Browsing Category
ଓଡିଶା
ମହାପ୍ରଭୁଙ୍କ ଖସାପଡ଼ା ନିତି, ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଚୈତ୍ର କୃଷ୍ଣ ଷଷ୍ଠୀ ତିଥି। ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ। ଏଥିପାଇଁ ଆପାତତଃ ସଂନ୍ଧ୍ୟା ୬ଟାରୁ ରାତି ୧୦ଟା ଅର୍ଥାତ୍ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…
Read More...
Read More...
ମହିଳା ଦିବସ ଅବସରରେ ସ୍ୱତନ୍ତ୍ର ବାଲୁକା ଆନିମେସନ୍
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ତାଙ୍କ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି । ଯାହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ 10 ମିନିଟ୍ ସମୟ ଲାଗିଥିଲା। ଏହି କଳାକୃତି ମହିଳା ଶକ୍ତି ଏବଂ ସଫଳତାର ଉଜ୍ଜ୍ୱଳ…
Read More...
Read More...
ନିଶ୍ଚିନ୍ତକୋଇଲି ଥାନାର ନୂତନ ଆଇଆଇସିଙ୍କୁ ସମ୍ବର୍ଦ୍ଧନା
ନୂତନ କରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ଯୋଗ ଦେଇଥିବା ଆଇଆଇସି ଅନିତା ସାହୁଙ୍କୁ ଅସୁରେଶ୍ବର ପଂଚାୟତ କାର୍ଯ୍ୟାଳୟରେ ସଂବର୍ଦ୍ଧୀତ କରାଯାଇଛି। ଏହି ସଂବର୍ଦ୍ଧନା ସଭାରେ ପଂଚାୟତ ସରପଂଚ ଗୌତମୀ ଦାସ, ସମାଜସେବୀ ଅନନ୍ତ କୁମାର ଦାସ, ଏବଂ ପଂଚାୟତ ବାସୀ ଉପସ୍ଥିତ ଥିଲେ। ନୂତନ…
Read More...
Read More...
ଗାଁ ର ସୁନା ଝିଅ ବିଦ୍ୟା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର
ଗାଁ ର ସୁନା ଝିଅ ବିଦ୍ୟା ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ରକ୍ତଦାନ ଶିବିର। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କଇଁସାରୀ ଗ୍ରାମ ର ଶ୍ରୀ ବିଦ୍ୟା ଶୁଭଦର୍ଶନି ଧାନବାଦ ରେ ଜଣେ ମେଧାବୀ ଆଇଆଇଟି ଛାତ୍ରୀ ଥିଲେ। ତେବେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ତାଙ୍କର ବାପା…
Read More...
Read More...
ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ପୁଣି ସରଣ୍ଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ଯବାନ ମାନେ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ । ପରେ ଉଭୟ…
Read More...
Read More...
ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା । ‘ସୁଭଦ୍ରା’ର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି । ପୁରୀ ତାଳବଣିଆ ଠାରେ…
Read More...
Read More...
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର କରାଯାଇ ଅଭିଯୁକ୍ତ ଗୋରୁମହିଷାଣୀର ସେକ ଜାକିର ହୁସେନ ଙ୍କୁ ଗିରଫ କରିଛି ରାଇରଙ୍ଗପୁର ବନବିଭାଗ। ନିକଟସ୍ଥ ଜଙ୍ଗଲ ଏଵଂ ଆଖ ପାଖ ଅଞ୍ଚଳରୁ ଏହି ଶାଵକ ମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ସେକ ଜାକିର ହୁସେନ ନିଜ…
Read More...
Read More...
ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର
ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର । ଉଭୟ ଉଜ୍ଜଳା ଯୋଜନା ଓ ସାଧାରଣ ଉପଭୋକ୍ତା ପାଉଥିବା ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ୬୦ ଟଙ୍କା ଦର ବୃଦ୍ଧି କରାଯାଇଛି । ଯାହା ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢାଇବା ସହିତ ହାଣ୍ଡିଶାଳରେ ମହଙ୍ଗା ମାଡ଼ କରିଛି । ଗ୍ୟାସ ପାଇଁ …
Read More...
Read More...
୧୪୯ବର୍ଷରେ ପଂହଚିଲା ଧର୍ମଶାଳାର ମୁନସୀ ମେଲଣ…
ବ୍ରିଟିଶ ଶାସନ କାଳରେ ଭାରତୀୟମାନଙ୍କୁ ବହୁ ଅତ୍ୟାଚାରର ଶୀକାର ହେବାକୁ ପଡିଥିଲା । ଭାରତୀୟମାନଙ୍କ ଘୃଣା ଚକ୍ଷୁରେ ଦେଖୁଥିଲେ ବ୍ରିଟିଶମାନେ । ଭାରତୀୟ ପରମ୍ପରା ପ୍ରତି ପ୍ରବଳ ଘୃଣାଭାବ ଥିଲା । ଏହା କିଛି ନୁଆ କଥା ନୁହେଁ । ସମସ୍ତେ ସମାନ ନ ଥିଲେ । ସେମାନଙ୍କ ମଧ୍ୟରୁ କିଛି ଭାରତୀୟ…
Read More...
Read More...
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଶିକ୍ଷଣ ଶିବିର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…
ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସର ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ସଦରମହକୁମା ସାରଦା ମଣ୍ଡପ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବ ନିଯୁକ୍ତି କଂଗ୍ରେସ କମିଟିର ସଦସ୍ୟ, ନୂତନ ବ୍ଳକ…
Read More...
Read More...