Browsing Category
ଭାରତ
ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ମୁମ୍ବାଇରେ ଗିରଫ
ମୁମ୍ବାଇ: ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ମୁମ୍ବାଇରେ ଗିରଫ। ୩୦ କୋଟି ଜାଲିଆତି ମାମଲାରେ ଗିରଫ ହୋଇଛନ୍ତି। ମୁମ୍ବାଇ ପୋଲିସ ସହାୟତାରେ ଗିରଫ କଲା ରାଜସ୍ଥାନ ପୋଲିସ୍। ପୂର୍ବରୁ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ନାଁରେ ଲୁକଆଉଟ୍ ନୋଟି୍ ହୋଇଥଲା। ୭ ଦିନ ତଳେ ଲୁକ୍ଆଉଟ୍ ନୋଟିସ୍ କରିଥିଲା…
Read More...
Read More...
ଗୋଆ ନାଇଟ୍ କ୍ଲବରେ ବଡ଼ ବିସ୍ଫୋରଣ, ଗଲା ୨୫ ଜୀବନ
ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ (ଡିସେମ୍ବର ୬, ୨୦୨୫) ଉତ୍ତର ଗୋଆର ଅରପୋରା ଗାଁରେ ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୋଆ ପୋଲିସ ମୁଖ୍ୟ ଆଲୋକ କୁମାର ପିଟିଆଇକୁ କହିଛନ୍ତି ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ…
Read More...
Read More...
ବାତିଲ୍ ହେଲା ବିବାହ, ପରସ୍ପରକୁ ଅନ୍ଫଲୋ କଲେ ପଲାଶ-ସ୍ମୃତି
ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଏହା ପରେ ସେମାନେ ଇନ୍ଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ସ୍ମୃତି କହିଛନ୍ତି, ଉଭୟ ପରିବାରର…
Read More...
Read More...
ପାକିସ୍ତାନ ମହିଳାଙ୍କ ଆକୁଳ ନିବେଦନ, ମୋତେ ନ୍ୟାୟ ଦିଅନ୍ତୁ ମୋଦୀ ଜୀ
ନୂଆଦିଲ୍ଲୀ: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ ନିବେଦନ କରୁଥିବାର ଦେଖାଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ କରାଚୀରେ ଧୋକା ଦେଇ…
Read More...
Read More...
ଭାଙ୍ଗିଲା ମହିଳା କ୍ରିକେଟର ସ୍ମୃତି ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସଙ୍କ ବାହାଘର
ଭାଙ୍ଗିଲା ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସ ମୁଚ୍ଚଲଙ୍କ ବାହାଘର । ଏନେଇ ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ…
Read More...
Read More...
କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ
ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ। କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗୋଟିଏ ପରେ ଗୋଟିଏ ବିବାଦକୁ ନେଇ ଛନ୍ଦି ହୋଇଯାଉଛନ୍ତି । ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ ନେଇ ବିବାଦ ଏବଂ ଏବେ ଏକ ଭାଇରାଲ ଭିଡିଓ ଆର୍ଯ୍ୟନ ଖାନଙ୍କୁ ପୁଣି ଥରେ ସମସ୍ୟାରେ…
Read More...
Read More...
ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବଡ଼ ବିଜୟ, ୯ ୱିକେଟ୍ରେ ହାରିଲା ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ: ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ହରାଇଲା ଭାରତ । ଜୟସ୍ବାଲ ୧୧୬, ରୋହିତ ୭୫, କୋହଲି ୬୫ ରନ୍ କରିଛନ୍ତି । ଦକ୍ଷିଣ ଆଫ୍ରିକା ୨୭୦ ରନ କରି ଅଲଆଉଟ୍ ହୋଥିବା ବେଳେ, ଭାରତ ୩୯.୫ ଓଭରରେ ୨୭୧/୧ ରନ୍ ହାସଲ କରିଛି । ୩ ମ୍ୟାଚ୍…
Read More...
Read More...
ODI କ୍ୟାରିୟରରେ ପ୍ରଥମ ଶତକ କଲେ ଜୟସ୍ବାଲ, ୧୧୧ ବଲ୍ରୁ ୧୦ ଚୌକା, ଗୋଟିଏ ଛକା
ନୂଆଦିଲ୍ଲୀ: ODI କ୍ୟାରିୟରରେ ପ୍ରଥମ ଶତକ କଲେ ଜୟସ୍ବାଲ । ଦକ୍ଷଣି ଆଫ୍ରିକା ବିପକ୍ଷରେ ପ୍ରଥମ ODI ଶତକର ସୌଭାଗ୍ୟ ଲାଭ କଲେ ଜୟସ୍ଵାଲ । ୧୧୧ ବଲ୍ରୁ ୧୦ ଚୌକା, ଗୋଟିଏ ଛକା ଜରିଆରେ ଶତକ ହାସିଲ । ଷଷ୍ଠ ଭାରତୀୟ ଭାବେ ସମସ୍ତ ୩ ଫର୍ମାଟରେ ଶତକର ଗୌରବ ହାସଲ କଲେ ଖେଳାଳି । ବାମହାତୀ ଓପନର…
Read More...
Read More...
ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ୨୦ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ
ନୂଆଦିଲ୍ଲୀ: ରେକର୍ଡ କଲେ ହିଟ୍ ମ୍ୟାନ । ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ୨୦ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ । ଏନେଇ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଚତୁର୍ଥ ଭାରତୀୟ ବ୍ୟାଟର ଭାବେ ୨୦ ହଜାର ଅନ୍ତର୍ଜାତୀୟ ରନ୍ ହାସଲ କରିଛନ୍ତି ରୋହିତ ଶର୍ମା । ତେବେ…
Read More...
Read More...
ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର, ବାହାଘର ସିଜିନରେ ଶସ୍ତା ହୋଇଗଲା ସୁନା
ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର। ବାହାଘର ସିଜିନରେ ଶସ୍ତା ହୋଇଗଲା ସୁନା । ଏବେ ଶୀଘ୍ର ଶୀଘ୍ର ଦୋକାନକୁ ଯାଆନ୍ତୁ ଆଉ ଭରି ଭରି ସୁନା ନିଜ ପ୍ରିୟ ଲୋକଙ୍କ ପାଇଁ କିଣି ଆଣନ୍ତୁ । କାରଣ ଭାରତରେ ସୁନା ମୂଲ୍ୟ ଡିସେମ୍ବର ୬ ତାରିଖରେ ହ୍ରାସ ପାଇଛି । ୧୦୦ ଗ୍ରାମ ସୁନାର ମୂଲ୍ୟ…
Read More...
Read More...