Browsing Category

ଭାରତ

ବର୍ଷାର କରାଳ ରୂପରେ ବଳିପଡିଛି ଅନେକ ଜୀବନ

ହିମାଞ୍ଚଳପ୍ରଦେଶ: ବର୍ଷାର କରାଳ ରୂପରେ ବଳିପଡିଛି ଅନେକ ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡିଛି । ମାଣ୍ଡିରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶିମଲାରେ  ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୪୦୦ ରୁ ଅଧିକ…
Read More...

ଆୟର୍ଲାଣ୍ଡରୁ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଦେଖିଲେ ଭାରତୀୟ ଖେଳାଳି

ମୁମ୍ବାଇ: ଭାରତର ଚନ୍ଦ୍ରାୟନ ୩ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଛି। ଦେଶବାସୀଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଏଥିସହିତ ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ଚନ୍ଦ୍ରଯାନର ସଫଳ ଅବତରଣର ସାକ୍ଷୀ ହୋଇଥିଲେ। ବାସ୍ତବରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଆୟର୍ଲାଣ୍ଡରେ ଅଛନ୍ତି। ଏହି…
Read More...

ଦିଲ୍ଲୀ ବିମାନବନ୍ଦରରେ ସିଧାସଳଖ ଧକ୍କା ହେବାରୁ ବର୍ତ୍ତିଲା ୨ ବିମାନ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଅନ୍ୟ ଏକ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇଥିଲା ଯେତେବେଳେ ଭିସ୍ତାରା ଏୟାରଲାଇନ୍ସର ଏକ ବିମାନକୁ ଉଡ଼ାଣ ଭରିବାକୁ ଅନୁମତି ଦିଆଯାଇଥିଲା। ଏଟିସିର ନିର୍ଦ୍ଦେଶ ଅନୁଯାୟୀ ବିମାନଟି ବାତିଲ…
Read More...

ମନରେଗା ଯୋଜନାରେ ଅବହେଳା ହୋଇଥିବା ମଲ୍ଲିକାର୍ଜୁନ ଖଡଗେଙ୍କ ଅଭିଯୋଗ

ଭାରତ: ମନରେଗା ଯୋଜନାରେ ଅବହେଳା ହୋଇଥିବା କଂଗ୍ରେସର ଅଭିଯୋଗ ।ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଉ ଏଭଳି ଅଭିଯୋଗ ଆଣି ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ୨୦୦୫ ମସିହା ଆଜିର ଦିନରେ କଂଗ୍ରେସ ସରକାର ଦେଶର କୋଟି କୋଟି…
Read More...

ଭାରତ ରଚିଲା ଇତିହାସ , ସଫଳତାର ସହ ପହଞ୍ଚିଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରେର)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋ । ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି।…
Read More...

Chandrayaan-3 ପାଇଁ ଅନ୍ନ, ଜଳ ତ୍ୟାଗ କଲେ ସୀମା ହାଇଦର

ଚାଲିଛି କାଉଣ୍ଟଡାଉନ ବଢୁଛି ହାର୍ଟବିଟ । ଆଉ କିଛି ସମୟ ପରେ ଜହ୍ନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ଭାରତ । ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠରେ କିଭଳି ସଫଳ ଅବତରଣ କରିବ ସେ ନେଇ ପୁରା ଦେଶ ପ୍ରାର୍ଥନା କରୁଛି । ଏମିତିକି ନିଜ ନିଜ ଶୈଳୀରେ ଖୁସି ମନାଉଛନ୍ତି ସମସ୍ତେ ।…
Read More...

ସଫଳତାର ପାହାଚରେ ଟ୍ରାନ୍ସଜେଣ୍ଡର ରୁଥ୍

ଭାରତ: ପରିଚୟ ସୃଷ୍ଟି କଲେ ଟ୍ରାନ୍ସଜେଣ୍ଡର ରୁଥ୍ । ନିଜ ପରିଚୟକୁ ଲୁଚାଇବା ପରିବର୍ତ୍ତେ ସାହାସିକତାର ସହିତ କଠିନ ପରିଶ୍ରମ କରି ଲୋକଲୋଚନକୁ ଆସିଛନ୍ତି ଟ୍ରାନ୍ସଜେଣ୍ଡର ରୁଥ୍ ଜନ କୋୟଲା। ଜଣେ ଟ୍ରାନ୍ସଜେଣ୍ଡର ହୋଇ ମଧ୍ୟ ଅପବାଦକୁ ଖାତିର ନକରି ଡାକ୍ତରୀ ପାଠ ପଢିଥିଲେ ରୁଥ୍ । ଆଉ ଏବେ…
Read More...

ଅଳ୍ପ ସମୟରେ ଜହ୍ନକୁ ଛୁଇଁବ ଭାରତ

ନୁଆଦିଲ୍ଲୀ: ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରେର)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।…
Read More...

କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନାସନାଲ ଆଇକନ୍ ଭାବେ ଘୋଷଣା

ଭାରତ: କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ତେନ୍ଦୁଲକରଙ୍କୁ ନାସନାଲ ଆଇକନ୍ ଭାବେ ଘୋଷଣା କରାଯାଇଛି । ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ନିର୍ବାଚନ କମିଶନ ଅଫ ଇଣ୍ଡିଆ । ଆଗାମୀ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବା ଲାଗି ଲୋକଙ୍କୁ ସଚେତନ କରିବାକୁ ନାସନାଲ…
Read More...

ହିମାଚଳ ପ୍ରଦେଶରେ ଭୂସ୍ଖଳନ ହୋଇ ୫ଜଣଙ୍କର ମୃତ୍ୟୁ

ପାହାଡିଆ ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ଦାଉ ସାଧୁଚି ପ୍ରାକୃତିକ ବିପର୍ଯ୍ୟୟ । କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଥିବା କୁହାଯାଉଛି । ଆଜିବି ପ୍ରବଳ ବର୍ଷା ସହିତ ସିମଲା ମଣ୍ଡି ଠାରେ…
Read More...