Browsing Category

ଭାରତ

ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ, ତେଣୁ ୨୪ ଘଣ୍ଟାରେ ପୁଣି ବଢ଼ିବ ଟାରିଫ ବୋଲି ଭାରତକୁ ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଛନ୍ତି ଟ୍ରମ୍ପ୍‌ । ତେବେ…
Read More...

ଆଇଏମଡି ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି

ଭୁବନେଶ୍ୱର:- ଆଇଏମଡି ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କ୍ୟାବିନେଟର ନିଯୁକ୍ତି…
Read More...

ଭାରତରେ ଖୋଲିବାକୁ ଯାଉଛି Teslaର ପ୍ରଥମ ଚାର୍ଜିଙ୍ଗ୍ ଷ୍ଟେସନ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ବିଶ୍ୱର ପ୍ରସିଦ୍ଧ ବୈଦ୍ୟୁତିକ କାର ନିର୍ମାତା ଟେସଲା ଭାରତରେ ଏହାର ପ୍ରଥମ ଚାର୍ଜିଂ ଷ୍ଟେସନ୍ ଲଞ୍ଚ କରିବାର ତାରିଖ ଘୋଷଣା କରିଛି। ଏହି ସୁପରଚାର୍ଜିଂ ଷ୍ଟେସନ୍ ମୁମ୍ବାଇର ୱାନ୍ ବିକେସିରେ ସ୍ଥାପନ କରାଯାଇଛି । ଆସନ୍ତାକାଲି ଏହାକୁ ଆନୁଷ୍ଠାନିକ ଭାବରେ ସର୍ବସାଧାରଣଙ୍କ ପାଇଁ…
Read More...

ଜେଡିଏସ୍‌ ପୂର୍ବତନ ସାଂସଦ ପ୍ରଜ୍ବଲ ରେଭନାଙ୍କୁ ଆଜୀବନ

ବେଙ୍ଗାଲୁରୁ: ଜେଡି (ଏସ୍‌) ନେତା ପୂର୍ବତନ ସାଂସଦ ପ୍ରଜ୍ୱଲ ରେଭନାଙ୍କୁ ଆଜୀବନ । ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବେଙ୍ଗାଲୁରୁ ସ୍ପେଶାଲ୍‌ କୋର୍ଟ । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ପ୍ରଜ୍ବଲଙ୍କୁ ଆଜୀବନ ସଜା । ଏଥିସହ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ମାନ୍ୟବର କୋର୍ଟ।…
Read More...

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ଆସିବ ପିଏମ୍ କିଷାନର ୨୦ତମ କିସ୍ତି

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର। ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିବ। ପିଏମ୍ ମୋଦୀ ଡିବିଟି ଜରିଆ​‌ରେ ଏହି ଟଙ୍କା ଚାଷୀ ଆକାଉଣ୍ଟକୁ ପଠାଯିବ। ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ…
Read More...

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ନୂଆଦିଲ୍ଲୀ: ଘୋଷଣା ହେଲା ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବାଜିମାତ୍ କଲା ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ୨୦୨୧ ଓ ୨୦୨୨ ବର୍ଷ…
Read More...

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ, ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ବାଛିବା ପାଇଁ ହେବାକୁ ଥିବା ନିର୍ବାଚନ ଓ ନାମାଙ୍କନ ଦାଖଲର ତାରିଖ ସାମ୍ନାକୁ ଆସିଛି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ନିର୍ବାଚନ କମିଶନ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ୭ ତାରିଖରେ ଏନେଇ ପ୍ରକାଶ ପାଇବ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ । ଦିନକରେ ୭୫ ଲକ୍ଷ ଗଛ ଲଗାଇ ଓଡ଼ିଶାବାସୀଙ୍କ ପକ୍ଷରୁ ଦିଆଯିବ ଉପହାର । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…
Read More...

ସବୁ ସୀମାକୁ ଲଙ୍ଘିଲେ ଦୁର୍ବୃତ୍ତ

ସବୁ ସୀମା ଲଙ୍ଘିଲା ଦୁର୍ବୃତ୍ତଙ୍କ କାଣ୍ଡ । ଘରେ ଏକା ଥିବା ବେଳେ, ଦୁଇ ପିଲାଙ୍କୁ ଜାଳି ଦେଲେ ଦୁର୍ବୃତ୍ତ । ଆଉ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି, ବିହାରର ପାଟନାରେ । ଯାହାକୁ ନେଇ ଏବେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏପଟେ ଖବର ପାଇ ପାଟନାର ଜାନିପୁର ପୋଲିସ, ଘଟଣା…
Read More...

ରାଜ୍ୟବ୍ୟାପୀ ଯାତ୍ରାରେ ସରକାରଙ୍କ ପର୍ଦ୍ଦାଫାସ୍ କରିବ ବିରୋଧୀ

ଆଗାମୀ କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜ ମିଶନରେ ଆଗକୁ ମାଡିଚାଲିଛନ୍ତି । ବିରୋଧୀ ଦଳଗୁଡ଼ିକ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତିରେ ବ୍ୟସ୍ତ। ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱରେ…
Read More...