Browsing Category
ଭାରତ
ତିରୁମାଲା ଘାଟରେ ଚିତାବାଘକୁ ଧରିବାରେ ସଫଳ ବନବିଭାଗ
ଆନ୍ଧ୍ରପ୍ରଦେଶ: ସୋମବାର ସକାଳେ ତିରୁମାଲା ଘାଟରେ କୌଶଳକ୍ରମେ ଜନ୍ତା ପକାଇ ବନବିଭାଗ ଏକ ଚିତାବାଘକୁ ଧରିବାରେ ସଫଳ ହୋଇଛି । ସୋମବାର ଆନ୍ଧ୍ରପ୍ରଦେଶର ତିରୁମାଲା ଘାଟର ସପ୍ତମ ମାଇଲ ନିକଟରେ ବନବିଭାଗ ଅଧିକାରୀମାନେ ଚିତାବାଘକୁ ଫାଶ କରି ଧରିବାରେ ସଫଳ ହୋଇଛନ୍ତି। ଅଗଷ୍ଟ ଆରମ୍ଭରୁ ବନ…
Read More...
Read More...
ପୁଣି ଥରେ ହରିୟାଣା ନୁହରେ ୧୪୪ ଧାରା ଲାଗୁ
ହରିୟାଣା: ପୁଣି ଥରେ ହରିୟାଣା ନୁହରେ ୧୪୪ ଧାରା ଲାଗୁ ହୋଇଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ବ୍ରିଜମଣ୍ଡଳ ଯାତ୍ରାକୁ ମଞ୍ଜୁରୀ ଦେଇନଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହୋଇଯାଇଛି । ତେବେ ନୁହରେ ଏପରି ସ୍ଥିତିକୁ ଦୃଷ୍ଟିରେ…
Read More...
Read More...
ଇତିହାସ ରଚିଲେ ନୀରଜ ଚୋପ୍ରା: ୮୮.୧୭ ମିଟର ଥ୍ରୋ କରି ଜିତିଲେ ସ୍ୱର୍ଣ୍ଣ
ଇତିହାସ ରଚିଲେ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକକୁ କଲେ ନିଜ ନାଁରେ | ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ଵର୍ଣ୍ଣ ବିଜୟର ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ଵର୍ଣ୍ଣିମ ସଫଳତା…
Read More...
Read More...
ହରିୟାଣା ନୁହରେ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ
ହରିୟାଣା: ହରିୟାଣା ନୁହରେ ଦୁଇ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ଆଜିଠାରୁ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ଏବଂ ଏସଏମଏସ ସେବା ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶ୍ୱ ହୁନ୍ଦୁ ପରିଷଦ ବ୍ରିଜ ମଣ୍ଡଳ ଜଳ ଅଭିଷେକ ଯାତ୍ରା କାରଣରୁ…
Read More...
Read More...
ମହାକାଶ ଯିବ ଲେଡି ରୋବଟ୍ “ବ୍ୟେମମିତ୍ର’
ଭାରତ: ମହାକାଶ ଯିବ ଲେଡି ରୋବଟ୍ “ବ୍ୟେମମିତ୍ର’ । ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଭାରତ ମହାକାଶ ମିଶନକୁ ନେଇ ବେଶ ଉତ୍ସାହିତ। ଆଉ ଏହି ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପରବର୍ତ୍ତୀ ମହାକାଶ ମିଶନ୍କୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି। ଭାରତର ଆଗାମୀ ମିଶନ୍…
Read More...
Read More...
ମଶା ଦ୍ୱାରା ବ୍ୟାପୁଛି ଜୀକା ଭାଇରସ
ଭାରତ: ମଶା ଦ୍ୱାରା ବ୍ୟାପୁଛି ଜୀକା ଭାଇରସ । ଡେଙ୍ଗୁ ପରି ଏହି ଭାଇରସ ମଧ୍ୟ ମଶା ଦ୍ୱାରା ବ୍ୟାପୁଛି । ବିଗତ ଦିନରେ କରୋନା ମହାମାରୀ ଲୋକଙ୍କୁ ବେଶ ପ୍ରଭାବିତ କରିଥିବାବେଳେ ଏବେ ମୁମ୍ବାଇରେ ଜୀକା ଭାଇରସର ଭୟ ଦେଖିବାକୁ ମିଳିଛି । ମୁମ୍ବାଇର ଜଣେ ବ୍ୟକ୍ତି ଜୀକା ଭାଇରସ୍ ପଜିଟିଭ୍ ଚିହ୍ନଟ…
Read More...
Read More...
ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ
ଭାରତରେ ହେବାକୁ ଥିବା ବିଶ୍ୱକପ ୨୦୨୩ ପାଇଁ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତ ଖେଳୁନଥିବା ମ୍ୟାଚର ଟିକେଟ ବିକ୍ରି ହୋଇଥିଲା । ଏହି ସମୟରେ ଟ୍ରାଫିକ ଜାମ ହେବାରୁ ୱେବସାଇଟ ଏବଂ ଆପ ୩୦ରୁ ୪୦ ମିନିଟ କ୍ରାସ ହୋଇଯାଇଥିଲା । ଏଥିଯେଗୁ କ୍ରିକେଟ ପ୍ରେମୀ ନିରାଶ…
Read More...
Read More...
ସୂର୍ଯ୍ୟକୁ ନେଇ ମିଶନ ଆଦିତ୍ୟ ଏଲ ୱାନ
ଭାରତ: ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଏବେ ସୂର୍ଯ୍ୟକୁ ନେଇ ମିଶନ ଆଦିତ୍ୟ ଏଲ ୱାନ । ଭାରତୀୟ ମହାକାଶ ଗବେଷଣା ସଂଗଠନ ଏବେ ସୂର୍ଯ୍ୟ ଉପରେ ଅଧିକ ଗବେଷଣା କରିବାକୁ ଯାଉଛି । ଏନେଇ ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ ୱାନ ପାଇଁ ବଡ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨ରେ ଲଞ୍ଚ ହୋଇପାରେ…
Read More...
Read More...
ଜାତୀୟ ସ୍ତରରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନୂଆଦିଲ୍ଲୀ: ପୁଣି ନବୀନ ନମ୍ବର-୧ । ଜାତୀୟ ସ୍ତରରେ ଝଲସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ମୁଡ ଅପ ଦି ନେସନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରଥମ ସ୍ଥାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ପ୍ରତିଶକ ସମର୍ଥନ ମିଳିଛି । ସର୍ଭେ…
Read More...
Read More...
ଚନ୍ଦ୍ରରେ ‘ ଶିବଶକ୍ତି’ ଏବଂ ‘ତିରଙ୍ଗା ପଏଣ୍ଟ’ର ନାମକରଣ
ଭାରତ: ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କାଲା ସେ ସ୍ଥାନକୁ ‘ ଶିବଶକ୍ତି’ ନାମରେ ନାମିତ କରାଗଲା । ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ଅଳ୍ପକେ କ୍ରାସ୍ ହୋଇଯାଇଥିଲା ସେ ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ଭାବେ ନାମିତ କରାଗଲା । ଏପରି ନାମକରଣ କରିଛନ୍ତି…
Read More...
Read More...