Browsing Category
ଭାରତ
ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବଢ଼ିଲା ଭାରତୀୟ ସେନାର ଶକ୍ତି । ଭାରତୀୟ ସେନା ବଙ୍ଗୋପସାଗରର ଏକ ପରୀକ୍ଷଣ ପରିସରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ଯୁଦ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳତାର ସହ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ ଏହି ମିଶନକୁ ଦକ୍ଷିଣ କମାଣ୍ଡର ବ୍ରହ୍ମୋସ ୟୁନିଟ୍…
Read More...
Read More...
ଭାରତୀୟ କ୍ରିକେଟ ପୁଣିଥରେ ଅସ୍ଥିରତା, ବୈଠକ ଡାକିଲା BCCI
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପୁଣିଥରେ ଅସ୍ଥିରତା ମଧ୍ୟରେ ଅଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ବିସିସିଆଇ ହେଡ୍ କୋଚ୍ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ କିଛି ଶୀର୍ଷ ବୋର୍ଡ ଅଧିକାରୀଙ୍କ ସହିତ ଏକ ବୈଠକ ଡାକିଛି। ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ…
Read More...
Read More...
ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ
ଭୁବନେଶ୍ବର:- ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ୨୦୨୫ର, ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪ ଜଣ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଖେଳାଳିମାନଙ୍କୁ କହିଛନ୍ତି, ପ୍ରତ୍ୟେକ ଓଡିଆଙ୍କ…
Read More...
Read More...
ତାମିଲନାଡୁ ରାଜ୍ୟପାଳଙ୍କ ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ
ତାମିଲନାଡୁ ରାଜ୍ୟପାଳଙ୍କ ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ତେବେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ରାଜଭବନକୁ ଲୋକଭବନ ଏବଂ ରାଜନିବାସକୁ ଲୋକନିବାସ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ପରାମର୍ଶକୁ ଗ୍ରହଣ କରିଛି । ଏହାପରେ…
Read More...
Read More...
ଆତ୍ମସମର୍ପଣ ୩୭ ଜଣ ମାଓବାଦୀ, ୨୭ ଜଣଙ୍କ ଉପରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି
ମାଲକାନଗିରି: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ଗୌରବ ରାଏ…
Read More...
Read More...
ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ
ଆଜିଠୁ ସଂସଦର ଶୀତ ଅଧିବେଶନ। ଚଳିତ ଅଧିବେଶନରେ ୧୫ଟି ବୈଠକ ହେବ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ୧୦ଟି ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି । SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ । ଶୀତକାଳୀନ ଅଧିବେଶନରେ…
Read More...
Read More...
ସରିଲା ବୈଠକ, ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ
ସରିଲା ସର୍ବଦଳୀୟ ବୈଠକ । ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଆଜି ସରିଛି ସର୍ବଦଳୀୟ ବୈଠକ । ଆଜି ପୂର୍ବାହ୍ନ ୧୧ଟାରେ ବସିଥିଲା ସର୍ବଦଳୀୟ ବୈଠକ । ଏହାପରେ ଆସନ୍ତକାଲି ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ ।…
Read More...
Read More...
ଶ୍ରୀଲଙ୍କାରେ ଛାରଖାର କରିବା ପରେ ଭାରତ ମୁହାଁ ବାତ୍ୟା ଡିଟୱା
୩୦ ନଭେମ୍ବରରେ ଘୂର୍ଣ୍ଣିଝଡ଼ ଡିଟୱା ସ୍ଥଳଭାଗ ଛୁଇଁବା ପାଇଁ ପ୍ରସ୍ତୁତ ହେଉଥିବାରୁ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ତାମିଲନାଡୁ ସ୍କୁଲ ଶିକ୍ଷା ବିଭାଗ ଶନିବାର ରାଜ୍ୟର ସମସ୍ତ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଛି। ଶିକ୍ଷା ବିଭାଗର ସର୍କୁଲାରରେ କୁହାଯାଇଛି,…
Read More...
Read More...
ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି
ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଛି । ରବିବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଘଟିଛି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଅତି ଖରାପ' ରୁ 'ଖରାପ' ବର୍ଗକୁ ସ୍ଥାନାନ୍ତରିତ…
Read More...
Read More...
ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଯାନ୍ତ୍ରିକ ତ୍ରୁଟି
ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍ ତ୍ରୁଟି ଆବିଷ୍କାର ହେବା ପରେ, A320 ଫ୍ୟାମିଲିର ବିମାନକୁ…
Read More...
Read More...