Browsing Category

ଶିକ୍ଷା

ତାଞ୍ଜାନିଆରେ ଖୋଲିବ ଭାରତର ପ୍ରଥମ ଆଇଆଇଟି କ୍ୟାମ୍ପସ୍

ନୂଆଦିଲ୍ଲୀ: ବିଦେଶୀ ରାଷ୍ଟ୍ରରେ ହେବ ଭାରତର ପ୍ରଥମ ଆଇଆଇଟି କ୍ୟାମ୍ପସ୍ । ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି କ୍ୟାମ୍ପସ୍ ଖୋଲିବା ନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଜାଞ୍ଜିବର ହେଉଛି ପୂର୍ବ ଆଫ୍ରିକା ଉପକୂଳ ଅନ୍ତର୍ଗତ ସମୁଦ୍ରରେ ବିସ୍ତୃତ ତାଞ୍ଜାନିଆ ଦ୍ବୀପପୁଞ୍ଜ…
Read More...

ପ୍ରକାଶ ପାଇଲା +2 କଟଅଫ ତାଲିକା

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ ତାଲିକା । ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଛାତ୍ରଛାତ୍ରୀଙ୍କ ପାଖକୁ ଆଜି ଇଣ୍ଟିମେସନ ଲେଟର ପଠାଯିବ । ୪ଲକ୍ଷ ୧୨ହଜାର ପିଲାଙ୍କ ତାଲିକା ପ୍ରକାଶ । ୧୯ ତାରିଖରେ ଆସିବ ଦ୍ୱିତୀୟ କଟଅଫ…
Read More...

ପୁବୁସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତା ମହାପାତ୍ରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ପୁବୁସାହି ପଞ୍ଚାୟତ ପୁବୁସାହି ସରକାରୀ ସୁପର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତା ମହାପାତ୍ରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ମହାପାତ୍ର ଆୟୋଜନ କରିଥିଲେ |…
Read More...

ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟେସନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠାରୁ ଓଜେଇଇ କାଉନସେଲିଂ । ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟେସନ କରିପାରିବେ ଛାତ୍ରଛାତ୍ରୀ । ଓଜେଇଇ ୱେବସାଇଟରେ ଅନଲାଇନ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବି.ଆର୍କ, ବି.ଟେକ୍, ବି.ପ୍ଲାନ୍ ଓ ଇଣ୍ଟିଗ୍ରେଟେଡ ଏମସିଏ ପଢିବା ପାଇଁ ଆବେଦନ କରିପାରିବେ ।…
Read More...

ଅଙ୍ଗନୱାଡ଼ି ଶ୍ରେଣୀ ଗୃହରେ ପିଲାଙ୍କ ଉପରେ ଖସିଲା ପ୍ଲାଷ୍ଟର

ଅନୁଗୁଳ: ଅଙ୍ଗନୱାଡ଼ି କେନ୍ଦ୍ରରେ ଖସିପଡ଼ିଲା ପ୍ଲାଷ୍ଟର। ପିଲାମାନେ ପାଠପଢ଼ୁଥିବା ସମୟରେ ହଠାତ୍ ଛାତରୁ ଖସିପଡ଼ିଥିଲା ପ୍ଲାଷ୍ଟର । ପ୍ଲାଷ୍ଟରଟି ଅଙ୍ଗନୱାଡ଼ି ଦିଦିଙ୍କ ଦେହରେ ପଡ଼ିଥିବା ବେଳେ କଂକ୍ରିଟ୍ ଖଣ୍ଡ ଗୁଡ଼ିକ ପିଲାଙ୍କ ଉପରେ ପଡ଼ିଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ…
Read More...

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ୨ଟି ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି । ଏହାଦ୍ଵାରା…
Read More...

ଆଜି ସରୁଛି +୩ ନାମଲେଖା ଆବେଦନର ଅବଧି

ଭୁବନେଶ୍ୱର: ଆଜି ଯୁକ୍ତ ତିନି ନାମଲେଖା ଆବେଦନ କରିବାର ଶେଷ ତାରିଖ । ଆବେଦନ ସରିବା ପରେ ଆସନ୍ତା ୧୪ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପରେ ଜୁଲାଇ ୨୭ରେ ଦ୍ୱତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ…
Read More...

“ବୁଗିନ ହୋ” ଶିକ୍ଷା କେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର: ବୁଗିନ ହୋ ଶିକ୍ଷାକେନ୍ଦ୍ରରେ ପାଳିତ ହୋଇଯାଇଛି ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ଗୋଡିବାରି ଗ୍ରାମରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଛି । ଏହି କାର୍ୟ୍ୟକ୍ରମରେ "ଜୟ ଓଡ଼ିଶା" ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି…
Read More...

ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା । ଆଜି ଠାରୁ ଆରମ୍ଭ ହୋଇ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ରାଜ୍ୟର ୮୦ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋର୍ଡ…
Read More...

ଗୌରବ ଆଣିଲେ ମା ମାର୍କମା ମହାବିଦ୍ୟାଳୟର ୩ ଛାତ୍ର

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ମା ମର୍କମା ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ତିନିଜଣ ଛାତ୍ର ଛାତ୍ରୀ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଯୁକ୍ତ ତିନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥି ସହିତ ବିଭିନ୍ନ ବର୍ଗର ବିଭାଗରେ ଶ୍ରେଷ୍ଠ ଦଶ ଜଣ ଛାତ୍ର ଛାତ୍ରୀଙ୍କ…
Read More...