Browsing Category
ଭାରତ
ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ
ନୂଆ ଦିଲ୍ଲୀ: ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଅଧିବେଶନରେ…
Read More...
Read More...
ଡ୍ରେସିଂ ରୁମରେ ପରସ୍ପର ସହ ମୁହାଁମୁହିଁ ହେଲେ ଶାହିନ୍ ଏବଂ ବାବର; ହସ୍ତକ୍ଷେପ କଲେ ରିଜୱାନ
ମୁମ୍ବାଇ: ଗତ ଗୁରୁବାର ଏସିଆ କପରେ ଶ୍ରୀଲଙ୍କା ସୁପର -୪ ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଛି। ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ଊଖଝ ଅଧୀନରେ ୨ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ସହିତ ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବାର…
Read More...
Read More...
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି କିସ୍ କରି ଚାଲିଛନ୍ତି ଦୁଇ ଯୁବକ ଯୁବତୀ
ବ୍ୟୁରୋ: ଚଳନ୍ତା ବାଇକ୍ରେ କିସ୍। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁରରେ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି କିସ୍ କରି ଚାଲିଛନ୍ତି ଦୁଇ ଯୁବକ ଯୁବତୀ । ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଜଣେ ପଦସ୍ଥ ଟ୍ରାଫିକ୍ ପୁଲିସ ଅଧିକାରୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦେଶ ଦେବା…
Read More...
Read More...
ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି; କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଚେୟାର ଖାଲି ନାହିଁ: ଅମିତ ଶାହା
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ' ମୋ ମାଟି ମୋ ଦେଶ' ଅଭିଯାନ ଚଳାଉଛି। ଏହା ଅଧୀନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତରେ ଅଛନ୍ତି। ଶନିବାର (ସେପ୍ଟେମ୍ବର ୧୬) ରେ ସେ ପୁଣି ଥରେ ରାଜ୍ୟର ମଧୁବାନୀରୁ ପୁଣି ଥରେ'ଭାରତ' ମିଳିତ ମଞ୍ଚକୁ ଟାର୍ଗେଟ…
Read More...
Read More...
ସେପଟେମ୍ବର ୨୩ରେ ‘ୱାନ ନେସନ, ୱାନ ଇଲେକ୍ସନ’ କମିଟିର ପ୍ରଥମ ବୈଠକ
ବ୍ୟୁରୋ: ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବା ନେଇ ଏକ ସୁପାରିଶ କମିଟି ଗଠନ କରାଯାଇଥିବାବେଳେ ସେପଟେମ୍ବର ୨୩ରେ ‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିର ପ୍ରଥମ ବୈଠକ ବସିବ। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ‘ୱାନ ନେସନ, ୱାନ…
Read More...
Read More...
ଦେଶରେ ସ୍ଥାପନ ହେବ ଆଉ ୨୩ଟି ନୂଆ ସୈନିକ ସ୍କୁଲ
ନୂଆଦିଲ୍ଲୀ: ଦେଶରେ ସ୍ଥାପନ ହେବ ଆଉ ୨୩ଟି ନୂଆ ସୈନିକ ସ୍କୁଲ । ଏହି ପ୍ରସ୍ଥାପକୁ ଅନୁମୋଦନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ଏହି ପଦକ୍ଷେପ ଦ୍ୱାରା ନୂଆ ସୈନିକ ସ୍କୁଏ ଗୁଡିକର ସଂଖ୍ୟା ୪୨କୁ ବୃଦ୍ଧି ପାଇବ ।
ଏନଜିଓ, ବେସରକାରୀ ସ୍କୁଲ୍ ଓ ରାଜ୍ୟସରକାର ମାନଙ୍କ ସହ…
Read More...
Read More...
ଦିଲ୍ଲୀ ରାମଲିଲା ମୈଦାନରେ ଆନ୍ଦୋଳନ କରିବେ ପଶ୍ଚିମବଙ୍ଗର ୫୦ ହଜାର ମନରେଗା କର୍ମୀ; ଦିଲ୍ଲୀ ପୋଲିସର ଅନୁମତି ଲୋଡିଲେ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିର ସାଂସଦ ଡେରେକ ଓ’ ବ୍ରାୟନ୍ ଦିଲ୍ଲୀ ପୋଲିସକୁ ଚିଠି ଲେଖି ରାମଲିଲା ମଇଦାନରେ ବିରୋଧ କରିବାକୁ ଅନୁମତି ମାଗିଛନ୍ତି। ଏହି ଚିଠିରେ ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ୫୦ ହଜାର ଗଘଜଋଏଇ କର୍ମଚାରୀ ୩୦ ସେପ୍ଟେମ୍ବର ୨୦୨୩ ରୁ ୪ ଅକ୍ଟୋବର ୨୦୨୩…
Read More...
Read More...
ମା’ ହେଲେ ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି
ଜୟପୁର: ମା ହେଲେ ଆଇଏଏସ୍ ଟିନା ଡାବି | ଆଇଏଏସ୍ ଟିନା ଡାବି ଗତ କିଛି ମାସ ହେବ ଗର୍ଭବତୀ ଥିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ଜୟପୁରର ଏକ ହସ୍ପିଟାଲରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଟିନା ଡାବି । ୨୦୧୫ ବ୍ୟାଚର ଆଇଏଏସ୍ ଟପ୍ପର ଓ ରାଜସ୍ଥାନ କ୍ୟାଡରର ବହୁ ଚର୍ଚ୍ଚିତ ଆଇଏଏସ୍…
Read More...
Read More...
ଟସ୍ ଜିତି ଟିମ ଭାରତ ବୋଲିଂ ନିଷ୍ପତି ନେଇଥିଲେ, ହିରୋ ସାଜିଲେ ଶାର୍ଦ୍ଦୁଲ
କଲମ୍ବୋ: ଏସିଆ କପ୍ ସୁପର-୪ର ଆଜି ଅନ୍ତିମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛି ଭାରତୀୟ ଦଳ । ବାଂଲାଦେଶ ୮ୱିକେଟ ହରାଇ ୨୫୬ ରନ କରିଛନ୍ତି । ଚମକ୍ରାର ବୋଲିଙ୍ଗ କରିଛନ୍ତି ସାର୍ଦ୍ଦୁଲ ଠାକୁର । ତେବେ…
Read More...
Read More...
ଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନିର୍ମାଣ
ବ୍ୟୁରୋ: ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର ନିର୍ମାଣ କରାଯାଉଛି । ଯାହାର ନାମ ‘ଯଶୋଭୂମି’ ରଖାଯାଇଛି। ମୋଟ ୮.୯ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ଯଶୋଭୂମି ନିର୍ମାଣ କରାଯାଉଛି। ସେଥିମଧ୍ୟରୁ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ…
Read More...
Read More...