Browsing Category

ଜୀବନ ପ୍ରଣାଳୀ

ମୁହଁରୁ ଦୁର୍ଗନ୍ଧ ବାହାରୁଛି କି? ତେବେ ଆପଣାନ୍ତୁ ଏହି ଉପାୟ

(ମମତା ସାମଲ ): ବହୁଲୋକ କଥା ହେବାବେଳେ ସେମାନଙ୍କ ପାଟିରୁ ଦୁର୍ଗନ୍ଧ ଆସିଥାଏ । ଯଦି ଆପଣଙ୍କ ପାଟିରୁ ବି ଦୁର୍ଗନ୍ଧ ବାହାରୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ଆପଣ ଦୂର କରିପାରିବେ । ଡେଣ୍ଟିଷ୍ଟ ଅନୁସାରେ ମୁହଁରୁ ଦୁର୍ଗନ୍ଧ ଆସିବା କୌଣସି ରୋଗର…
Read More...

ଲକଡାଉନ୍ ରେସିପି: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ସ୍ୟାଣ୍ଡଓ୍ୱିଚ୍

(ମମତା ସାମଲ ): ସ୍ୱାସ୍ଥ୍ୟ ପାଇଁ ସ୍ୟାଣ୍ଡଓ୍ୱିଚ୍ ଭଳି ହାଲକାଫୁଲକା ଖାଦ୍ୟ ବେଶ୍ ଭଲ। ଏହାକୁ ପ୍ରତିଦିନ ସକାଳ ଜଳଖିଆରେ ସାମିଲ କରନ୍ତୁ। ଘରେ କେମିତି ଏହାକୁ ପ୍ରସ୍ତୁତ କରିବେ ତାହା ବି ଜାଣନ୍ତୁ। ପର୍ୟ୍ୟାୟ ୧- ଗ୍ୟାସ୍ରେ ଗୋଟେ ପ୍ୟାନ୍ ବସାନ୍ତୁ। ଏଥିରେ ଗୋଟେ ଚାମଚ ଘିଅ ବା ବଟର…
Read More...

ୟୁନିସେଫ୍ ନାଁରେ ‘କରୋନା’ ଗୁଜବ

(ରିପୋର୍ଟସଟୁଡେ): କୋରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ଲଗାତର ଭାବରେ ସାମ୍ନାକୁ ଆସୁଛି । କିଛି ଦିନ ତଳେ ୟୁନିସେଫ୍ ନାଁରେ ଏକ ମିଛ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା କୋରୋନା କିଭଳି ବ୍ୟାପିବ ନାହିଁ ବା କିଭଳି ଏଥିରୁ ରକ୍ଷା…
Read More...

ଆଜିର ପବିତ୍ର ଦିନରେ କିପରି କରିବେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଜିର ତିଥି ହେଉଛି ଫାଲଗୁନ ମାସର ପୂର୍ଣ୍ଣମୀ । ଧାର୍ମିକ ଭାବନାରେ ଏହି ତିଥି ବେଶ ଗୁରୁତ୍ୱପୂର୍ଣ୍ଣ । ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ଗୋଧୋଇବା ବ୍ୟତୀତ ସୂର୍ଯ୍ୟ ଭାଗବାନଙ୍କୁ ପୂଜା ଓ ଦାନ କରିବାର ପରମ୍ପରା ମଧ୍ର ପ୍ରଚଳିତ ଅଛି । କାରଣ ଏହି ଦିନ…
Read More...

ଖାଆନ୍ତୁ ଏହି ଫଳ ଦୂର ହେବ ଡ଼ାଇବେଟିସ

(ଅନୁସ୍ୱୟା)ସାରା ଦୁନିଆରେ ୪୦କୋଟିରୁ ଅଧିକ ଲୋକ ଡ଼ାଇବେଟିସ ବା ମଧୁମେହ ରୋଗରେ ପୀଡ଼ିତ । ତେବେ ଗତ ୩୦ବର୍ଷ ମଧ୍ୟରେ ଡ଼ାଇବେଟିସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଡ଼ାଇବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକର ଅଧିକ ସମ୍ଭାବନା ରହିଥାଏ । ଏହି ରୋଗର ନିୟମିତ ଚିକିତ୍ସା…
Read More...

