Browsing Category

ଭାରତ

ଚାଲିଛି ଭୋଟ୍ ଗଣନା: ବାହାରିବ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ସେପ୍ଟମ୍ବର ୫ ମଙ୍ଗଳବାର ଦିନ ୬ ରାଜ୍ୟର ୭ ବିଧାନସଭା ଆସନପାଇଁ ଭୋଟ୍ ଗ୍ରହଣ ହୋଇଥିବାବେଳେ ଆଜି ଉପନିର୍ବାଚନ ଫଳାଫଳ ଏହି ବାହାରିବ । ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ପ୍ରଥମ ନିର୍ବାଚନ ଲଢେଇ ହୋଇଥିବାବେଳେ କାହା ସପକ୍ଷରେ ଜନମତ…
Read More...

BCCI ତରଫରୁ ସଚିନଙ୍କୁ ‘ଗୋଲ୍ଡେନ୍ ଟିକେଟ’

ଅକ୍ଟୋବର ୫ରୁ ଭାରତରେ ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବ । ଏଥିପାଇଁ BCCI  ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଭାରତର ଆଇକନ୍ ଗୁଡିକୁ ସ୍ୱତନ୍ତ୍ର ଟିକେଟ୍ ଦେବାକୁ ବୋର୍ଡ ଯୋଜନା କରିଛି। ଏହାର ନାମ ‘ ଗୋଲ୍ଡେନ୍ ଟିକେଟ୍ ଫର ଇଣ୍ଡିଆ ଆଇକନ୍ସ ରଖାଯାଇଛି। ଏହା ଅଧୀନରେ ବଲିଉଡର ଅଭିନେତା…
Read More...

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ବାବର ଆଜମଙ୍କ ଚେତାବନୀ

ଏସିଆ କପରେବ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ମୁକାବିଲାରେ  ଦେଖିବାକୁ ମିଳିବ । ପୂର୍ବରୁ ହୋଇଥିବା ମାତରେ  ବର୍ଷା ଯୋଗୁଁ ପ୍ରଶଂସକ ପୂରା ମ୍ୟାଚର  ଆନନ୍ଦ ଉଠାଇ ପାରି ନ ଥିଲେ। ଏବେ ଦୁଇ ଦଳ ପୁଣି ଥରେ ସୁପର-୪ ମୁକାବିଲାରେ ମୁହାଁମୁହିଁ  ହେବେ। ଏହି ବଡ଼ ମ୍ୟାଚ୍ ପୂର୍ବରୁ…
Read More...

ସୁପର-୪ରେ ବର୍ଷା ସାଜିବ କି ବାଧକ?

ପାକିସ୍ତାନରେ ଆଜି ଏସିଆ କପ୍‌ର ସୁପର-୪ର ପ୍ରଥମ ମୁକାବିଲା ଶେଷ ହୋଇଛି। ଏବେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମୁକାବିଲା ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ। ତେବେ ସବୁଠୁ ଚଡ଼ ଚିନ୍ତାର କାରଣ ଥିଲା ସେଠାକାର ପାଣିପାଗ। କାରଣ ଗତ କିଛି ଦିନ ହେବ ସେଠାରେ ଲଗାତାର ବର୍ଷା ହେଉଛି। ତେବେ ଏହା ମଧ୍ୟରେ…
Read More...

ବିଜୟଙ୍କ ସହ ଲିଭ-ଇନରେ ରଶ୍ମିକା ? ଫ୍ୟାନ କରିଲେ ପ୍ରଶ୍ନ

ସାଉଥ ସୁପରଷ୍ଟାର ତଣା ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରକୋଣ୍ଡା । ଏହି ଦୁଇ ସାଉଥ ଷ୍ଟାରକୁ ନେଇ ସବୁବେଳେ ଚର୍ଚ୍ଚ ଲାଗିରହିଛି । ଏହି ଯୋଡିକୁ ନେଇ ସବୁ ବଳେ ଗୁଜର ଉଠେ ଏମାନେ ପରସ୍ପରକୁ ଡେଟ କରୁଛନ୍ତି । ନିକଟରେ ରଶ୍ମିକା ଏବଂ ବିଜୟଙ୍କ ବିଷୟରେ ନୂଆ କଥା ସାମ୍ନାକୁ ଆସିଛି…
Read More...

କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ | ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣିମ ସଫଳତା ଦେଇଥିବା ଖେଳାଳି ନୀରଜ ଚୋପ୍ରା | ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ କବ୍‌ଜା…
Read More...

ଓଲଟିଲା ଯାତ୍ରୀବାହୀ ଡଙ୍ଗା: ୫ ଜଣ ବୁଡି ପ୍ରାଣ ହରାଇଥିବା ସୂଚନା

ବିହାର: କାଳ ହେଲା ଝଡତୋଫାନ । ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଆଉ ବୁଡିଗଲେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ । ଏମିତି ଅଘଟଣର ଚିତ୍ର ସାମ୍ନାକୁ ଆସିଛି ବିହାରର ଦରଭଙ୍ଗାରୁ । ବିହାର ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରସ୍ଥାନ ପୂର୍ବ ପ୍ରଖଣ୍ଡ ଶହାପୁର ଅଞ୍ଚଳରେ ବୁଧବାର ଘଟିଛି ଏପରି ଅଘଟଣ । ଝାଝରା…
Read More...

ପ୍ୟାକେଟରେ ଗୋଟିଏ କମ ବିସ୍କୁଟ , କମ୍ପାନୀ ଦେବେ ୧ଲକ୍ଷ ଜରିମାନା

ଗୋଟିଏ ବିସ୍କୁଟ କମ୍ ଥିବାରୁ କମ୍ପାନୀକୁ ଦେବାକୁ ପଢିବ ୧ଲକ୍ଷ ଟଙ୍କା ଜରିମାନା । ଏ କଥାଟି ଆପରଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଘଟଣା ଘଟିଛି ତାମିଲନାଡୁର ତିରୁବଲ୍ଲୁବର ଠାରେ । ସେଠାରେ ଥିବା ଏକ ବିସ୍କୁଟ କମ୍ପାନୀ ଏବେ ଜଣେ ଗ୍ରାହକଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ…
Read More...

ଛେଳି ପାଇଁ ଟ୍ରେନ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା

ରାଂଚୀ: ବିନା ଟ୍ରେନ ଟିକେଟରେ ଯାତ୍ରା କରିବା ଆଇନଗତ ଅପରାଧ । ହେଲେ ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ । କିନ୍ତୁ ରାଂଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟ ପଣିଆ ପ୍ରଶଂସାର ପତ୍ର ହୋଇଛି । ଜଣେ ବୃଦ୍ଧା…
Read More...

ଆଇସିସି ରାଙ୍କରେ ଶ୍ରେଷ୍ଠରେ ଇଶାନ କିଷନ, ତୃତୀୟରେ ଶୁଭମନ ଗିଲ୍

ନୂଆଦିଲ୍ଲୀ : ଆଇସିସି ତରପରୁ ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି । ଏଥିରେ ଭାରତୀୟ ଦଳର ତାରକା ଓପନର ଶୁଭମନ ଗିଲ ଏବଂ ୱିକେଟ କିପର ବ୍ୟାଟର ଇଶାନ କିଷନ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । ଗିଲ ଗୋଟିଏ ସ୍ଥାନରୁ ଉନ୍ନିତ ଘଟାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଶୁଭମନ…
Read More...