Browsing Category

ଓଡିଶା

ଚିନ୍ମୟ ହତ୍ୟାକାଣ୍ଡ: କମିଶନରେଟ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଚିନ୍ମୟ ହତ୍ୟାକାଣ୍ଡ ମାମଲାରେ କମିଶନରେଟ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତିର ବ୍ୟବସାୟିକ ପ୍ରତିଷ୍ଠାନ । ସରକାରୀ ଜମିରେ ଦୋକାନ କରି ପତିଆରା ଜାହିର କରୁଥିଲା ଅଭିଯୁକ୍ତ ଟୁଲୁ । ମାମଲାରେ ମୋଟ ୬ ଅଭିଯୁକ୍ତ ଗିରଫ…
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ କଟକଣା ଜାରି କରିଛି ଏଏସ୍‌ଆଇ

ପୁରୀ:- ଏଣିକି କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସ୍‌ଆଇ) କଟକଣା ଜାରି କରିଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ନିୟମିତ ଭାବେ ଦୁର୍ଘଟଣା ଘଟୁଥିବାକୁ ଦୃଷ୍ଟିରେ ଏପରି ନିୟମ କରାଯାଇଛି । ଏହି କଟକଣା ପରେ…
Read More...

ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା, ୭ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ । ୨୯/୬/୨୫ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ ଦାୟୀ କରି ସୁପାରିସ୍‌ । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ । ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା…
Read More...

ପୁଣି ପରୀକ୍ଷା ଦ୍ବନ୍ଦ୍ବ: କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା

ଭୁବନେଶ୍ଵର: ପରୀକ୍ଷାକୁ ନେଇ ପୁଣି ଦ୍ଵନ୍ଦରେ ଛାତ୍ରଛାତ୍ରୀ । କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ଥିବାରୁ ଦ୍ଵନ୍ଦରେ ପରୀକ୍ଷାର୍ଥୀ । OPSC ପକ୍ଷରୁ ଆସନ୍ତାକାଲି ରହିଛି ASO ଲିଖିତ ପରୀକ୍ଷା । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା । ଅନ୍ୟପକ୍ଷରେ…
Read More...

ବ୍ରହ୍ମପୁର: ପୀତବାସ ହତ୍ୟା ମାମଲାରେ ପତ୍ନୀଙ୍କ ପ୍ରେସମିଟ୍‌

ବ୍ରହ୍ମପୁର: ଆଇନଜିବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରେସମିଟ୍ କରି ବଡ଼ ଅଭିଯୋଗ କରିଛନ୍ତି ପୀତବାସଙ୍କ ପତ୍ନୀ । କେସ୍ ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ପତ୍ନୀ । ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି । ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ…
Read More...

ନୂତନ ଜିଲ୍ଲାପାଳ ଯୋଗ ଦେବା ପରେ ଚଳଚଞ୍ଚଳ ହୋଇ ଉଠୁଛି ସମସ୍ତ ସରକାରୀ କାର୍ଯ୍ୟାଳୟ

ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଭାବରେ ଡ.ନୃପରାଜ ସାହୁ ଯୋଗ ଦେବା ପରେ ଆସ୍ତେ ଆସ୍ତେ ଚଳଚଞ୍ଚଳ ହୋଇ ଉଠୁଛି ସମସ୍ତ ସରକାରୀ କାର୍ଯ୍ୟାଳୟ । ଜିଲ୍ଲାପାଳ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗସ୍ତ କରି ଠିକ୍ ଢଙ୍ଗରେ କାର୍ଯ୍ୟ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ କିଛି କର୍ମଚାରୀ ଙ୍କୁ…
Read More...

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”  ମହା ସମାରୋହରେ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି"  ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହା ସମାରୋହ ରେ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଆଜିର ଏହି ଉଦ୍ଘାଟନୀ ଉତ୍ସବ ରେ  ସୁବର୍ଣ୍ଣପୁର…
Read More...

ସୁବର୍ଣ୍ଣପୁରରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ର ୧୫୦ ବର୍ଷ ପୂର୍ତ୍ତି ପାଳନ

ସୁବର୍ଣ୍ଣପୁର।  ତା ୦୭.୦୧.୨୦୨୫ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡା. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ରାଜେନ୍ଦ୍ର ମାଝୀ…
Read More...

ମା’ଙ୍କ ପାଖରେ ମାନସିକ ପୂରଣ ହୁଏ ସେଥିପାଇଁ ମା’ ଚ୍ଛିନ୍ନମସ୍ତା ପୁରୁଣେଇଁ ରୂପେ ପୂଜା ପାଆନ୍ତି…

ମା' ପୁରୁଣେଇ ହେଉଛନ୍ତି ସର୍ଵମଙ୍ଗଳକାରିଣୀ,ଅଭୟଦାୟିନି ଓ ସେ ଧରବାତରଣ କରିଛନ୍ତି ଶାଇଁଶୋ ଗ୍ରାମରେ  ମା' ଛିନ୍ନମସ୍ତା ପୁରୁଣେଇଁ ନାମରେ । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଛିନ୍ନମସ୍ତା ଠାକୁରାଣୀଙ୍କୁ ୫ ଦିନ ଧରି ବଡ ଆଡମ୍ବରରେ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହି ପୀଠକୁ…
Read More...

ପୀତବାସ ହତ୍ୟା: ବୟାନକୁ ନେଇ ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ

ବ୍ରହ୍ମପୁର: ଆଇନଜୀବି ପୀତବାସ ହତ୍ୟା ମାମଲାରେ ବୟାନକୁ ନେଇ ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ । ଆସନ୍ତା ୧୧ ତାରିଖରେ ବ୍ୟକ୍ତିଗତ ଭାବେ ହଜାର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୧ ତାରିଖ ଦିନ ୧୦ଟା ୩୦ରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । SPଙ୍କ ବିରୋଧରେ ଅଦାଲତ ଅବମାନନା…
Read More...