Browsing Category

ଜୀବନ ପ୍ରଣାଳୀ

ଓଜନ ହ୍ରାସ କରିବ ଲାଉ ଜୁସ

ବ୍ୟୁରୋ: ଲାଉ ଶରୀର ପାଇଁ ବହୁତ ଉପକାରୀ । ଲାଉରେ ଜଳୀୟ ଅଂଶ, ଭିଟାମିନ ସି ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ଥାଏ । ଲାଉ ଜୁସରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଆସନ୍ତୁ ଜାଣିବା । ଲାଉକୁ ଜୁସ କରି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । କୋଲେଷ୍ଟ୍ରଲ ହ୍ରାସ ପାଇଁ…
Read More...

ଏହି ପରିବା ଦ୍ୱାରା ତ୍ୱାଚା ସୁନ୍ଦର ହୋଇଥାଏ

ପ୍ରତ୍ୟେକ ଲୋକ ଗ୍ଲୋଇଙ୍ଗ ସ୍କିନ ଚାହାନ୍ତି । ବହୁ ଲୋକ ଭିନ୍ନ ଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । ଏହାର ପ୍ରଭାବରେ ଚ୍ୱଚା ଖରାପ ହେବାକୁ ଲାଗିଥାଏ । ଦୈନନ୍ଦିନ ଜୀବନରେ ବ୍ୟବହାରରେ ଖାଉଥିବା ପରିବା ଦ୍ୱରା ତ୍ୱଚା ସୁନ୍ଦର ହୋଇଥାଏ । ଏପରି କିଛି ପରିବା ଅଛି ଯାହାକୁ ଖାଇବା…
Read More...

ତ୍ୱଚା ପାଇଁ କଞ୍ଚାକ୍ଷୀରର ଉପାଦେୟତା

ବ୍ୟୁରୋ : କଞ୍ଚାକ୍ଷୀର ଶରୀର ପାଇଁ ଭଲ ବୋଲି ଆମେ ପିଲାବେଳୁ ଶୁଣି ଆସିଛେ । ଏଥିରେ ଭିଟାମନ୍ ଏ, କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍, ଫ୍ୟାଟ୍, କୋଲେଷ୍ଟ୍ରଲ୍ ପରି ପୋଷକତତ୍ତ୍ୱ ରହିଛି । କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ । ଏହାକୁ ମୁହଁରେ…
Read More...

ଗର୍ଭଧାରଣ ସମୟରେ ମହିଳାମାନେ ସତର୍କ ରହିବା ଉଚିତ

ଭୁବନେଶ୍ୱର: ମହିଳାମାନେ ଗର୍ଭବତୀ ସମୟରେ ଅଧିକରୁ ଅଧିକ ସତର୍କ ରହିବା ଉଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ବିଶେଷ କରି ଏହି ସମୟରେ ମହିଳାମାନେ ନିଜର ଖାଦ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରିବା ଜରୁରୀ ହୋଇଥାଏ । ଭର୍ଗବତୀ ଥିବା ସମୟରେ ଅରୁଚି ହେଉଥିବା ହେତୁ ମହିଳାମାନେ ଖାଇବାକୁ…
Read More...

ଆସନ୍ତୁ ଜାଣିବା ଅପରାଜିତା ଫୁଲର ଉପକାରିତି

ଅପରାଜିତା ଫୁଲ ମହାଦେବ ଖୁବ ପ୍ରିୟ ହୋଇଥାଏ । ଏହି ଅପରାଜିତା ଫୁଲ ସମସ୍ତଙ୍କ ବାଢିରେ ହୋଇଥାଏ । ଲତା ହୋଇ ଚାରିଆଡେ ମାତିଥାଏ । ଅପରାଜିତାର କୌଣସି ଯତ୍ନ ନେବାକୁ ପଡେନି । ଅପରାଜିତା ଫୁଲ ଯେତିକି ସୁନ୍ଦର ସେତିକି ସ୍ୱାସ୍ଥ୍ୟାକର । ଅପରାଜିତାରେ ଅନେକ ଔଷଧୀୟ ଗୁଣ ଥାଏ ତେବେ ଆସନ୍ତୁ ଜାଣିବା…
Read More...

