Browsing Category

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବେ ୭୦ ଆମ୍ବୁଲାନ୍ସ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବେ ୭୦ ଆମ୍ବୁଲାନ୍ସ | ରାଜ୍ୟରେ ରୋଗୀ ସେବା ହେବ ଆହୁରି ସୁଦୃଢ଼ । ଆଉ ୭୦ଟି ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର । ୭୦ଟି ଆମ୍ବୁଲାନ୍ସ ମଧ୍ୟରେ ୩୦ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଛି | ଏଥିସହ ୪୦ଟି ବେସିକ ଲାଇଫ ସପୋର୍ଟ…
Read More...

କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ

ଭୁବନେଶ୍ୱର: ନାର୍କୋ ଟେଷ୍ଟ କରିବାକୁ ହେଲେ ହେବାକୁ ପଡିବନି ଖର୍ଚ୍ଚାନ୍ତ । କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ । କ୍ୟାପିଟାଲ ଅସ୍ପିଟାଲର ଓଟିରେ କରାଯିବ ନାର୍କୋ ପରୀକ୍ଷା ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅସନ୍ତା ମାସରୁ ଏହି…
Read More...

ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍ସ ଭୁବନେଶ୍ୱର। ମେଡିକାଲ୍ ଶିକ୍ଷା ହେଉ ଅବା ଗବେଷଣା କିମ୍ବା ସ୍ୱଚ୍ଛତା, ସମସ୍ତ କ୍ଷେତ୍ରରେ ଅନୁକରଣୀୟ କାର୍ୟ୍ୟ କରୁଛି ଏହି ଜାତୀୟ ପ୍ରତିଷ୍ଠାନ। ଚିକିତ୍ସା ସେବା ପାଇବା ନିମନ୍ତେ…
Read More...

ଅଦାର ଉପକାରୀ ଗୁଣ

ଭୁବନେଶ୍ୱର: ଆପଣମାନେ ସମସ୍ତେ ଜାଣନ୍ତି ଯେ ଅଦା ଏକ ଏପରି ମସଲା ଯାହା କେବଳ ତରକାରୀକୁ ସୁଆଦିଆ କରେ ନାହିଁ, ବରଂ ଏଥିରେ ବହୁ ଉପକାରୀ ଗୁଣ ମଧ୍ୟ ରହିଛି । ଅଦାରୁ ଶରୀରକୁ ପୋଷଣ ମିଳିଥାଏ । ଏହା ଶରୀର ପାଇଁ ଖୁବ ଭଲ । ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ । ଏହାକୁ ଅନେକ ପ୍ରକାର…
Read More...

ମୋବାଇଲରୁ ବଢୁଛି ସମୀପ ଦୃଷ୍ଟିଦୋଷ, ପିଲାଙ୍କ ଆଖିରେ ଲାଗୁଛି ଚଷମା

ଭୁବନେଶ୍ୱର : ଆମ ଦୈନନ୍ଦିନ ଜୀବନରେ ମୋବାଇଲ, ଲ୍ୟାପଟପ ପରି ବୈଦୁତିକ ଯନ୍ତ୍ର ପାଖରେ ଓତଃପ୍ରୋତଃ ଭାବେ ଯୋଡ଼ି ହୋଇ ରହୁଛୁ | କିନ୍ତୁ ଏହା ଆମ ଶରୀର ପ୍ରତି କେତେ ପ୍ରଭାବ ପକାଉଛି ତାହା ଜାଣିଛନ୍ତି କି ? ଆମେ ଯେତେ ଅଧିକ ଡିଜିଟାଲ ସ୍କ୍ରିନ୍‌ରେ ସମୟ ବିତାଉଛୁ, ସେତେ ଅଧିକ ଦୃଷ୍ଟି ସମସ୍ୟାର…
Read More...

୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ…
Read More...

ମଶା କାମୁଡ଼ାରୁ ବଞ୍ଚିବାର ଉପାୟ

ଭୁବନେଶ୍ୱର: ଆମ ଦେଶରେ ଏବେ ମୌସୁମୀର ଆଗମନ ସହିତ ମଶା ବାହିତ ରୋଗର ବିପଦ ବୃଦ୍ଧି ପାଇବ । ମ୍ୟାଲେରିଆ ପରି ରୋଗରେ ଆକ୍ରାନ୍ତ ନହେଲେ ମଧ୍ୟ ମଶାକାମୁଡ଼ାରେ ହିଁ ଜଣେ ଦେହକୁ କୁଣ୍ଡାଇ କୁଣ୍ଡାଇ ଅତିଷ୍ଠ ହୋଇପଡ଼ିଥାଏ । ମଶା କାମୁଡ଼ାରୁ ବଞ୍ଚିବା ପାଇଁ କେତେକ ଉପାୟ ଜାଣିବା । ଲୋକଙ୍କୁ ଖୋଜିବା…
Read More...

କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ

ଭୁବନେଶ୍ୱର: କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ । କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ପରେ ଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ ପାଢୀ । ସ୍କ୍ରବ ଟାଇଫସରେ…
Read More...

ବଢିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା

ଯାଜପୁର : ବଢିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା । ପୂର୍ବରୁ ୩୩୦ଟି ଶଯ୍ୟା ଥିବା ବେଳେ ଏବେ ତାକୁ ୪୨୦କୁ ବୃଦ୍ଦି କରାଯାଇଛି । ତେବେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ । ସବୁ ସରକାରୀ ଚିକିତ୍ସାଳୟକୁ ଆମ ଅସ୍ପିଟାଲ ଯୋଜନାରେ ସାମିଲ…
Read More...

WHO ପକ୍ଷରୁ ସୁପାରିଶ ପରେ ମ୍ୟାଲେରିଆ ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ମ୍ୟାଲେରିଆ ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ । ଏହାକୁ WHO ପକ୍ଷରୁ ସୁପାରିଶ କରାଯାଇଛି । ବିଶେଷ କରି ଶିଶୁ ମାନଙ୍କୁ ମ୍ୟାଲେରିଆ ମୁକାବିଲା ପାଇଁ ଏହି ଟିକା ବିଶେଷ ଲଭଦାୟକ ହେବ ବୋଲି କୁହାଯାଉଛି । ଭ୍ୟାକ୍ସିନର ୩ଟଇ ଡୋଜ ନେବାକୁ ପଡିବ ବୋଲି କୁହାଯାଉଛି ।…
Read More...