ୍କ ପୁଅ ରାଜେଶ ସାନ୍ତା । ସନ୍ଧ୍ୟାରୁ ଯାଇ ଘରକୁ ଫେରି ନଥିଲା ରାଜେଶ । ଘରଲୋକ ବହୁ ଖୋଜା ଖୋଜି କରିବା ସହ ଆଜି ପୋଖରୀ କୂଳରୁ…
Read More...

ନିର୍ବାଚନ ଅଧିକାରୀଙ୍କ ଚେତାବନୀ, ୪୮ ଘଣ୍ଟା ପୂର୍ବରୁ ବାଜିବନି ନିର୍ବାଚନ ସଂପର୍କିତ କୌଣସି କଣ୍ଟେଣ୍ଟ

ନୂଆପଡ଼ା: ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ । ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଅଧିକାରୀ । ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସମସ୍ତେ ବାହାରିବେ । ଅସୁସ୍ଥ…
Read More...

ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ଵର: ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ୨୦୧୪ ପରେ ସଡ଼କ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି । ୧୧ ବର୍ଷରେ ୬୦ ପ୍ରତିଶତ ସଡ଼କ ନିର୍ମାଣ ହୋଇଛି । ଗଡ଼କରୀଙ୍କ ଭିଜନ୍ ପାଇଁ ଆଜି ଦେଶର ସଡ଼କପଥ ବିକଶିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।…
Read More...

ଗୁଣପୁର ସହରରେ ୬ଟି ବେଆଇନ କ୍ଲିନିକ୍‌ ସିଲ୍ କଲା ଜିଲ୍ଲା ପ୍ରଶାସନ

ଗୁଣୁପୁର: ଗୁଣପୁର ସହରରେ ୬ଟି ବେଆଇନ କ୍ଲିନିକ୍‌ ସିଲ୍ କଲା ଜିଲ୍ଲା ପ୍ରଶାସନ । ବିନା ପଞ୍ଜୀକରଣ ସାର୍ଟିଫିକେଟରେ କ୍ଲିନିକ୍‌ ଚାଲୁଥିବା ଅଭିଯୋଗ ପରେ ସିଲ୍ । ଅଭିଯୋଗ ପରେ କାଲି ଉପଜିଲ୍ଲାପାଳଙ୍କ ଦ୍ୱାରା କ୍ଲିନିକ୍‌ରେ ରେଡ୍‌ ହୋଇଥିଲା । ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ…
Read More...

ସଡ଼କ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ: ଗଡ଼କରୀ

ଭୁବନେଶ୍ଵର: ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ଗଡ଼କରୀ । ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ଗଡ଼କରୀଙ୍କ ଉଦ୍‌ବେଗ ପ୍ରକାଶ । ସଡ଼କ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ କହିଲେ ଗଡ଼କରୀ । ଦୁର୍ଘଟଣାରେ ଦୈନିକ ୪୨୦ ଜଣଙ୍କ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ୬୬% ୧୮ରୁ ୩୬…
Read More...

ପୀତବାସ ହତ୍ୟା: ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲଙ୍କ ପିଟିସନ ଦାଖଲ । ବ୍ରହ୍ମପୁର SDJM କୋର୍ଟରେ ୱକାଲତନାମା ଦାଖଲ କଲେ ଆଇନଜୀବୀ । ପୂର୍ବରୁ ୪୦ରୁ ଊର୍ଦ୍ଧ୍ବ ଓକିଲ…
Read More...

ଚିଟଫଣ୍ଡ ଠକେଇ ଅଭିଯୋଗରେ ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ

ବ୍ରହ୍ମପୁର:- ଚିଟଫଣ୍ଡ ଠକେଇ ଅଭିଯୋଗରେ ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ଚଢ଼ାଉ । ଗ୍ରୀନ ଇଣ୍ଡିଆର ମାଲିକ ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ କରିଛି ଇଡି । ବ୍ରହ୍ମପୁର ଅଯୋଦ୍ଧା ନଗରରେ ଥିବା ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ ଚାଲିଛି । ଆଜି ସକଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଟି ଟିମ…
Read More...

ସରକାରଙ୍କ ଫୋକସରେ ଗ୍ରାମ୍ୟ ବିକାଶ

ସରକାରଙ୍କ ଫୋକସରେ ଗ୍ରାମ୍ୟ ବିକାଶ । ୨୦୨୭ ଡିସେମ୍ବର ସୁଦ୍ଧା ସବୁ ଗାଁକୁ ରାସ୍ତା, ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗ ଲକ୍ଷ୍ୟ । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ 'ମିସନ ପାୱାର' । ପାୱାରର ଅର୍ଥ ହେଉଛି ବିଦ୍ୟୁତ ଯୋଗାଣ, ଜଳଯୋଗାଣ ଓ ରାସ୍ତା ସଂଯୋଗୀକରଣ ।…
Read More...