ଶୟନ କକ୍ଷରେ ଏସବୁ ରଖୁଛନ୍ତି କି?

ବ୍ୟୁରୋ : ବାସ୍ତୁରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ଜୀବନରେ ବାସ୍ତୁର ଖୁବ ମହତ୍ୱ ରହିଛି । ଘରେ ରଖିଥିବା ପ୍ରତ୍ୟେକ ଜିନିଷକ ବାସ୍ତୁ ଅନୁଯାୟୀ ରଖିବା ଦ୍ୱାରା ଅନେକ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହୋଇଥାଏ । ନକରାତ୍ମକ ଶକ୍ତି ଦୂର ହେବା ସହ ଜୀବନରେ ହସଖୁସି ଭରିଯାଏ…
Read More...

ଜାଣନ୍ତୁ କେଉଁ କଡ଼ ମାଡି ଶୋଇଲେ ମିଳେ ଉପକାର?

ବ୍ୟୁରୋ : ଭୁଲ ଅବସ୍ଥାରେ ପଡ଼ିଥିବାରୁ ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଆଜି ଅ ।ମେ ଜାଣିବା କେଉଁ କଡ଼ ମାଡି ଶୋଇବା ଦ୍ୱାରା ଲାଭ ମିଳିଥାଏ । ସାରା ଦିନ ଚଲା ବୁଲା କରିବା ଦ୍ୱାରା ଆମେ କ୍ଳାନ୍ତ ହୋଇ ଶଯ୍ୟାରେ ଶୋଇପଡୁ । କିନ୍ତୁ କେଉଁ କଡ଼ ମାଡି ଶୋଇବା ଉଚିତ ସେଥିପ୍ରତି ଧ୍ୟାନ…
Read More...

କେଶ ଝଡିବା ସମସ୍ୟା ଦୂରକରିବ ଘରୋଇ କଣ୍ଡିସନର

ବର୍ତ୍ତମାନ ସମୟରେ କେଶ ଝଡିବା ଏକ ବଡ ସମସ୍ୟା । ସେଥିପାଇଁ ବହୁ ସମୟରେ ଅନେକ ପ୍ରକାର ପ୍ରୟାସ କରିଥାଉ । କେଶକୁ ମୋଟା ଏବଂ ସୁନ୍ଦର ରଖିବା ପାଇଁ ସାମ୍ପୁ କଣ୍ଡିସନର ଲଗାଇବା ଜରୁରୀ ହୋଇତାଏ । କିନ୍ତୁ ବଜାରରେ ମିଳୁଥିବା କଣ୍ଡିସନର କେମିକାଲ ଯୁକ୍ତ ହୋଇଥାଏ । ଯାହା ଦ୍ୱାରା କେଶ ସୁନ୍ଦର…
Read More...

ଖାଦ୍ୟରେ ରାଗ କମ୍ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ବ୍ୟୁରୋ : ରୋଷେଇ କରିବା ମଧ୍ୟ ଏକ କଳା । ଖାଦ୍ୟରେ ପ୍ରସ୍ତୁତ ବେଳେ ଯେକୌଣସି ସାମଗ୍ରୀର ଅନୁପାତ ଠିକ ନରହିଲେ ପାଗ ଓ ସ୍ୱାଦ ବିଗିଡି ଯାଏ । ଏଭଳି ଏକ ସାମଗ୍ରୀ ହେଉଛି ଲଙ୍କା । ଲଙ୍କାର ପରିମାଣ ଯଦି ଅଧିକ ହୋଇଯାଏ ,ତା’ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡେ । ଆଡେ ଯେଉଁମାନେ ଆଦୌ ରାଗ…
Read More...

ପ୍ରତିଦିନ ଡାଏଟରେ ସାମିଲ୍ କରନ୍ତୁ ତେନ୍ତୁଳି ଜୁସ୍

ବ୍ୟୁରୋ : ଅଧିକାଂଶ ଲୋକ ମିଠା ଏବଂ ଖଟା ଖାଇବାକୁ ପସନ୍ଦ କରନ୍ତି । ସେ ଜୁସ୍ ହେଉ କିମ୍ବା ଚଟନି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । କୁହାଯାଏ କି ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ଭଳି ଉପାଦାନ…
Read More...