Browsing Category

ଭାରତ

ଘରକରଣା ଦୋକାନରେ ଥିବା ଦାନ ପାତ୍ରରେ ମଣିଷ ଖପୁରି

ଫିନିକ୍ସ୍‌: ଦାନ ପାତ୍ରରେ ମଣିଷ ଖପୁରି | ଆମେରିକୀୟ ପ୍ରଦେଶ ଏରିଜୋନାରେ ଥିବା ଏକ ‘ଗୁଡ୍‌ୱିଲ୍‌ ଷ୍ଟୋର୍‌’ରେ ରଖାଯାଇଥିବା ଏକ ଦାନପାତ୍ରରୁ (ବାକ୍ସ) ମଣିଷ ଖପୁରି ବାହାରିବା ସଂକ୍ରାନ୍ତରେ ପୁଲିସ ତଦନ୍ତ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ ନେଇ ମଙ୍ଗଳବାର ଦିନ…
Read More...

ଜି-୨୦ ମମ୍ମିଳନୀ: ‘ଭାରତ ମଣ୍ଡପମ’ରେ ବିଶ୍ୱ ନେତାଙ୍କୁ ସ୍ୱାଗତ କରୁଛନ୍ତି

ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି । ଜଣକ ପରେ ଜଣେ ନେତା ଆସି ଭାରତ ଭଣ୍ଡପ ଉପରେ ପହଞ୍ଚୁ ଛନ୍ତି । ସେମାନଙ୍କୁ ସ୍ୱାଗତରେ କରୁଛନ୍ତି ମୋଦୀ । ସବୁଠାରୁ ବଡ କଥା ହେଉଛି…
Read More...

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସହ ଧୋନୀଙ୍କ ଗଲ୍ଫ ଖେଳ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ର ଖେଳ ଦୁନିଆରେ ସମସ୍ତଙ୍କର ପ୍ରିୟ ରହିଥିବାବେଳେ ଏବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାର…
Read More...

କଲମ୍ବୋରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସବୁବେଳେ ଖୁବ୍ ଉତ୍ସାହ ରହିଥିବାବେଳେ ପୁଣି ରବିବାର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଭାରତ ଓ ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ । କଲମ୍ବୋର ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ଏହି ମ୍ୟାଚ୍…
Read More...

ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କଡା ସୁରକ୍ଷା ବଳୟରେ ଭାରତରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ”ଏୟାରଫୋର୍ସ ୱାନ ‘ ଭାରିରେ ପହଞ୍ଚି ସାରିଛି । ଆଉ ଏଥିରେ ଆମେରିକାରୁ ଯାତ୍ରା କରି ଭାରତ…
Read More...

ଶାହାରୁଖ ଖାନଙ୍କ ‘ଜବାନ’ପ୍ରଥମ ଦିନରେ ବକ୍ସ ଅଫିସରେ ରେକର୍ଡ

ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ଗତକାଲି ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ ହେବା ଆଗରୁ ଟିକେଟ ବିକ୍ରିରେ ରେକର୍ଡ କରିଥିଲା । ସେଥିପାଇଁ ପ୍ରଥମ ଦିନରେ କେତେ ରୋଜଗାର କରିଛି ଏନେଇ ସମସ୍ତେ ଅପେକ୍ଷା କରି ରହିଛିନ୍ତି ।ଯଦିଓ ପୂର୍ବରୁ କିଛି ଫ୍ୟାନ୍‌ ଅନୁମାନ କରିସାରିଥିଲେ ଯେ ଶାହରୁଖଙ୍କ…
Read More...

ବିଶ୍ୱ ସ୍ତରରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ସାକ୍ଷରତା ଦିବସ। ସାକ୍ଷରତା ଶବ୍ଦ ସାକ୍ଷର ଶବ୍ଦରୁ ଉତ୍ପନ୍ନ, ଯାହାର ଅର୍ଥ ଅକ୍ଷର ବୁଝିବାରେ ସକ୍ଷମ ବ୍ୟକ୍ତି ଅର୍ଥାତ୍ ଯିଏ ପଢିବା ଏବଂ ଲେଖିବାରେ ସକ୍ଷମ। ତେବେ ଆଜିର ଏହି ଅବସରରେ ସମାଜରେ ଶିକ୍ଷାର ମହତ୍ତ୍ୱ ବାବଦରେ ପ୍ରଚାର କରାଯାଏ। ଆଉ ପ୍ରତିବର୍ଷ…
Read More...

ଇଂଲଣ୍ଡରୁ ଭାରତକୁ ଆସିବ ଅଫଜଲ ଖାନଙ୍କୁ ମାରିବା ପାଇଁ ଶିବାଜୀ ବ୍ୟବହାର କରିଥିବା ‘ବାଘନଖ

ନୂଆଦିଲ୍ଲୀ : ଫେରୁଛି 'ବାଘ ନଖ'। ଅଫଜଲ ଖାନକୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ବ୍ୟବହାର କରିଥିବା ଅସ୍ତ୍ର ଭାରତ ସଂଗ୍ରହାଳରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ମାସ ଶେଷ ଆଡ଼କୁ ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ର ସାଂସ୍କୃତିକ ମନ୍ତ୍ରୀ ସୁଧୀର…
Read More...

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଆସିଲା ବଡ ବୟାନ , ରୋହିତଙ୍କୁ ଶାହିନ ଭୟ

ଏସଆ କପରେ ଚମକଦାର ପ୍ରଦର୍ଶନ ଜାରି ରଖିଛନ୍ତି ପାକିସ୍ତାନ ଟିମ । ପାକିସ୍ତାନ ଟିମର ବୋଲର ମାନେ ଦମଦାର ବୋଲିଙ୍ଗ କରି ବ୍ୟାଟର ମାନଙ୍କୁ ଅଡୁଆରେ ପକାଉଛନ୍ତି । ଖାସ କରି ଶହିନ ଆଫ୍ରିଦିଙ୍କ ବୋଲିଂ ଦ୍ୱରା ବ୍ୟାଟର ମାନେ ଅଡୁଆରେ ପଡୁଛନ୍ତି । ତାଙ୍କ ବୋଲିଙ୍ଗର ଶିକାର ହୋଇଛନ୍ତି ରୋହିତ ଶର୍ମା…
Read More...

ଜି-୨୦ ସମ୍ମିଳନୀ : ଦିଲ୍ଲୀରେ ପହଞ୍ଚୁଛନ୍ତି ବିଶ୍ୱ ନେତା

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ବୈଠକ ପାଇଁ ସଦସ୍ୟତା ଥିବା ଦେଶର ଅତିଥିମାନେ ଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି । ଜି୨୦ ସମ୍ମିଳନୀ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଏକ…
Read More...