Browsing Category

ଭାରତ

ଟେଷ୍ଟ-ଦିନିକିଆ-ଟି୨୦ ସମସ୍ତ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ ଭାରତ

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନ ପାଇଛି ଭାରତ । ଗତକାଲି ମୋହାଲିରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ଦିନିକିଆରେ ବିଜୟ ପରେ ଭାରତ ପାକିସ୍ତାନକୁ ପଛରେ ପକାଇଛି। ପୂର୍ବରୁ ଭାରତ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଥିଲେ ମଧ୍ୟ ଦିନିକିଆରେ…
Read More...

ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ । ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଛି ।…
Read More...

ଗୋଟିଏ ଦେଶ ଗୋଟିଏ ନର୍ବାଚନ, ରାମନାଥ କେବିନ୍ଦଙ୍କ ଅଧ୍ୟକ୍ଷତାରେ ବୈଠକ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନର୍ବାଚନ ବୈଠକ ଆଜି ବସୁଛି । ଆଜି ବିଧାନ ସଭାରେ ଏ ନେଇ ଆଲେଚନା ହେବ । ପୂର୍ବତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆଲେଚନା ହେବ । ଏଥିସହ କମିଟି ସମସ୍ୟଙ୍କ ସହ ଆଲେଚନା କରିବେ ରାମନାଥ କୋବିନ୍ଦ । ଏକାଥରେ ଲୋକସଭା ଓ ବିଧାନସଭା…
Read More...

ମହାରାଷ୍ଟ୍ର ନାଗପୁରରେ ପ୍ରବଳ ଲଗାଣ ବର୍ଷା କାରଣରୁ ସହର ଜଳାର୍ଣ୍ଣବ ହୋଇଛି

ବ୍ୟୁରୋ: ଘର,ଦ୍ୱାର,ରାସ୍ତାଘାଟ ସବୁଠି ପାଣି ଆଉ ପାଣି । ରାସ୍ତାରେ ଲହଡି ଭାଙ୍ଗୁଛି ପାଣିର ସୁଅ । ଖାଲି ରାସ୍ତା ନୁହଁ ଘର ଭିତରେ ବି ଛାତିଏ ଉଚ୍ଚର ପାଣି । ପାଣିରେ ଭାସୁଛି ଘରର ସମସ୍ତ ସାମଗ୍ରୀ । ଆଉ ରାସ୍ତାରେ ଗାଡି ସବୁ ଭାସିଲା ପରି ଦୃଶ୍ୟମାନ ହେଉଛି । ଏପରି ଦୃଶ୍ୟ ଦେଖିବାକୁ ମିଳୁଛି…
Read More...

ଆଇସିସି ଅଣ୍ଡର -୧୯ ବିଶ୍ୱକପର ସୂଚୀ ଘୋଷଣା; ଜାଣନ୍ତୁ ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ କେବେ ହେବ?

ମୁମ୍ବାଇ: ଆଇସିସି ଅଣ୍ଡର -୧୯ ବିଶ୍ୱକପ କାର୍ୟ୍ୟସୂଚୀ ଘୋଷଣା କରିଛି । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ମ୍ୟାଚ୍ ସହିତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ୧୪ ଜାନୁଆରୀରେ କଲମ୍ବୋରେ ଖେଳାଯିବ। କଲମ୍ବୋ ବ୍ୟତୀତ ୫ ଟି ସ୍ଥାନରେ ଏହି…
Read More...

ବିଶ୍ୱକପରୁ ବାହାରିଲେ ପାକ୍ ଫାଷ୍ଟ ବୋଲର ନସିମ ଶାହା;ପ୍ରଶଂସକମାନଙ୍କୁ ଦେଲେ ଭାବପ୍ରବଣ ବାର୍ତ୍ତା

ମୁମ୍ବାଇ: ବିଶ୍ୱକପ ପୂର୍ବରୁ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳକୁ ଏକ ବଡ଼ ଧରଣର ଝଟକା ଲାଗିଛି । ଆହତ କାରଣରୁ ପାକିସ୍ତାନ ଦଳର ଦ୍ରୁତ ବୋଲର ନସିମ ଶାହା ଟୁର୍ନାମେଣ୍ଟର ଅଂଶ ହେବେ ନାହିଁ। ନାସିମ ଶାହାଙ୍କ ସ୍ଥାନରେ ହସନ ଅଲିଙ୍କୁ ଦଳର ଏକ ଅଂଶ କରାଯାଇଛି। ଏସିଆ କପରେ…
Read More...

ସକାଳୁ କରନ୍ତୁ ଏଇ ସବୁ ବ୍ରେକଫାଷ୍ଟ

ସକାଳେ ବ୍ରେକଫାଷ୍ଟ ଶରୀର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଡକ୍ତର ମାନେ କୁହନ୍ତି ସକାଳ ଖାଇବା ଅନ୍ୟ ଖାଇବା ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତୁ । ସକାଳ ପେଟଭରି ପୃଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ତେବେ ଚାଳନ୍ତୁ ଜାଣିବା ସକାଳ ବ୍ରେକଫାଷ୍ଟରେ କେଉଁ ସବୁ ଖାଦ୍ୟକୁ ସାମିଲ କରାଯିବା ଦରକାର ।…
Read More...

ବାଣ ଫୁଟାଇବା ନେଇ ସୁପ୍ରିମ କୋର୍ଟ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ବାଣ ଫୁଟାଇବା ନେଇ ସୁପ୍ରିମ କୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୧୮ରେ ସୁପ୍ରିମ କୋର୍ଟ ସାରା ଦେଶରେ ବାଣଫୁଟାଇବାକୁ ବ୍ୟାନ କରାଯାଇଥିଲା । ଏବେ ମଧ୍ୟ ଯାରି ରହିଛି ସେହି ନିଷ୍ପତ୍ତି । ଦିଲ୍ଲୀ ଏନସିଆର ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣକୁ ଅନୁମତି…
Read More...

ଦୁର୍ନୀତି ଏବଂ ଆତଙ୍କବାଦୀ ପାଣ୍ଠି ମାମଲାରେ ଡିଏସପି ଗିରଫ; ପ୍ରମାଣ ନଷ୍ଟ କରିଥିବା ହୋଇଛି ଅଭିଯୋଗ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୋଲିସ ଡେପୁଟି ପୋଲିସ୍ ଅଧୀକ୍ଷକ ଶେଖ ଆଦିଲ ମୁସ୍ତାକଙ୍କୁ ଦୁର୍ନୀତି ଏବଂ ଆତଙ୍କବାଦ ପାଣ୍ଠି ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି। ଅଧିକାରୀଙ୍କୁ ଗୁରୁବାର (ସେପ୍ଟେମ୍ବର ୨୧) ବିଭିନ୍ନ ବିଭାଗ ଅଧୀନରେ ଗିରଫ କରାଯାଇଥିଲା। ବର୍ତ୍ତମାନ…
Read More...

ଭାରତକୁ ୨୭୭ ଟାର୍ଗେଟ , ଟସ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲା ଭାରତ

ମୋହାଲି: ବିଶ୍ୱକପ୍‌ ପୂର୍ବରୁ ଆଜି ଫ୍ଲୋର୍ ଟେଷ୍ଟ ଦେଉଛି ଟିମ୍ ଇଣ୍ଡିଆ। ପଞ୍ଜାବ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଭାରତର ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ…
Read More...