Browsing Category
ଭାରତ
ରେଳବାଇ ପକ୍ଷରୁ ଆଗାମୀ ଦିନରେ ରେଳ ବଗିରେ ସିସିଟିଭି କ୍ୟାମେରା ଲାଗଯିବ
ନୂଆଦିଲ୍ଲୀ:- ରେଳବାଇ ପକ୍ଷରୁ ଆଗାମୀ ଦିନରେ ରେଳ ବଗିରେ ସିସିଟିଭି କ୍ୟାମେରା ଲାଗଯିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ପ୍ରତ୍ୟେକ ବଗିର ପ୍ରବେଶ ପଥରେ ୪ଟି ସିସିଟିଭି କ୍ୟାମେରା ଲାଗଯିବ। ଏହାବ୍ୟତୀତ ୧୫ ହଜାର ରେଳ ଇଞ୍ଜିନରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ…
Read More...
Read More...
ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:- ସୁପ୍ରିମକୋର୍ଟରୁ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ଜଷ୍ଟିସ୍ ବର୍ମା ତାଙ୍କ ଘରୁ ମିଳିଥିବା ପୋଡା ଟଙ୍କା ମାମଲାରେ ତଦନ୍ତ କମିଟିର ରିପୋର୍ଟକୁ ଅବୈଧ ଘୋଷଣା…
Read More...
Read More...
ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍: NSA ଅଜିତ୍ ଡୋଭାଲ୍
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ଏନେଇ ସୂଚନା ଦେଲେ NSA ଅଜିତ୍ ଡୋଭାଲ୍ । ଚଳିତ ବର୍ଷ ଶେଷ ସୁଦ୍ଧା ପୁଟିନ୍ ଭାରତ ଆସିବା ନେଇ ସୂଚନା ମିଳିଛି । ସେପଟେ ପୁଟିନଙ୍କ ଆଗାମୀ ଗସ୍ତକୁ ନେଇ ଖୁସି ପ୍ରକଟ କଲେ ଡୋଭାଲ୍ । ରୁଷ ପ୍ରତିରକ୍ଷା ମନ୍ତ୍ରୀ…
Read More...
Read More...
ଆମେରିକା ଅତିରିକ୍ତ ଟାରିଫ୍ ଘୋଷଣା କରିବା ଦୁର୍ଭାଗ୍ୟଜନକ
ନୂଆଦିଲ୍ଲୀ: ଟ୍ରମ୍ପ୍ଙ୍କ ନୂଆ ଟାରିଫ୍ ପରେ ବିବୃତି ଜାରି କଲା ବୈଦେଶିକ ମନ୍ତ୍ରାଳୟ । ରୁଷିଆଠାରୁ ତୈଳ ଆମଦାନୀ ସମ୍ପର୍ଣ୍ଣ ଭାବେ ବ୍ୟବସାୟିକ ବିଷୟ । ୧୪୦ କୋଟି ଭାରତୟୀଙ୍କ ସ୍ବାର୍ଥକୁ ଦେଖି ତୈଳ ଆମଦାନୀ କରାଯାଉଛି । ଆମେରିକା ଅତିରିକ୍ତ ଟାରିଫ୍ ଘୋଷଣା କରିବା ଦୁର୍ଭାଗ୍ୟଜନକ ।…
Read More...
Read More...
ବଡ଼ ଖବର: ଭାରତ ଉପରେ ପୁଣି ଟାରିଫ୍ ବଢାଇଲା ଆମେରିକା
ନୂଆଦିଲ୍ଲୀ: ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍ । ଦ୍ବିତୀୟ ଥର ପାଇଁ ୨୫% ବଢାଇଲେ ଟ୍ରମ୍ପ । ଏହାକୁ ମିଶାଇ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି । ଟାରିଫ ୫୦%କୁ ବୃଦ୍ଧି ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଏଣିକି ଭାରତର ସାମଗ୍ରୀ ଆମେରିକାରେ ୫୦ ପ୍ରତିଶତ ଅଧିକ…
Read More...
Read More...
ପଞ୍ଜାବ ମୋହାଲିରେ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟରେ ବିସ୍ଫୋରଣ…
ପଞ୍ଜାବର ମୋହାଲିରେ ବୁଧବାର ଏକ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଘଟଣାଟି…
Read More...
Read More...
ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର କୋର୍ଟ
ନୂଆଦିଲ୍ଲୀ:- କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି । ବୁଧବାର ଦିନ ଝାଡଖଣ୍ଡର ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲା ୨୦୧୮ ମସିହାରେ କେନ୍ଦ୍ର…
Read More...
Read More...
ଚୀନ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ହେବେ ସାମିଲ୍
ନୂଆଦିଲ୍ଲୀ: ଚୀନ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଅଗଷ୍ଟ ୩୧ରେ ଚୀନ୍ ଗସ୍ତ କରିବା ନେଇ ସୂଚନା । SCO ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍ ଯିବେ ମୋଦି । ଚୀନ ସହ ଜାପାନ ମଧ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ, ବାଣିଜ୍ୟ ଏବଂ ସହଯୋଗ…
Read More...
Read More...
ବିଜୁଳି ବିଲ୍ ଦର ବଢାଇବା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:- ବିଜୁଳି ଗ୍ରାହକଙ୍କ ପକେଟ୍ ଉପରେ ପଡିବ ପ୍ରଭାବ । ସୁପ୍ରିମକୋର୍ଟ ଦେଲେ ବଡ ଝଟକା । ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି । ନ୍ୟାୟାଳୟ ବିଜୁଳି ବିଲ୍ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ…
Read More...
Read More...
ଆଜି ଦିଲ୍ଲୀର କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଆଜି ଦିଲ୍ଲୀର କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅପରାହ୍ଣ ୧୨ଟା ୧୫ରେ କର୍ତ୍ତବ୍ୟ ଭବନ ପରିଦର୍ଶନ ପୂର୍ବକ ଉଦ୍ଘାଟନ କରିବେ ମୋଦି । ପରେ ସନ୍ଧ୍ୟା ୬ଟା ୩୦ରେ ଏକ ସାଧାରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଆଧୁନିକ, ଦକ୍ଷ…
Read More...
Read More...