Browsing Category
ଓଡିଶା
ନୂଆପଡାରେ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ଲାଭ
ନୂଆପଡାରେ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ଲାଭ । ବିଜେଡି-କଂଗ୍ରେସକୁ ପଛରେ ପକାଇ ୮୩,୭୪୮ ଖଣ୍ଡ ଭୋଟରେ ଜିଲିରେ ଜୟ ଢୋଲକିଆ । ବିଜେପି କୁ ମିଳିଛି ୧,୨୩,୮୬୯ ଭୋଟ । କଂଗ୍ରେସ ୪୦,୧୨୧ ଖଣ୍ଡ ଭୋଟ ପାଇ ଦିତ୍ୱୀୟରେ ଥିବା ବେଳେ ବିଜେଡିକୁ ୩୮,୪୦୮ ଖଣ୍ଡ ଭୋଟ ମିଳିଛି । ନୂଆପଡାରେ ବିଜେପିର…
Read More...
Read More...
ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ
ନୂଆପଡା:- ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ଭୋଟରମାନେ ଟଙ୍କାରେ କିଣି ହୋଇଗଲେ, ମାଟିର ପୁଅକୁ ଚିହ୍ନିଲେନି। କେନ୍ଦ୍ରୀୟ…
Read More...
Read More...
ନୂଆପଡ଼ା ଉପନିର୍ବାଚନ, ବିଜେପିର ବାଜିମାତ୍ ପରେ ବଢିଲା ବିରୋଧି ଦଳର ଗୋଷ୍ଠୀ କନ୍ଦଳ
Nuapada ByPoll: ନୂଆପଡ଼ା ଉପନିର୍ବାଚନରେ BJP ପ୍ରାର୍ଥୀ 'ଜୟ ଢୋଲକିଆ'ଙ୍କ ବିଜୟ ପ୍ରାୟ ନିଶ୍ଚିତ। ସେ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁତ ଭୋଟ୍ ଆଗରେ ରହିଛନ୍ତି। ଏହି ଖବର ପାଇବା ପରେ ନିଜ ପରିବାର ସହ ଖୁସି ବାଣ୍ଟିଛନ୍ତି ଜୟ ଢୋଲକିଆ। ସେପଟେ କିନ୍ତୁ ମାଟି କାମୁଡି ପଡିଛି…
Read More...
Read More...
ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ
ଓଡ଼ିଶାରେ ବିଧାନସଭା ନିର୍ବାଚନ ପରାଜୟ ପରେ ପ୍ରଥମ ଉପନିର୍ବାଚନରେ ବିଜେଡି ହାରିବା ଅଭିମୁଖେ ଗତି କରୁଛି। ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଜୟ ଢୋଲକିଆ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି, ଯାହା ପରେ ଦଳ ଶିବିରରେ ଉତ୍ସାହ ଦେଖାଦେଇଛି। ବିଧାନସଭା…
Read More...
Read More...
ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଅଗ୍ନିକାଣ୍ଡ…
ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟ୍ସ ର ଗୋଦାମ ଘରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ୨ୟ ମହଲା ର ଗୋଟିଏ ଘର। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରା ଯାଉଛି। ଖବରପାଇ ପାରାଦୀପ ଓ…
Read More...
Read More...
ନୂଆଗାଁ ପୋଲିସର ସହଭାଗିତାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…
ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ଓ ନୂଆଗାଁ ପୋଲିସର ସହଭାଗିତାରେ ବ୍ଲକ ସଦରମହକୁମା ନିକଟରେ ଥିବା ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ନୟାଗଡ଼ ଏସଡ଼ିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗଦେଇ…
Read More...
Read More...
ସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା
ଜାତୀୟ ରାଜପଥ ନୁହେଁ ମୁଣ୍ଡ ନେବା ପଥ ପାଲଟି ଗଲାଣି ଜାତୀୟ ରାଜପଥ ୫୩ର ସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ୯ କିମି ରାସ୍ତା । ଦେଢ଼ ମାସ ଭିତରେ ଚାରୋଟି ପରିବାରର ରୋଜଗାରିଆ ପୁଅ ବେପରୁଆ ଗାଡି ଚାଳକଙ୍କ ଗାଡିଚାଲନା ଯୋଗୁ ମୃତ୍ୟୁମୁଖରେ ପଡିସାରିଲେଣି । ସୁକିନ୍ଦା…
Read More...
Read More...
ହସ୍ପିଟାଲରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଏହି ରୋଗରେ ପୀଡିତ
Singer Human Sagar: ଗତ କିଛି ମାସ ଧରି ଓଲିଉଡର ଲୋକପ୍ରୀୟ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଅସୁସ୍ଥ ଥିବା ବେଳେ ଏବେ ଫେମସ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇପଡ଼ିଛନ୍ତି । ହ୍ୟୁମାନ ସାଗରଙ୍କୁ ଚିକିତ୍ସା ପାଇଁ ଏବେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର…
Read More...
Read More...
ନୂଆପଡାରେ କାମ ଦେଲାନି ନବୀନଙ୍କ ପ୍ରଚାର
ନୂଆପଡାରେ କାମ ଦେଲାନି ନବୀନଙ୍କ ପ୍ରଚାର । ଏତେ ପ୍ରଚାର ପ୍ରସାର ପରେ ବି ପୁଣିଥରେ ଗାଦି ଫେରାଇ ଆଣିପାରିଲାନି ବିଜେଡି । ବହୁ ଭୋଟ ଆଗରେ ବିଜେପି । ତେବେ ବିଜେପି କହିଥିବା କଥା ସତ ହେବାକୁ ଯାଉଛି । ଆଉ 50 ହଜାର ଭୋଟରେ ଜିତିବା କଥା ନେଇ ଜୋର ଦେଇ କହିଆସୁଥିଲେ ବିଜେପି । ଆଉ ଏବେ ବିଜେପିର…
Read More...
Read More...
ନେହେରୁଙ୍କ ପାଖରେ ସବୁକିଛି ଥିଲା, ତଥାପି ସେ ସବୁଠି ନିର୍ୟାତନା ସହିଥିଲେ…
ଆମର ଜାତୀୟ ନାୟକମାନଙ୍କ ମଧ୍ୟରେ, ଜବାହରଲାଲ ନେହେରୁ ଏପରି ଏକ ଚରିତ୍ର ଯାହାଙ୍କ ପାଖରେ ସବୁକିଛି ଥିଲା, ତଥାପି ସେ ସବୁଠି ନିର୍ୟାତନା ସହିଥିଲେ। ସେ ଏପରି ଏକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଯେଉଁଠାରେ ସବୁକିଛି ଥିଲା: ପ୍ରଚୁର ଧନସମ୍ପତ୍ତି, ଏକମାତ୍ର ପୁଅ ଭାବରେ ତାଙ୍କ ପିତାମାତାଙ୍କ…
Read More...
Read More...