ଜାଣନ୍ତୁ ଶିବରାତ୍ରୀ ବ୍ରତ ଖୋଲିବା ପରେ କ’ଣ ଖାଇବେ ?

(ମମତା ସାମଲ)ରିପୋର୍ଟସଟୁଡେ: ଆଉ ଦୁଇଦିନ ପରେ ମହାଶିବରାରାତ୍ରୀ। ଦେବ ଦେବ ମହାଦେବଙ୍କ ଆରାଧନା ପାଇଁ ଉପବାସ କରିବେ ଭକ୍ତଗଣ। କେହି କେହି ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ କରିଥାନ୍ତି। ମହାଦୀପ ଉଠିଲା ପରେ ବ୍ରତ ଭାଙ୍ଗିଥାନ୍ତି। ତେବେ ଲମ୍ବା ସମୟ ପର୍ୟ୍ୟନ୍ତ ଉପବାସ…
Read More...

ଏହି ସ୍ଥାନରେ ପୋତାଯାଇଛି ଅଶୋକଙ୍କ ୯୯ ଭାଇଙ୍କ ଶବ

(ମମତା ସାମଲ)ରିପୋର୍ଟସଟୁଡେ: ଦୁନିଆରେ ବହୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି । ଯାହାକୁ ପ୍ରକୃତି ସୃଷ୍ଟି କରିଛି । ଯାହାର ସତ୍ୟାସତ୍ୟ ଖୋଜିବା ପାଇଁ ବୈଜ୍ଞାନିକମାନେ ଏଯାଏଁ ସଫଳ ହୋଇପାରିନାହାନ୍ତି । ଏହି କୂଅ ଯେତିକି ରହସ୍ୟମୟୀ ସେତିକି ଭୟାନକ । ସାଧାରଣ କୂଅ ଠାରୁ ଏହି କୂଅ ସମ୍ପୂର୍ଣ୍ଣ…
Read More...

ପ୍ରେମର ପ୍ରଥମ ଦିନ ଗୋଲାପ ଦିବସ

(ମମତା ସାମଲ)ରିପୋର୍ଟସଟୁଡେ: ଫେବୃୟାରୀ ମାସକୁ ପ୍ରେମ ମାସ ବୋଲି କୁହାଯାଏ । ଗୋଲାପ ଦିନରୁ ହିଁ ଆରମ୍ଭ ହୋଇଥାଏ ପ୍ରେମ ସପ୍ତାହ । ଏହି ମାସ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ । ପ୍ରେମିକା,ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ ।…
Read More...

ସ୍ତନ କର୍କଟ କାହିଁକି ହୁଏ? ଜାଣନ୍ତୁ କ’ଣ ରହିଛି ପ୍ରତିକାର

(ମମତା ସାମଲ)ରିପୋର୍ଟସଟୁଡେ: ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସ୍ତନ କର୍କଟର କାରଣ କ’ଣ? ଏହାକୁ କିପରି ଚିହ୍ନିବା? ଏହାର ଉପଚାର କ’ଣ? ସେ ନେଇ ହେମଲତା ହସ୍ପିଟାଲର ସ୍ତନ କର୍କଟ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଜାଣନ୍ତୁ। କର୍କଟର…
Read More...

ଏସିଆର ସବୁଠାରୁ ଧନୀ ଗାଁ

(ମମତା ସାମଲ)ରିପୋର୍ଟସଟୁଡେ: ହିମାଚଳପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ । ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ । ୭ହଜାର ଫୁଟ ଉଚ୍ଚରେ ଥିବା ଏହି ଗାଁର ଲୋକେ ସେଓ ଚାଷ କରିଥାଆନ୍ତି । ଏଠାରେ ଗୋଟିଏ ପରିବାର ବର୍ଷକୁ ୭୦-୭୫ ଲକ୍ଷ…
Read More...