Browsing Category

ମନୋରଞ୍ଜନ

ତାମିଲ ଅଭିନେତା ତଥା ନିନେର୍ଧଶକ ମନୋଜ ଭାରତୀରାଜାଙ୍କ ପରଲୋକ

ମୁମ୍ବାଇ: ତାମିଲ ଅଭିନେତା ତଥା ନିନେର୍ଧଶକ ମନୋଜ ଭାରତୀରାଜାଙ୍କ ପରଲୋକ । ତେବେ ଗତକାଲି ଚେନ୍ନାଇର ଚେଟପେଟସ୍ଥିତ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ରହିଛି । କିଛିଦିନ ତଳେ ତାଙ୍କର ହାର୍ଟ ବାଇପାସ ସର୍ଜରୀ ହୋଇଥିଲା ବୋଲି କୁହାଯାଉଛି । ସୂଚନା ଅନୁଯାୟୀ , ୧୯୯୯ ରେ…
Read More...

ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦଙ୍କ ପତ୍ନୀଙ୍କ କାର ଦୁର୍ଘଟଣାଗ୍ରସ୍ତ ।ମୁମ୍ବାଇ - ନାଗପୁର ହାଇୱେ ନିକଟରେ ହୋଇଛି ଏହି ଦୁର୍ଘଟଣା ଏହି ଦୁର୍ଘଟଣାରେ ସୋନାଲି ସୁଦଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟ ଲୋକ ମଧ୍ୟ ରହିଥିଲେ । ଏଥିରେ ସୋନୁ ସୁଦଙ୍କ ପତ୍ନୀଙ୍କ ସମେତ ତାଙ୍କ…
Read More...

ଆନିମଲ୍ ଲୁକ୍ ରେ ଥାଲ୍ଲା : ଭାଇରାଲ ହେଉଛି ମାହିଙ୍କ ନୂଆ ଭିଡିଓ

ବ୍ୟୁରୋ : କ୍ରିକେଟ ଜଗତର ମହାନ୍ ଖେଳାଳି ମହେନ୍ଦ୍ର ସିଂ ଧୋନୀ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ହେଲିକପ୍ଟର ସଟ୍ ଠାରୁ ଆରମ୍ଭ କରି ଚାଷ ଜମିରେ ଚାଷ କରିବା । ପୁଣି ସେନା ଶିବିରରେ ୟୁନିଫର୍ମ ପିନ୍ଧି ବୁଲିବା ଠାରୁ ନେଇ ବାଇକ କଲେକ୍ସନ ସବୁ ଥିରେ ଚର୍ଚ୍ଚାରେ ମାହି । ହଟକେ…
Read More...

ଓଡ଼ିଶାର କୋରାପୁଟକୁ ଚିଠି ମାଧ୍ୟମରେ ଧନ୍ୟବାଦ ଜଣାଇଲେ ରାଜାମୌଲି ଏବଂ ପ୍ରିୟଙ୍କା

କୋରାପୁଟକୁ ପ୍ରଶଂସା କଲେ ରାଜମୌଲି ଓ ପ୍ରିୟଙ୍କା । ଓଡ଼ିଶାର କୋରାପୁଟକୁ ଚିଠି ମାଧ୍ୟମରେ ଧନ୍ୟବାଦ ଜଣାଇଲେ, ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଏବଂ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା । ଆତିଥେୟତା ପାଇଁ କୋରାପୁଟକୁ ଧନ୍ୟବାଦ ଦେଇଛନ୍ତି । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା…
Read More...

ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସିଙ୍ଗର ଏ.ଆର.ରହମାନ…

ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତ ହେଲେ ସିଙ୍ଗର ଏ.ଆର.ରହମାନ । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ.ଆର. ରହମାନ ଆପୋଲୋ ହସ୍ପିଟାଲର ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ଅପରାହ୍ନ ସୁଦ୍ଧା ତାଙ୍କୁ…
Read More...

୬୦ ବର୍ଷ ବୟସରେ ପ୍ରେମରେ ପଡିଲେ ଅମିର ଖାନ, କରିବେ କି ତୃତୀୟ ବିବାହ…

ପୁଣି ପ୍ରେମରେ ପଡିଛନ୍ତି ଅମିର । ଦୁଇ ଦୁଇ ଥର ବିବାହ କରି ସାରିଥିବା ଅମିର ଖାନ ପୁଣି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି ବୋଲି ଖୁଲାସା କରିଛନ୍ତି । ଆଜି ଅର୍ଥାତ୍ ୧୪ ମାର୍ଚ୍ଚ ୨୦୨୫ ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଯେଉଁଠାରେ ସେ ଗଣମାଧ୍ୟମକୁ ଆଶ୍ଚର୍ୟ୍ୟ କରି ତାଙ୍କ…
Read More...

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ “ଛାୱା”

ବ୍ୟୁରୋ : ସବୁ ଆଡେ ଏବେ ଛାୱା କ୍ରେଜ । ଫିଲ୍ମ ରିଲିଜ୍ ର ୨୭ ଦିନ ପରେ ବି ହଲ୍ ରହୁଛି ହାଉସଫୁଲ୍ । ୨୮ ଦିନ ପରେ ବି ହାଉସ୍ଫୁଲ୍ ହଲ୍ କ୍ରମରେ ଫିଲ୍ମ ଟି ନୂଆ ରେକର୍ଡ ସ୍ଥାପନ କରିଛି । ଏହି ଚଳଚ୍ଚିତ୍ର ଶାହରୁଖ ଖାନଙ୍କ ପଠାନକୁ ପଛରେ ପକାଇଛି । ଭିକି କୌଶଲ- ରଶ୍ମିକା ମନ୍ଦାନାଙ୍କ ଅଭିନୀତ…
Read More...

ସୋସିଆଲ ମିଡିଆରେ ଭାଇରାଲ ହେଲା ହନିମୁନ ଫଟୋ…

ଅଭିନେତା ପ୍ରତୀକ ବବର ତାଙ୍କ ହନିମୁନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ପ୍ରବଳ ଭାଇରାଲ ହେବାରେ ଲାଗିଛି । ନିକଟରେ ସେ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ସେମାନେ ବର୍ତ୍ତମାନ ଗୋଆରେ ସେମାନଙ୍କର ହନିମୁନ କରୁଛନ୍ତି। ଅଭିନେତା ବବର…
Read More...

ସରିଲା ନିର୍ବନ୍ଧ ବାହାଘରକୁ ସମସ୍ତଙ୍କ ଅପେକ୍ଷା…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ । ସରିଲା ନିର୍ବଦ୍ଧ । କେବେ ହେବ ବାହାଘର । ତାକୁ ହିଁ ସମସ୍ତଙ୍କ ଅପେକ୍ଷା । ଅନୁଭବ ଜାଗୃତିଙ୍କ ବିବାହକୁ ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ତାହାକୁ ଦୁହେଁ ପ୍ରମାଣିତ କରି ଦେଖାଇଛନ୍ତି । ତେବେ ଆଉ କିଛିଦିନ ପରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବେ ।…
Read More...

ଏହି ରବିବାର ଜୀ ସାର୍ଥକର ନୂଆ ଫିଲ୍ମ ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’

ବ୍ୟୁରୋ : ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ଚଳଚ୍ଚିତ୍ର, ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ…
Read More...