Browsing Category

ଓଡିଶା

ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ

ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ । ତିନି ବର୍ଷରେ ସାମ୍ନାକୁ ଆସିଲାଣି ୧୦୯ ଗୋଟି କେସ। ୧୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମନା ଆଦାୟ ହୋଇଛି । ୮୦୬୫ ଚଢ଼ାଉରୁ ୧୦୯ଟି କେସ ସାମ୍ନାକୁ ଆସିଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
Read More...

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ଯୋଗାଯୋଗ ବୃଦ୍ଧି କରିବା ପାଇଁ ଏକ ନୂତନ ଅମୃତ ଭାରତ ଏକ୍ସପ୍ରେସ ସେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। କୋଏମ୍ବାଟୁରର ପୋଡାନୁର ଜଙ୍କସନକୁ…
Read More...

ସାଇବର ଆର୍ଥିକ ଠକେଇ ବିରୋଧରେ ସାଇବର-କଭଚ ସ୍ୱତନ୍ତ୍ର ଅଭିଯାନ

ସାଇବର ଆର୍ଥିକ ଠକେଇ ରୋକିବା, ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ କରିବା ଏବଂ ଠକ ସିମ୍ ପ୍ରଦାନ ନେଟୱାର୍କ ଚିହ୍ନଟ କରିବା ପାଇଁ କେନ୍ଦ୍ରୀୟ ରେଞ୍ଜ ପୋଲିସ, କଟକ, ୧୩ ଫେବୃଆରୀରୁ ୯ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସାତଟି ଜିଲ୍ଲା - ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା,…
Read More...

ସିକ୍ୟୁରୀଟି ଗାର୍ଡଙ୍କ ସନ୍ଦେହଜନକ ମୃ…

ସିକ୍ୟୁରୀଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ। ଆପାର୍ଟମେଣ୍ଟ ରୁ ମିଳିଲା ମୃତଦେହ । ମୃତକ ହେଉଛନ୍ତି ଚନ୍ଦନ ଦାସ । ଘର ବାଲେଶ୍ଵର ଜିଲ୍ଲାର ସୋର । ତମାଣ୍ଡୋ ଥାନା କେନ୍ଦ୍ରୀୟ ବିହାର ଠାରେ ଘଟିଛି ଘଟଣା । ପୂର୍ବରୁ କିଛି ସିକ୍ୟୁରୀଟି ଗାର୍ଡଙ୍କ ମଧ୍ୟରେ ଚାଲିଥିଲା ବିବାଦ। ଯେଉଁ ବିବାଦ ପରେ…
Read More...

ଅବକାରୀ ମୋବାଇଲ ସ୍କାର୍ଡ ୟୁନିଟକୁ ବଡ଼ ସଫଳତା

ବାଲେଶ୍ଵର ଜିଲ୍ଲା ଅବକାରୀ ମୋବାଇଲ ସ୍କାର୍ଡ  ୟୁନିଟ କୁ ବଡ଼ ସଫଳତା। ଏକ କାଳୀନ ୭୫  କେଜି ଗଞ୍ଜେଇ ସହିତ , ନଗଦ ଚାରିଲକ୍ଷ ଟଙ୍କା, ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ ସହିତ ଏକ ହିରୋ ସ୍ପ୍ଲେଣ୍ଡର ବାଇକ୍ ଜବତ କରିଛି ଅବକାରୀ ବିଭାଗ। ତେବେ ଜବତ ୭୫ କେଜି ଗଞ୍ଜେଇ ର ଆନୁମାନିକ  ବଜାର ମୂଲ୍ୟ…
Read More...

ରାଜ୍ୟରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା

ରାଜ୍ୟରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା. ରାଜ୍ୟରେ ବର୍ତ୍ତମାନ ୨୧୯୩ ଟି କୁମ୍ଭୀର ରହିଛନ୍ତି ଯାହାକି ଗତବର୍ଷ ତୁଳନାରେ ୪.୫୪ ପ୍ରତିଶତ ବୃଦ୍ଧି ହୋଇଛି. ସାତକୋଶିଆ ଏବଂ ଟିକରପଡା ଠାରେ ୬୫ ସଂଖ୍ୟକ କୁମ୍ଭୀର ଏବଂ ୨୨ ଗୋଟି ଶାବକ ଅଛନ୍ତି. ଚଳିତ ବର୍ଷ (୨୦୨୫-୨୬) ଗଣନା ଅନୁଯାୟୀ ରାଜ୍ୟରେ…
Read More...

ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ  ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ । ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍‌‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି। ସୂଚନାଥାଉକି, ଆଜି…
Read More...

ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ

କଟକ ଜିଲ୍ଲା ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ପାଇଁ ଶ୍ରୀ ରାଧା ଗୋବିନ୍ଦ ଜୀୟୁଙ୍କ ମନ୍ଦିର ପରିସରରେ ଏକାଠି ହୋଇଛନ୍ତି ପ୍ରାୟ 55ରୁ ଉର୍ଦ୍ଧ ବିମାନ।  ଆଖପାଖ ବିଭିନ୍ନ ଗ୍ରାମ ସହିତ ନବେଢା ନଦୀକୂଳ ଅଞ୍ଚଳର ଗ୍ରାମ ମାନଙ୍କର ଆରାଧ୍ୟ ଠାକୁରମାନେ ସୁସଜ୍ଜିତ ବିମାନରେ…
Read More...

ମାଟିଆପଡା ଛକରେ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟ୍

ମାଟିଆପଡା ଛକରେ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟ୍। ମହିଳା ଜଣକ ଘର ଜିନିଷ କିଣିବା ପାଇଁ ମାଟିଆପଡା ଛକକୁ ଚାଲିଚାଲି ଆସୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲେ। ଏନେଇ ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Read More...

ବାପାଙ୍କ ଜନ୍ମଦିନରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅକ୍ସିଜେନ ମେସିନ ଯୋଗାଇ ଦେଲେ ଝିଅ…

ଆଳିର ପୂର୍ବତନ ବିଧାୟକ ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ 68 ତମ ଜନ୍ମ ଜୟନ୍ତୀ ଅବସରରେ ଦେବେନ୍ଦ୍ର ଶର୍ମା ସ୍ମୃତି କମିଟି ପକ୍ଷରୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ବିଦ୍ୟୁତ ଚାଳିତ ଅକ୍ସିଜେନ ମେସିନ ଯୋଗାଇ ଦିଆଯାଇଛି । ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା…
Read More...